ବାଣିଜ୍ୟ ଅନୁଗୁଳରେ THAR ROXX ର ବଜ଼ାର ପ୍ରବେଶ Angul OnlineSeptember 26, 2024September 26, 2024 ଅନୁଗୁଳ – ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରାର ଅଧିକୃତ ବିକ୍ରେତା ସିଦ୍ଧି ଲଷ୍ମୀ ମୋଟର୍ସ ଠାରେ ମହିନ୍ଦ୍ରାର ବହୁ ପ୍ରତିକ୍ଷିତ THAR ROXX ର ବଜ଼ାର ପ୍ରବେଶ ହୋଇଛି । ଉକ୍ତ ଉଦଘାଟନ ଉତ୍ସବରେ ଅନଗୁଳ ଜିଲ୍ଲା ର ବ୍ୟାଙ୍କିଙ୍ଗ ଏବଂ ଫାଇନାନ୍ସ କମ୍ପାନୀ ଯଥା Sbi , hdfc, axis, icici, indusind, ମହିନ୍ଦ୍ରା ଫାଇନାନନ୍ସ, ଚୋଳମଣ୍ଡଳମ ଫାଇନାନ୍ସ, ସୁନ୍ଦରମ ଫାଇନାନ୍ସ ତଥା ଅନେକ ଫାଇନାନ୍ସ କମ୍ପାନୀ ଓ ଗ୍ରାହକ ଯୋଗଦାନ ଦେଇ ଉକ୍ତ କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ । THAR ROXX ଗାଡି ରେ ଆଡ଼ଭାନ୍ସ ଫିଚର ଯଥା Alexa, Adrenox,Panaromic Sky Roof ର ବ୍ୟବସ୍ତା ରହିଛି । ଏହି ଗାଡି ୭ ଟି ରଙ୍ଗ ରେ ଉପଲବ୍ଧ ରହିଚ୍ଚି । ଏହି ଗାଡି 12.99 lakh ରୁ ଆରମ୍ଭ । ସିଦ୍ଧି ଲଷ୍ମୀ ମୋଟର୍ସ ତରଫରୁ ଗ୍ରହକଙ୍କ ପାଇଁ ସୁଲଭ ଫାଇନାନ୍ସ ଏବଂ ଏକ୍ସଚେଞ୍ଜ ସୁବିଧା ରହିଛି । ଭବିଷ୍ୟତରେ ଆହୁରି ଅତ୍ୟାଧୁନିକ ଗାଡି ସହିତ ଗ୍ରାହକ ମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଆମର ପ୍ରଥମ ଲକ୍ଷ୍ୟ ବୋଲି ସିଦ୍ଧି ଲଷ୍ମୀ ମୋଟର୍ସ ର ସତ୍ଵାଧିକାରୀ ପ୍ରତିଶୃତିବଦ୍ଧ । ଏହି ବଜ଼ାର ପ୍ରବେଶ ଉତ୍ସବ ରେ ସିଦ୍ଧି ଲଷ୍ମୀ ମୋଟର୍ସ ର ସତ୍ବାଧୀକାରୀ ରାଜ କୁମାର ଅଗ୍ରୱାଲଙ୍କ ତତ୍ୱାବଧାନରେ ବଜ଼ାର ପ୍ରବେଶ କରାଗଲା । Advertisement
ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର୍ସର ଟିଏମଟି ରିବାର୍ ମିଲକୁ ଲୋକାର୍ପଣ କଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଅନୁଗୁଳ – କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଶ୍ରୀ ରାମ ଚନ୍ଦ୍ର ପ୍ରସାଦ ସିଂ ଅନୁଗୁଳ ଠାରେ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର (ଜେଏସପି)ର ଅତ୍ୟାଧୁନିକ ଟିଏମଟି ରିବାର…
ଅନୁଗୁଳରେ ଆରମ୍ଭ ହେବ ପ୍ରଗତି କ୍ୟାବ ସେବା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପ୍ରଗତି କ୍ୟାବ ସେବା ଆରମ୍ଭ ହେବାକୁ ଯାଉଛି । କମ୍ ଖର୍ଚ୍ଚ , ସହଜ , ସୁରକ୍ଷିତ ଓ ସରଳ ଯାତାୟାତ…
ମେକ୍ଆଶ୍ୱର ଅନଲାଇନ ପ୍ଲାଟଫର୍ମ ଉନ୍ମୋଚିତ ଅନୁଗୁଳ – ଅନୁଗୁଳ ସନ୍ତୁଳା ହୋଟେଲଠାରେ ମେକ୍ଆଶ୍ୱର (MakeAssure ଛୋଟରୁ ବଡ ଅଫଲାଇନ ବ୍ୟବସାୟ ଏବଂ ସର୍ଭିସ ପ୍ରଦାନକାରୀ ଗୁଡିକ ନିମନ୍ତେ ଏକ ଅନଲାଇନ ପ୍ଲାଟଫର୍ମ) ସଂସ୍ଥାର…