Laxmi Honda ରେ New Honda Unicorn OBD-II (B)ର ବଜାର ପ୍ରବେଶ


ଅନୁଗୁଳ – ଅନୁଗୁଳ Honda Motorcycle & Scooter India ର ଅଧିକୃତ ବିକ୍ରେତା Laxmi Honda ଅନଗୁଳ ଠାରେ Honda ର ବହୁ ପ୍ରତିକ୍ଷିତ Motorcycle Honda UNICORN OBD-II(B) ର ବଜାର ପ୍ରବେଶ ହୋଇଯାଇଅଛି । ଏହି ଅବସରରେ Honda UNICORN ଗ୍ରାହକ ସମାଗମ ହୋଇଥିଲା । ଏଥିରେ ଉପସ୍ଥିତ ଗ୍ରାହକ ମାନଙ୍କ କରକମଳରେ ଏହାର ବଜାର ପ୍ରବେଷ କରାଯାଇଥିଲା । Honda UNICORN ଅତି ଆକର୍ଷଣୀୟ Sytle ଏବଂ ଉନ୍ନତ Mileage ମଧ୍ୟ୍ୟ ଦେଇଥାଏ । Honda UNICORN ସାଧାରଣତଃ ୩ଟି colour ରେ ଉପଲବ୍ଧ । ଯାହାକି Imperial Red metalic,Matt.Axis Grey metallic, ଏବଂ Igneous Black । UNICORN OBD-II(B)ରେ Side stand Engine cut off ସହିତ Maintance free Battery,Fully Digital Meter,Sporty Alloy Wheel,Stylish Tail Lamp,Real time Mileage,Distance to Empty,Average Mileage Indicator, Mobile Charger,Bluetooth conectivity, Engine Stop Switch,connect with ଏବଂ Voice Message, ପରି ଅତ୍ୟାଧୁନିକ ଗୁଣବତ୍ତା ରେ ଭରପୁର ରହିବ । ଏହାର Ex-showroom ମୂଲ୍ୟ ମାତ୍ର-୧୧୯୬୮୧ ଟଙ୍କା ରୁ ଆରମ୍ଭ ଏବଂ ଏହି UNICORN OBD-II(B)ପାଇଁ ସ୍ଵତନ୍ତ୍ର Exchange ଏବଂ Finance ର ସୁବିଧା କରାଯାଇଅଛି । ଏବଂ ଭବିଷ୍ୟତ ରେ ଆହୁରି ଅତ୍ୟାଧୁନିକ ଗାଡି ସହିତ ଗ୍ରାହକ ମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଆମର ପ୍ରଥମ ଲକ୍ଷ୍ୟ ବୋଲି Laxmi Honda ର ସ୍ଵତ୍ୟାଧିକାରି ଶ୍ରୀ Bikram Agarwalla କହିଥିଲେ । ଏହି ବଜାର ପ୍ରବେଶ ଉତ୍ସବ ରେ ଆସିଥିବା ସମସ୍ତ ଗ୍ରାହକ ମାନଙ୍କୁ Laxmi Honda ର ସମସ୍ତ କର୍ମଚାରୀ ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *