ବାଣିଜ୍ୟ ଲକ୍ଷ୍ମୀ ହୋଣ୍ଡାର ପୂଜା ବମ୍ଫର ଅଫର – ହୋଣ୍ଡା ଗାଡି ମାତ୍ର ୧୧୦୦ ଟଙ୍କା ଡାଉନପେମେଣ୍ଟରେ Angul OnlineSeptember 10, 2022September 10, 2022 ଅନୁଗୁଳ – ହୋଣ୍ଡା ମୋଟର ସାଇକେଲ ଏବଂ ସ୍କୁଟର ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡାର ପବିତ୍ର ପୂଜା ଅବସରରେ ବମ୍ଫର ଅଫର ଶୁଭାରମ୍ଭ ହୋଇଯାଇଛି । ଯେଉଁ ଥିରେ ଗ୍ରାହକ ମାନେ ହୋଣ୍ଡାର ଯେ କୌଣସି ଗାଡି ମାତ୍ର ୧୧୦୦ ଟଙ୍କାର ଡାଉନ ପେମେଣ୍ଟରେ ସହଜ ଫାଇନାନ୍ସ ମାଧ୍ୟମ ରେ ଗାଡି ନେଇ ପାରିବେ । ଏହି ଅଫର କେବଳ ସୀମିତ ସମୟ ପାଇଁ ଉପଲବ୍ଧ ଏବଂ ଗ୍ରାହକ ମାନଙ୍କ ପାଇଁ ପୁରୁଣା ଗାଡିର ଏକ୍ସଚେଞ୍ ସୁବିଧା ମଧ୍ୟ କରାଯାଇଛି । ସେହିଥିରେ ଗ୍ରାହକ ମାନେ ନିଜର ପୁରୁଣା ଗାଡି ବଦଳାଇ ନୂତନ ହୋଣ୍ଡା ଗାଡି ମାତ୍ର ୧୧୦୦ ଟଙ୍କାରେ ନେଇ ପାରିବେ । ଏହି ଅବସରରେ ହୋଣ୍ଡାର ତତ୍ୱାଧିକାରୀ ଶ୍ରୀ ବିକ୍ରମ ଅଗ୍ରୱାଲ କହିଛନ୍ତି କି ବର୍ତମାନ ଲଷ୍ମୀ ହୋଣ୍ଡା ରେ ହୋଣ୍ଡାର ସବୁ ମଡେଲର ସବୁ କଲର ଉପଲବ୍ଧ ଅଛି । ଗ୍ରାହକ ମାନେ ପବିତ୍ର ପୂଜା ପୂର୍ବରୁ ନିଜର ମନ ମୁତାବକ ଗାଡି ବୁକିଙ୍ଗ କଲେ ଠିକ ସମୟରେ ଗାଡିର ଡେ଼ଲିଭରୀ ନେଇ ପାରିବେ । ଏହି ଅଫରର ଭରପୁର ଲାଭ ଉଠାଇବାକୁ ଗ୍ରାହକ ମାନଙ୍କୁ ନିବେଦନ କରିଛନ୍ତି । ସଦାସର୍ବଦା ଲଷ୍ମୀ ହୋଣ୍ଡା ଗ୍ରାହକ ମାନଙ୍କୁ କିପରି ଉତ୍ତମରୁ ଉତ୍ତମ ସେବା ଯୋଗାଇ ଆମ୍ଭର ପ୍ରଥମ ଲକ୍ଷ୍ୟ ବୋଲି ସେ କହିଥିଲେ ଏବଂ ସମସ୍ତ ଗ୍ରାହକ ବନ୍ଧୁ ମାନଙ୍କୁ ପୂଜା ର ଅଭିନନ୍ଦନ ଜଣାଇ ଥିଲେ । Advertisement
ଲକ୍ଷ୍ମୀ ହୋଣ୍ଡାର ପୂଜା ଅଫର ଅନୁଗୁଳ – ହୋଣ୍ଡା ମୋଟର ସାଇକେଲ ଏବଂ ସ୍କୁଟର ଇଣ୍ଡିଆ ର ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡା ଠାରେ ପବିତ୍ର ପୂଜା ଅବସରରେ scratch & win…
ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ସିଏସଆର ଏଣ୍ଡ ସଷ୍ଟେନେବିଲିଟି ପୁରସ୍କାର ଭୁବନେଶ୍ୱର – ସିଏସଆର କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣ ଏବଂ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ସିଏସଆର ଏଣ୍ଡ ସଷ୍ଟେନେବିଲିଟି…
ହୋଣ୍ଡା ଆକ୍ଟିଭା ଇଲେକ୍ଟ୍ରିକ୍ ସ୍କୁଟର ପ୍ରଥମ ଟିଜର ଅନୁଗୁଳ – ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ ଏହାର ବହୁ ପ୍ରତୀକ୍ଷିତ ଇଲେକ୍ଟ୍ରିକ୍ ସ୍କୁଟର ପାଇଁ ଏକ ରୋମାଞ୍ଚକର ନୂଆ ଟିଜର ଉନ୍ମୋଚନ କରିଛି ।…