ରାସ୍ତା କଡରେ ପଡିଛି ଦୁଇ ଶିଶୁଙ୍କ ମୃତଦେହ

ରାସ୍ତା କଡରେ ପଡିଛି ଦୁଇ ଶିଶୁଙ୍କ ମୃତଦେହ

ଅନୁଗୁଳ – ଅନୁଗୁଳ ଜିଲ୍ଲା ମହିଧରପୁର ରାସ୍ତା କଡରୁ ଦୁଇଟି ନବଜାତକ ଶିଶୁଙ୍କ ମୃତଦେହ ଉଦ୍ଧାର ହୋଇଛି । ରାସ୍ତା କଡରେ ଏହି ନବାଜାତକଙ୍କ ମୃତଦେହ ଗୁଡିକ ପଡିଥିବା ଦେଖି ସ୍ଥାନୀୟ ଲୋକ ପୁଲିସକୁ ସୂଚନା ଦେଇଥିଲେ । ସୂଚନା ଅନୁସାରେ ମୃତ ଶିଶୁ ଗୁଡିକ ପଡିଥିବା ବେଳେ କାଉ ଓ କୁକୁର ଖାଉଥିବା ଦେଖି ଲୋକଙ୍କ ନଜରକୁ ଆସିଥିଲା । ତେବେ ଏଭଳି ଦୁଇ ଦୁଇଟି ନବଜାତକଙ୍କୁ ନୃଶଂସ ଭାବେ ଫୋପାଡ଼ି ଦେବାକୁ ସ୍ଥାନୀୟ ଲୋକ ନିନ୍ଦା କରିଛନ୍ତି । ତେବେ କିଏ ଓ କାହିଁକି ଏଭଳି କରିଛି ସେ ନେଇ ପୁଲିସ ତଦନ୍ତ କରୁଛି ।

 

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply