ଟ୍ରେନରେ ମୁମ୍ବାଇ ଗଞ୍ଜେଇ ଚାଲାଣ ବେଳେ ଧରିଲା ରେଲୱେ ପୁଲିସ

ଟ୍ରେନରେ ମୁମ୍ବାଇ ଗଞ୍ଜେଇ ଚାଲାଣ ବେଳେ ଧରିଲା ରେଲୱେ ପୁଲିସ

ଅନୁଗୁଳ – ଅନୁଗୁଳ ରେଳ ଷ୍ଟେସନ ନିକଟରେ ଆଜି (ସୋମବାର) ଦିନ ପ୍ରାୟ ଦଶଟା ବେଳେ ଭୁବନେଶ୍ୱରରୁ ଲୋକମାନ୍ୟତିଳକ ଯାଉଥିବା ଟ୍ରେନରୁ ଅନୁଗୁଳ ରେଲୱେ ପୁଲିସ ତିନୋଟି ବ୍ୟାଗ ଗଞ୍ଜେଇ ଜବତ କରିଛି । ଟ୍ରେନର ଏକ ଏସି ବଗିରେ ଟିଟିଇ ଚେକିଂ କରୁଥିବା ବେଳେ ଏହି ତିନୋଟି ଟ୍ରଲି ବ୍ୟାଗ ଦେଖି ଟିଟିଇଙ୍କର ସନ୍ଦେହ ହୋଇଥିଲା ବ୍ୟାଗ କାହାର ବୋଲି ପଚାରି ବୁଝିବା ବେଳେ କୌଣସି ଯାତ୍ରୀ ବ୍ୟାଗ ବାବଦରେ ମୁହଁ ନ ଖୋଲିବାରୁ ରେଲୱେ ପୂଲିସ ଏହି ତିନୋଟି ବ୍ୟାଗକୁ ଜବତ କରିଥିଲା । ଏହି ଗଞ୍ଜେଇ ମୁମ୍ବାଇ ଚାଲାଣ କରାଯାଉଥିଲା ବୋଲି ସନ୍ଦେହ କରା ଯାଉଥିବା ବେଳେ ରେଲୱେ ପୁଲିସ ଅନୁଗୁଳ ଅବକାରୀ ବିଭାଗକୁ ଗଞ୍ଜେଇ ହସ୍ତାନ୍ତର କରିଥିବା ଜଣା ପଡିଛି

What’s your Reaction?
+1
2
+1
2
+1
2
+1
0
+1
10
+1
1
+1
0

Leave a Reply