ବାଣିଜ୍ୟ ହୋଣ୍ଡା ସ୍ମାର୍ଟ ଆକ୍ଟିଭାର ବଜ଼ାର ପ୍ରବେଶ Angul OnlineFebruary 11, 2023February 11, 2023 ଅନୁଗୋଳ – ଅନୁଗୋଳ ହୋଣ୍ଡା ମୋଟରସାଇକେଲ ଓ ସ୍କୁଟରର ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡା ଠାରେ ହୋଣ୍ଡାର ବହୁ ପ୍ରତିକ୍ଷିତ ସ୍କୁଟର ହୋଣ୍ଡା ସ୍ମାର୍ଟ ଆକ୍ଟିଭାର ବଜ଼ାର ପ୍ରବେଶ ହୋଇଯାଇଅଛି । ଏହି ବଜାର ପ୍ରବେଶରେ ମୁଖ୍ୟ ଅତିଥି ଶ୍ରୀ ରମେଶ ଚନ୍ଦ୍ର ଅଗ୍ରୱାଲ ଏବଂ ଶ୍ରୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଙ୍କ କର କମଳ ରେ ହୋଇଥିଲା । ହୋଣ୍ଡା ସ୍ମାର୍ଟ ଆକ୍ଟିଭା ଏକ ଅତି ଆକର୍ଷଣୀୟ ଷ୍ଟାଇଲ ଏବଂ ଉନ୍ନତ ମାଇଲେଜ ମଧ୍ୟ ଦେଇଥାଏ । ହୋଣ୍ଡା ସ୍ମାର୍ଟ ଆକ୍ଟିଭା ୬ଟି ରଙ୍ଗରେ ଉପଲବ୍ଧ ରହିଛି । ହୋଣ୍ଡା ସ୍ମାର୍ଟ ଆକ୍ଟିଭା ରେ ମୁଖ୍ୟତଃ ଆଲୟ ହ୍ବିଲ ସହିତ ସ୍ମାର୍ଟ ଅନଲକ ଆଣ୍ଟି ଥେପ୍ଟ ସିଷ୍ଟମ ପରି ଅତ୍ୟାଧୁନିକ ଗୁଣବତ୍ତାରେ ଭରପୁର ରହିଛି । ଏହାର Ex-showroom ମୁଲ୍ୟ ମାତ୍ର-83659 ଟଙ୍କା ରୁ ଆରମ୍ଭ । ଏହି ହୋଣ୍ଡା ସ୍ମାର୍ଟ ଆକ୍ଟିଭା ପାଇଁ ସ୍ୱତନ୍ତ୍ର exchange ଏବଂ finance ର ସୁବିଧା କରାଯାଇଅଛି । Advertisement
ଆସନ୍ତାକାଲି ଠାରୁ ତାଳଚେରରେ ଅର୍ଥନୈତିକ ଅବରୋଧ ଡାକରା ତାଳଚେର – ଆସନ୍ତାକାଲି ( ୨୪ ତାରିଖ ) ଠାରୁ ଅନିର୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଅବରୋଧ ଡାକରା ଦିଆ ଯାଇଛି । ୫ ଦଫା…
ଓଡିଶାର ସର୍ବୋତ୍ତମ କର୍ପୋରେଟ୍ ନାଗରିକ ହେବା ଆମର ପ୍ରୟାସ:- ନବୀନ ଜିନ୍ଦଲ • ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଅନୁଗୁଳରେ ବିଶ୍ଵର ସର୍ବବୃହତ୍ତ ଏବଂ ସବୁଠାରୁ ସବୁଜ ଇସ୍ପାତ କାରଖାନା ପ୍ରତିଷ୍ଠା କରିବ • କୋଲ୍ ଗ୍ଯାସ ପରି ସ୍ୱଚ୍ଛ…
ଶୁଭାରମ୍ଭ ହେଲା ଅନୁଗୁଳ ଆଡଭାଣ୍ଟେଜ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଭରି ରହିଥିବା ପ୍ରାକୃତିକ ସମ୍ପଦ ଆଲୁମିନିୟମ , ଷ୍ଟିଲ ଓ କୋଇଲାର ସଦୁପଯୋଗ କରି ସ୍ଥାନୀୟ ଲୋକଙ୍କୁ’ ନିଯୁକ୍ତି ଦେବା ସହ…