ବାଣିଜ୍ୟ ସାଇନ ୧00 ର ବଜାର ପ୍ରବେଶ Angul OnlineJune 14, 2023June 14, 2023 ଅନୁଗୋଳ – ଅନୁଗୋଳ Honda Motorcycle & Scooter India ର ଅଧିକୃତ ବିକ୍ରେତା Laxmi Honda ଠାରେ Honda ର ବହୁ ପ୍ରତିକ୍ଷିତ Motorcycle Shine 100 ର ବଜାର ପ୍ରବେଶ ହୋଇଯାଇଅଛି । ଏହି ବଜାର ପ୍ରବେଶ ମୁଖ୍ୟ ଅତିଥି ଅନୁଗୋଳ ସଦର ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଧୀରେନ କୁମାର ବେହେରା ଏବଂ ସମ୍ମାନୀତ ଅତିଥି ଶ୍ରୀ ସୁଜିତ କୁମାର ଅଗ୍ରୱାଲଙ୍କ କରକମଳରେ ହୋଇଥିଲା ।Honda Shine100 ଅତି ଆକର୍ଷଣୀୟ Sytle ଏବଂ ଉନ୍ନତ Mileage ମଧ୍ୟ୍ୟ ଦେଇଥାଏ । Shine 100 ସାଧାରଣତଃ ୫ଟି colour ରେ ଉପଲବ୍ଧ । ଯାହାକି Black with Red, Black with Blue, Black with Green, Black with Gold ଏବଂ Black with Grey.Shine100 ରେ Black coated alloy wheel ସହିତ ,Tube less Tyre, impressive mileage ଏବଂ delightful comfort ପରି ଅତ୍ୟାଧୁନିକ ଗୁଣବତ୍ତା ରେ ଭରପୁର ରହିବ । ଏହାର Ex-showroom ମୂଲ୍ୟ ମାତ୍ର-66,900 ଟଙ୍କା ରୁ ଆରମ୍ଭ ଏବଂ ଏହି Shine100 ପାଇଁ ସ୍ଵତନ୍ତ୍ର Exchange ଏବଂ Finance ର ସୁବିଧା କରାଯାଇଅଛି । ଭବିଷ୍ୟତ ରେ ଆହୁରି ଅତ୍ୟାଧୁନିକ ଗାଡି ସହିତ ଗ୍ରାହକ ମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଆମର ପ୍ରାଥମ ଲକ୍ଷ୍ୟ ବୋଲି Laxmi Honda ର ସ୍ଵତ୍ୟାଧିକାରି ଶ୍ରୀ ବିକ୍ରମ ଅଗ୍ରୱାଲ କହିଥିଲେ । ଏହି ବଜାର ପ୍ରବେଶ ଉତ୍ସବ ରେ ସହର ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । Advertisement
ଜିନ୍ଦଲ ଷ୍ଟିଲ ଓଡିଶାର ପ୍ରସ୍ତାବିତ ଇସ୍ପାତ କାରଖାନାର ସଂପ୍ରସାରଣ ପ୍ରକଳ୍ପ ପାଇଁ ପରିବେଶୀୟ ମଞ୍ଜୁରୀ ଜନଶୁଣାଣୀ ସଫଳତାର ସହ ସମ୍ପନ୍ନ ଅନୁଗୁଳ – ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ସମ୍ପୂର୍ଣ ମାଲିକାନାଧୀନ ସହାୟକ କମ୍ପାନୀ ଜିନ୍ଦଲ ଷ୍ଟିଲ ଓଡିଶାର ପ୍ରସ୍ତାବିତ ୧୯.୨ ଏମଟିପିଏ ଇସ୍ପାତ କାରଖାନା ଏବଂ ଏହି…
ଜେଏସପିଏଲ – ଓଡିଶାର ସର୍ବାଧିକ ଜିଏସଟି ପ୍ରଦାନକାରୀ ସଂସ୍ଥା ଅନୁଗୁଳ – ଅନୁଗୁଳ ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ) ଓଡିଶା ରାଜ୍ୟର ଘରୋଇ ଶିଳ୍ପ ସଂସ୍ଥା ମାନଙ୍କ ମଧ୍ୟରେ ସର୍ବାଧିକ ଜିଏସଟି ପ୍ରଦାନକାରୀ…
ଆସନ୍ତାକାଲି ଠାରୁ ତାଳଚେରରେ ଅର୍ଥନୈତିକ ଅବରୋଧ ଡାକରା ତାଳଚେର – ଆସନ୍ତାକାଲି ( ୨୪ ତାରିଖ ) ଠାରୁ ଅନିର୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଅବରୋଧ ଡାକରା ଦିଆ ଯାଇଛି । ୫ ଦଫା…