ଅପରାଧ ଭୋଗ ଦୋକାନରୁ ମଦ ଜବତ Angul OnlineMay 15, 2021May 15, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସହର ଆଇଟିଆଇ ଛକ ନିକଟରେ ଥିବା ଏକ ଭୋଗ ଦୋକାନରୁ ବିପୁଳ ପରିମାଣର ମଦ ଜବତ କରା ଯାଇଛି । କୌଣସି ସୂତ୍ରରୁ ଖବର ପାଇ ତାଳଚେର ଏନଫୋର୍ସମେଣ୍ଟ ଟିମ ଆଜି ସନ୍ଧ୍ୟା ୯ ଟାରେ ଏହି ଭୋଗ ଦୋକାନରେ ଚଢାଉ କରିଥିଲା । ଚଢାଉ ବେଳେ ଦୋକାନରୁ ବିଭିନ୍ନ ବ୍ରାଣ୍ଡର ୬ ପେଟି ବିଦେଶୀ ମଦ ଜବତ କରା ଯାଇଥିଲା । ତେବେ ଚଢାଉ ଖବର ପାଇ ଦୋକାନ ମାଲିକ ବିମଳ ସାହୁ ଫେରାର ହୋଇ ଯାଇଥିବା ଜଣା ପଡିଛି । ଏନଫୋର୍ସମେଣ୍ଟ ଟିମ ଦୋକାନକୁ ସିଲ କରିଥିବା ଜଣା ପଡିଛି । Advertisement
ମୁଖ୍ୟ ଚିକିତ୍ସାଳୟ ପରିସରରେ ଯୁବକଙ୍କ ଆତ୍ମହତ୍ୟା ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି । ମୃତ ଯୁବକ ଜଣଙ୍କ ଦେବଗଡ଼ ଜିଲ୍ଲାର ସଞ୍ଜୟ…
ବ୍ରାଉନସୁଗାର ଜବତ – ୩ ଗିରଫ ଅନୁଗୁଳ – ଅନୁଗୁଳ ସଦର ପୋଲିସ ହାବୁଡ଼ରେ ବ୍ରାଉନସୁଗାର ଗ୍ୟାଙ୍ଗ । ୧୮ . ୫ ଗ୍ରାମ ବ୍ରାଉନସୁଗାର ଜବତ , ୩ ଗିରଫ । ଗିରଫ…
ପୁର୍ବ ଶତୃତାରୁ ଗୁଳି ମାଡ – ଯୁବକ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲାର ଠାକୁରଗଡ଼ ଥାନା କେଞ୍ଚୁଆନାଳୀ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳି ମାଡ଼ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ…