କାରରୁ ଗଞ୍ଜେଇ ଜବତ – ୨ ଗିରଫ

ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ଉଦିତନଗର ଛକ ୪୯ ନମ୍ବର ଜାତୀୟ ରାଜପଥରେ ଗଞ୍ଜେଇ ଚୋରାଚାଲଣ ହେଉଥିବା ଖବର ପାଇ ପାଲଲହଡା ପୁଲିସ ଏକ ସ୍ୟାଣ୍ଟ୍ରୋ କାରକୁ ଜବତ କରଛି ସେଥିରୁ ୩୭ କେଜି ଗଞ୍ଜେଇକୁ ଜବତ କରିବା ସହ ୨ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଗିରଫ ଦୁଇଜଣଙ୍କ ମଧ୍ୟରୁ ଜଣେ ପଶ୍ଚିମବଙ୍ଗ ଅଞ୍ଚଳର ସପନ ରୟ ଏବଂ ଅନ୍ୟ ଜଣେ ବିହାର ଅଞ୍ଚଳର ସୁକାନ ଯାଦବ ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ ଲକ୍ଷ ୮୭ ହଜାର ଟଙ୍କା ହେବ ବୋଲି ପୁଲିସ କହିଛି ଏହି ଗଞ୍ଜେଇ ଚୋରା କାରବାର ଆଉ କେଉଁ ମାନଙ୍କର ହାତ ରହିଛି ତାହା ଜାଣିବା ପାଇଁ  ଗିରଫ ବ୍ୟକ୍ତିଙ୍କୁ ପୁଲିସ ପଚରାଉଚରା ଜାରି ରଖିଛି

Advertisement

Leave a Reply

Your email address will not be published. Required fields are marked *