ଦୁର୍ଘଟଣାରେ ତିନି ମୋଟରସାଇକେଲ ଆରୋହି ମୃତ

ଦୁର୍ଘଟଣାରେ ତିନି ମୋଟରସାଇକେଲ ଆରୋହି ମୃତ

ଅନୁଗୋଳ – ଅନୁଗୋଳ ଜିଲ୍ଲା ଦେଇ ଜାତୀୟ ରାଜପଥ 55ରେ ସଡ଼କ ଦୁର୍ଘଟଣା । ଏକ ପରିବା ବୋଝେଇ ପିକ ଅପ ଭ୍ୟାନ ଧକ୍କାରେ 3 ଜଣଙ୍କ ଜୀବନ ଯାଇଛି । ସୂଚନା ଅନୁସାରେ କୁଳେଇ ଗାଁର କିଛି ଯୁବକ ମୋଟରସାଇକେଲରେ ଜରପଡା ଆଡକୁ ଯାଉଥିବା ବେଳେ ଅନୁଗୋଳ ଆଡକୁ ଯାଉଥିବା ଏକ ପିକଅପ ଭ୍ୟାନ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ କୁଳେଇ ଗାଁର ସିପୁ ପ୍ରଧାନ , ସୁନୀଲ ସାହୁ ଓ ମାନସ ବେହେରାଙ୍କର ଘଟଣା ମୃତ୍ୟୁ ହୋଇଥିଲା । ଖବର ଜରପଡା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଛି ।

 

What’s your Reaction?
+1
2
+1
1
+1
1
+1
2
+1
4
+1
0
+1
14

Leave a Reply