ବାଣିଜ୍ୟ ପବିତ୍ର ଦଶହରାରେ ଲକ୍ଷ୍ମୀ ହୋଣ୍ଡା ତରଫରୁ ସ୍କ୍ରାଚ ଏଣ୍ଡ ୱିନ ଅଫର Angul OnlineOctober 18, 2023October 18, 2023 ଅନୁଗୁଳ – ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟରର ଅଧିକୃୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡାରେ ପବିତ୍ର ଦଶହରା ଉପଲକ୍ଷେ ବିଜୟ ଉତ୍ସବ ଆରମ୍ଭ ହୋଇଯାଇଛି । ଯେଉଁଥିରେ ଗ୍ରାହକ ମାନେ ହୋଣ୍ଡାର ଯେକୌଣସି ଦୁଇ ଚକିଆ ଗାଡି କିଣିଲେ ସ୍କ୍ରାଚ କାର୍ଡ ମାଧ୍ୟମରେ ନିଶ୍ଚିତ ଉପହାର ପାଇପାରିବେ । ନିଶ୍ଚିତ ଉପହାର ଯେପରି LED TV, MICROWAVE, ELETRIC KETTLE, INDUCTION, BACK PACK ଇତ୍ୟାଦି ତା ସହିତ Super six offer ରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଈଛି । ଯେଉଁଥିରେ ଗ୍ରାହକ ମାନେ ଫାଇନାନ୍ସରେ ଗାଡି ନେଲେ Zero Down payment ରେ 6.99% ସୁଧହାରରେ ଗାଡି ନେଇପାରିବେ । ତାସହିତ exchange ର ସୁବିଧା ମଧ୍ୟ ରହିଛି ,ଯେଉଁଥିରେ ଗ୍ରାହକ ମାନେ ନିଜର ପୁରୁଣା ଗାଡି ବଦଳାଇ ନୂତନ ହୋଣ୍ଡା ଗାଡି Cash କିମ୍ବା Finance ମାଧ୍ୟମ ରେ ନେଇପାରିବେ । ଏହି offer ସୀମିତ ସମୟ ପାଇଁ ଉପଲବ୍ଧ । ଏହି offer ର ଭରପୁର ଲାଭ ଉଠାଇବାକୁ ଲକ୍ଷ୍ମୀ ହୋଣ୍ଡାର ସ୍ୱତ୍ତାଧିକାରୀ ଶ୍ରୀ ବିକ୍ରମ ଅଗ୍ରୱାଲା ଗ୍ରାହକ ମାନଙ୍କୁ ନିବେଦନ କରିଛନ୍ତି ଏବଂ ପବିତ୍ର ଦଶହରା ର ଶୁଭକାମନା ଜଣାଇଛନ୍ତି । Advertisement
ମୋବାଇଲ ବିକ୍ରେତାଙ୍କ ଅନଶନ ଅନୁଗୁଳ – ଚାଇନିଜ୍ ଅପୋ ବ୍ରାଣ୍ଡର ନୂତନ ମଡେଲ କେ ସିରିଜର ବିକ୍ରୟ କେବଳ ଅନଲାଇନ ବିଦେଶୀ ଇ-କମର୍ସ କମ୍ପାନୀ ମାଧ୍ୟମରେ ହେଉ ଥିବାରୁ ଆଜି ଅପୋ…
ବିଗୱିଙ୍ଗର ଶୁଭ ଉଦଘାଟନ ଅନୁଗୁଳ – ହୋଣ୍ଡା ମୋଟରସାଇକେଲ ଓ ସ୍କୁଟର ଇଣ୍ଡିଆର ଅତି ପ୍ରତିକ୍ଷିତ ଏବଂ ଆକର୍ଷଣୀୟ ପ୍ରିମିୟମ ହୋଣ୍ଡାର ଡିଲରଶିପ ହୋଣ୍ଡା ବିଗୱିଙ୍ଗର ଶୁଭ ଉଦଘାଟନ ହୋଇ ଯାଇଛି…
ଜିନ୍ଦଲ ପାୱାରକୁ ଗାରେ ପାଲମା 4/1 ଖଣି ପାଇଁ ସଫଳ ବିଡର ଭାବରେ କୋଇଲା ମନ୍ତ୍ରଣାଳୟର ଘୋଷଣା ରାୟପୁର/ଭୁବନେଶ୍ୱର – ଶିଳ୍ପପତି ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ୱାଧୀନ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)ର ସହାୟକ କମ୍ପାନୀ ଜିନ୍ଦଲ ପାୱାର ଲିମିଟେଡ (ଜେପିଏଲ)କୁ କୋଇଲା…