ବାଣିଜ୍ୟ ପାର୍ବତୀ ହିରୋ ତରଫରୁ ରିହାତି ସହ ସ୍କ୍ରାଚ ଏଣ୍ଡ ୱିନ ଅଫର Angul OnlineOctober 3, 2024October 3, 2024 ଅନୁଗୁଳ – ପାର୍ବତୀ ହିରୋ ଅନୁଗୁଳ ତରଫରୁ ଶାରଦୀୟ ଦୁର୍ଗାପୂଜା ଓ ନବରାତ୍ର ଉପଲକ୍ଷେ ବିଭିନ୍ନ ଅଫର ଘୋଷଣା ହୋଇଛି । ପାର୍ବତୀ ମୋଟର୍ସ ସତ୍ଵାଧିକାରୀ ଅଶୋକ ମାଣ୍ଡୋଠିଆ ଏ ଅବସରରେ ଉପସ୍ଥିତ ରହି ପାର୍ବତୀ ହିରୋର ୨୫ ବର୍ଷ ପୂରଣ ଅବସରରେ ସମସ୍ତ ହିରୋ ଗାଡି ଉପରେ ୧୦୦୦ ଟଙ୍କା ଅଧିକ ରିହାତି ମିଳିବ ବୋଲି ଘୋଷଣା ହୋଇଛି । କମ୍ପାନୀ ତରଫରୁ ଗ୍ଲାମର ଗାଡି ଉପରେ ୫୦୦୦ଟଙ୍କା ପର୍ଯ୍ୟନ୍ତ ରିହାତି , ଏଚ ଏଫ ଡିଲକ୍ସ ଉପରେ ୨୫୦୦ଟଙ୍କା ରିହାତି ,ପ୍ଲେଜର ସ୍କୁଟର ଉପରେ ୨୫୦୦ଟଙ୍କା ପର୍ଯ୍ୟନ୍ତ ସ୍ପେଣ୍ଡର ,ପ୍ୟାସନ, ଡେଷ୍ଟିନି ଏହି ସବୁ ଗାଡି ଉପରେ ୧୦୦୦ଟଙ୍କା ତଥା ସ୍କ୍ରାଚ କାର୍ଡ ମାଧ୍ୟମରେ ନିଶ୍ଚିତ ଉପହାର ରହିଛି । ଏହି ଅଫର ଅକ୍ଟୋବର ୧୨ ତାରିଖ ପର୍ଯ୍ୟନ୍ତ ରହିବ । Advertisement
ଅନୁଗୁଳରେ ପ୍ରତିଷ୍ଠା ହେବ ନୂତନ ଏମଏସଏମଇ ପାର୍କ ଅନୁଗୁଳ – ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଶିଳ୍ପ ଅନୁଷ୍ଠାନ ଗୁଡିକର କାର୍ଯ୍ୟଗୁଡିକୁ ତ୍ବରାନ୍ବିତ କରିବା ନିମନ୍ତେ ସରକାରଙ୍କ ବିଭିନ୍ନ ବିଭାଗ ଓ ଶିଳ୍ପ ଅନୁଷ୍ଠାନ ସହ…
ଆସନ୍ତାକାଲି ଠାରୁ ତାଳଚେରରେ ଅର୍ଥନୈତିକ ଅବରୋଧ ଡାକରା ତାଳଚେର – ଆସନ୍ତାକାଲି ( ୨୪ ତାରିଖ ) ଠାରୁ ଅନିର୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଅବରୋଧ ଡାକରା ଦିଆ ଯାଇଛି । ୫ ଦଫା…
ଦିନିକିଆ ଗସ୍ତରେ କୋଲ ଇଣ୍ଡିଆ ଚେୟାରମ୍ୟାନ ତାଳଚେର – କୋଲ ଇଣ୍ଡିଆ ଚେୟାରମ୍ୟାନ ପ୍ରମୋଦ ଅଗ୍ରୱାଲ ଦିନିକିଆ ତାଳଚେର ଗସ୍ତରେ ଆସି ଏମ.ସି.ଏଲ.ର ଲିଙ୍ଗରାଜ ଓ ଭୁବନେଶ୍ଵରୀ କୋଇଲାଖଣି ବୁଲି ଦେଖିଥିଲେ । ପରେ…