ବାଣିଜ୍ୟ ଲକ୍ଷ୍ମି ହୋଣ୍ଡାରେ ହୋଣ୍ଡା ୟୁନିକର୍ଣ୍ଣର ଗ୍ରାହକ ସମାବେଶ Angul OnlineSeptember 6, 2022September 6, 2022 ଅନୁଗୁଳ – ହୋଣ୍ଡା ମୋଟର ସାଇକେଲ୍ ଏବଂ ସ୍କୁଟର ଇଣ୍ଡିଆ ର ଅଧିକୃତ ବିକ୍ରେତା ଲକ୍ଷ୍ମି ହୋଣ୍ଡା ଠାରେ ହୋଣ୍ଡା ୟୁନିକର୍ଣ୍ଣର ଗ୍ରାହକ ସମାବେଶ ହୋଇଯାଇଛି । ଏହି ସମାରୋହେରେ ହୋଣ୍ଡା ୟୁନିକର୍ଣ୍ଣର ଗ୍ରାହକ ମାନେ ଯୋଗଦାନ କରିଥିଲେ । ଯେଉଁ ଥିରେ ହୋଣ୍ଡା ୟୁନିକର୍ଣ୍ଣ ଗ୍ରାହକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ଗ୍ରାହକ ମାନେ ଦୀର୍ଘ ଦିନ ଅପେକ୍ଷା କରି ସେମାନଙ୍କର ପ୍ରିୟ ହୋଣ୍ଡା ୟୁନିକର୍ଣ୍ଣ ଗାଡି ନେଇଥିବାରୁ ଗ୍ରାହକ ମାନଙ୍କୁ ଧନ୍ୟବାଦ ଜଣା ଯାଇଥିଲା । ଉପସ୍ଥିତ ସମସ୍ତ ଗ୍ରାହକ ମାନଙ୍କୁ ଗାଡିର ରକ୍ଷଣା ବେକ୍ଷଣ ଏବଂ ସବୁ ପ୍ରକାର ସୁବିଧା ବିଷୟରେ ଅବଗତ କରାଯାଇଥିଲା । ଵର୍ତମାନ ହୋଣ୍ଡା ୟୁନିକର୍ଣ୍ଣ ପାଇଁ ସ୍ୱତନ୍ତ୍ର ଏକ୍ସଚେଞ୍ଜ ଏବଂ ଫାଇନାନ୍ସ ର ବ୍ୟବସ୍ଥା କରାଯାଇଅଛି । ଯେଉଁଥିରେ ଗ୍ରାହକ ମାନେ ଅଳ୍ପ ଡାଉନ ପେମେଣ୍ଟ ଏବଂ ଅଳ୍ପ ସୁଧରେ ସହଜ ଋଣ ଆଧାରରେ ଗାଡି ନେଇ ପାରିବେ । ଶେଷରେ ଲଷ୍ମୀ ହୋଣ୍ଡା ର ସମସ୍ତ କର୍ମଚାରୀ] ଉପସ୍ଥିତ ଗ୍ରାହକ ମାନଙ୍କୁ ଧନ୍ୟଵାଦ ଜଣାଇଥିଲେ । Advertisement
ଆପେ ଇଲେକ୍ଟ୍ରିକ ତିନି ଚକିଆ ଯାନ ବଜ଼ାର ପ୍ରବେଶ ଅନୁଗୋଳ – ଅନୁଗୋଳ ପଞ୍ଚମହାଲ ସ୍ଥିତ ଅଧିକୃତ ବିକ୍ରେତା LAXMI AUTO COMBINE ଠାରେ ଆନୁଷ୍ଠାନିକ ଭାବେ ଆପେ ଇଲେକ୍ଟ୍ରିକ ତିନି ଚକିଆ ଯାନର ଶୁଭଉଦ୍ଘାଟନ ହୋଇଯାଇଅଛି…
ଶୁଭାରମ୍ଭ ହେଲା ଅନୁଗୁଳ ଆଡଭାଣ୍ଟେଜ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଭରି ରହିଥିବା ପ୍ରାକୃତିକ ସମ୍ପଦ ଆଲୁମିନିୟମ , ଷ୍ଟିଲ ଓ କୋଇଲାର ସଦୁପଯୋଗ କରି ସ୍ଥାନୀୟ ଲୋକଙ୍କୁ’ ନିଯୁକ୍ତି ଦେବା ସହ…
ଅନୁଗୁଳ ବଜାରରେ ମିଟିଓର 350 ଅନୁଗୁଳ ବଜାରରେ ମିଟିଓର 350 ଅନୁଗୁଳ – ସାରା ଭାରତରେ ଗତକାଲି ରୋୟାଲ ଏନଫିଲଡ଼ ର ମିଟିଓର 350 ସିସି ଲଞ୍ଚ ହୋଇଛି । ତେବେ ଅନୁଗୁଳ…