ଓଡ଼ିଆ ସାଇନ୍ ବୋର୍ଡ ନ ଥିବାରୁ ୫ଟି ଦୋକାନକୁ କାରଣ ଦର୍ଶାଅ ନୋଟିସ୍

ଓଡ଼ିଆ ସାଇନ୍ ବୋର୍ଡ ନ ଥିବାରୁ ୫ଟି ଦୋକାନକୁ କାରଣ ଦର୍ଶାଅ ନୋଟିସ୍

ଅନୁଗୁଳ – ଅନୁଗୁଳ ଜିଲ୍ଲା, ପୌରପାଳିକା ଅଞ୍ଚଳରେ ଯାଞ୍ଚ ବେଳେ ଓଡ଼ିଆ ସାଇନ୍ ବୋର୍ଡ ପ୍ରଦର୍ଶିତ ନ ହୋଇଥିବାରୁ ୫ଟି ଦୋକାନକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ସମସ୍ତ ଅନୁଷ୍ଠାନ ଓଡିଆରେ ସାଇନ୍ ବୋର୍ଡ ଲେଖିବାକୁ ବାଧ୍ଯତାମୁଳକ ଥିବା ବେଳେ ଅନୁଗୁଳ ସହରର ଅନେକ ଦୋକାନୀ ଏହାକୁ ମାନୁ ନାହାଁନ୍ତି । ଏଥିପାଇଁ ପୌର ପାଳିକା ପକ୍ଷରୁ ବଜାରରେ ଚଢାଉ କରି ଗଙ୍ଗା ମ୍ଯାଚିଙ୍ଗ , ଅଗ୍ରୱାଲା ଟ୍ରାଭେଲ ୱାର୍ଲଡ , ମା ବୁଢୀ ଲେଡିଜ କର୍ଣ୍ଣର , ଭାଇ ଭାଇ ଲୁଗା ଦୋକାନ , ବିବା ନାମକ ଦୋକାନକୁ କାରଣ ଦର୍ଶାଅ ନୋଟିସ ଜାରି କରା ଯାଇଛି ।

What’s your Reaction?
+1
0
+1
0
+1
0
+1
0
+1
3
+1
0
+1
1

Leave a Reply