ଚତୁର୍ଥ ଦିନରେ ୨୦୧୩ ଜଣ କଲେ ନାମାଙ୍କନ

ଅନୁଗୁଳ - ଆଜି ନାମାଙ୍କନ ପତ୍ର ଦାଖଲର ୪ର୍ଥ ଦିବସରେ ଅନୁଗୁଳ ଜିଲ୍ଲାରେ ସମୁଦାୟ ୨୦୧୩ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେଥି ମଧ୍ୟରୁ ୱାର୍ଡ ସଭ୍ୟ ୧୪୬୪ ଜଣ , ସରପଞ୍ଚ ୨୫୪ ଜଣ ,…

Continue Reading ଚତୁର୍ଥ ଦିନରେ ୨୦୧୩ ଜଣ କଲେ ନାମାଙ୍କନ

ତିନି ପ୍ରମୁଖ ଦଳର ଜିଲ୍ଲା ପରିଷଦ ପ୍ରାର୍ଥିଙ୍କ ନାମ ଘୋଷଣା

ଅନୁଗୁଳ - ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସବୁଠି ମାହୋଲ ସରଗରମ ହେଲାଣି । ସରପଞ୍ଚ , ସମିତିସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ନାମାଙ୍କନ ପାତ୍ର ଦାଖଲ ମଧ୍ୟ କରିବା ଆରମ୍ଭ କଲେଣି । ଏପରି ସ୍ଥଳେ ଆଜି ଜିଲ୍ଲାର…

Continue Reading ତିନି ପ୍ରମୁଖ ଦଳର ଜିଲ୍ଲା ପରିଷଦ ପ୍ରାର୍ଥିଙ୍କ ନାମ ଘୋଷଣା

ବରିଷ୍ଠ ଡାକ୍ତରଙ୍କ ପରରୋକ

ଅନୁଗୁଳ - ଅନୁଗୁଳ ଜିଲ୍ଲା ଡାକ୍ତରଖାନାର ବରିଷ୍ଠ ଡାକ୍ତର ଆରକେଏସ ମହାପାତ୍ରଙ୍କ ଆଜି ହୃଦଘାତରେ ମୃତ୍ୟୁ ହୋଇଛି । ଆଜି ସକାଳେ ସେ ଏକ ଘରୋଇ କ୍ଲିନିକରେ ରୋଗୀ ଦେଖୁଥିବା ବେଳେ ହଠାତ ଅସୁସ୍ଥ ଅନୁଭବ କରିଥିଲେ । ଏଣୁ ସେ…

Continue Reading ବରିଷ୍ଠ ଡାକ୍ତରଙ୍କ ପରରୋକ

ଅଜଗର ସାପକୁ ଗିଳିଲା ଅହିରାଜ(ଭିଡିଓ)

ଅନୁଗୁଳ - ଫୁଟ ଲମ୍ବର ଅଜଗର ସାପକୁ ଗିଳିଲା ୧୧ ଫୁଟର ଅହିରାଜ ସାପ । ଏଭଳି ଘଟଣା ଆଜି  ଅନୁଗୁଳ ବ୍ଲକ ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ କରଡାପଡା ଗ୍ରାମରେ ଦେଖିବାକୁ ମିଳିଥିଲା । ଅହିରାଜ ସାପଟି ଅନ୍ୟ ଏକ ଅଜଗର…

Continue Reading ଅଜଗର ସାପକୁ ଗିଳିଲା ଅହିରାଜ(ଭିଡିଓ)

ପ୍ରଥମ ଦିନରେ ୫୪୫ ଜଣଙ୍କ ନାମାଙ୍କନ

ଅନୁଗୁଳ - ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବର ମାନେ ସେମାନଙ୍କ ନାମାଙ୍କନ ଦାଖଲ ଆରମ୍ଭ କରିଛନ୍ତି ।…

Continue Reading ପ୍ରଥମ ଦିନରେ ୫୪୫ ଜଣଙ୍କ ନାମାଙ୍କନ

୬ ହଜାର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ

ଅନୁଗୁଳ - ଅନୁଗୁଳ ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଷ ଥମିବାର ନାଁ ନେଉନି । ବାରମ୍ବାର ପୁଲିସ ଓ ଅବକାରୀ ବିଭାଗର ଚଢ଼ାଉ ପରେ କିଛି ବର୍ଷ ଏହି ଗଞ୍ଜେଇ ମାଫିଆ ମାନେ ଗଞ୍ଜେଇ ଚାଷରୁ କ୍ଷାନ୍ତ ପଡିବା ପରେ ଏବେ…

Continue Reading ୬ ହଜାର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ

ଟ୍ରକ ଧକ୍କାରେ ଜଣେ ମୃତ

ତାଳଚେର - ଅନୁଗୁଳ ଜିଲ୍ଲା ଏନଟିପିସି ଗୋଡ଼ିବନ୍ଧ ରାସ୍ତା ହରିହରପୁର ଛକ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛି । ମୋଟରସାଇକେଳରେ ଦୁଇ ଜଣ ଯାଉଥିବା ବେଳେ ଏକ ଦ୍ରୁତଗାମୀ ଟ୍ରକ…

Continue Reading ଟ୍ରକ ଧକ୍କାରେ ଜଣେ ମୃତ

ମଦ ଦୋକାନ ଡକାୟତି ଘଟଣାରେ ତିନି ଗିରଫ

ଅନୁଗୁଳ - ଅନୁଗୁଳ ଜିଲ୍ଲା ତାଳଚେର ଥାନା ଟିଟିପିଏସ ଠାରେ ଥିବା ଏକ ମଦ ଦୋକାନରୁ ବନ୍ଧୁକ ଓ ଭୁଜାଲି ଦେଖାଇ ଟଙ୍କା ଲୁଟ ଘଟଣାରେ ତାଳଚେର ପୁଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା…

Continue Reading ମଦ ଦୋକାନ ଡକାୟତି ଘଟଣାରେ ତିନି ଗିରଫ

କୋର୍ଟ ପରିସର କଣ୍ଟେନମେଣ୍ଟ ଜୋନ

ଅନୁଗୁଳ - ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା କୋର୍ଟ ପରିସରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଜିଲ୍ଲାରେ କରୋନା ସଂକ୍ରମଣ ଦୃତ ଗତିରେ ବଢୁଥିବା ବେଳେ ଅନୁଗୁଳ କୋର୍ଟରୁ ୧୨ ଜଣ ସଂକ୍ରମିତ ହୋଇଥିବା ଓକିଲ ସଂଘ ସଭାପତି…

Continue Reading କୋର୍ଟ ପରିସର କଣ୍ଟେନମେଣ୍ଟ ଜୋନ

ଟ୍ରକ ଧକ୍କାରେ ପରିବେଶପ୍ରେମୀ ମୃତ

ନାଲକୋନଗର - ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କୁଲାଡ ଛକ ନିକଟରେ ଶନିବାର ରାତି ପ୍ରାୟ ସାଢେ଼ ଦଶଟା ସମୟରେ ଟ୍ରକ୍ ଧକ୍କା ରେ ଜଣେ ଯୁବ ବ୍ୟବସାୟୀ ତଥା ପ୍ରକୃତିପ୍ରେମୀଙ୍କ  ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ…

Continue Reading ଟ୍ରକ ଧକ୍କାରେ ପରିବେଶପ୍ରେମୀ ମୃତ

୨୨ କି.ମି.ର ଦୁଃଖ – ସରିବ କେବେ !!

ଅନୁଗୁଳ - ଅନୁଗୁଳ ଜିଲ୍ଲାବାସୀ ତଥା ଅନୁଗୁଳକୁ କିମ୍ବା ଅନୁଗୁଳ ଦେଇ ଯାଇଥିବା ଜାତୀୟ ରାଜପଥରେ ଯିବା ଆସିବା କରୁଥିବା ଲୋକଙ୍କୁ ଏବେ ବେଶ କଷ୍ଟ ଦେଉଛି ଜାତୀୟ ରାଜପଥ ୫୫ । ମୁଖ୍ୟତଃ ଅନୁଗୁଳ ସହର ମଧ୍ୟ ଦେଇ ବଅଁରପାଳ…

Continue Reading ୨୨ କି.ମି.ର ଦୁଃଖ – ସରିବ କେବେ !!

ମ୍ୟୁନିସିପାଲିଟି ଓ ଏନଏସି ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ତାଲିକା

ଅନୁଗୁଳ - ପୌର ନିର୍ବାଚନ ନେଇ ଆଉ ପାଦେ ଆଗେଇଲେ ସରକାର । ମ୍ୟୁନିସିପାଲିଟି ଓ ଏନଏସିର ଅଧ୍ୟକ୍ଷ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ୧୦୭ ମ୍ୟୁନିସିପାଲିଟି ଓ ଏନଏସିର ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇଛି ।…

Continue Reading ମ୍ୟୁନିସିପାଲିଟି ଓ ଏନଏସି ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ତାଲିକା

୬ ଜଣ ଜୁଆଡ଼ି ଗିରଫ – କାର, ମୋଟରସାଇକେଲ , ଟଙ୍କା ଜବତ

ଅନୁଗୁଳ - ଅନୁଗୁଳ ସଦର ପୁଲିସ ପଞ୍ଚମହଲାର ଜଙ୍ଗଲିଆ ଅଞ୍ଚଳରେ ଚଢ଼ାଉକରି ୬ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ମାନେ ହେଲେ ହେମୁସୁରପଡ଼ାର ଧରଣୀ ଦାସ , ମଦନମୋନପଡ଼ାର ଜ୍ଞାନ ରଞ୍ଜନ ପୃଷ୍ଟି , କଣିହାଁ ଥାନା…

Continue Reading ୬ ଜଣ ଜୁଆଡ଼ି ଗିରଫ – କାର, ମୋଟରସାଇକେଲ , ଟଙ୍କା ଜବତ

ଚୋରି କରିବାକୁ ଯାଇ ଧରା ପଡିଗଲା ଚୋର

ଅନୁଗୁଳ - ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା  ଅକ୍ଷୟ କୁମାର ମହାପାତ୍ରଙ୍କ ଘରେ ଚୋରି କରିବାକୁ ଜଣେ ଚୋର ପଶିଥିବା ବେଳେ ପରିବାର ଲୋକ କାବୁ କରି ନେଇ ପୁଲିସର ଜିମା…

Continue Reading ଚୋରି କରିବାକୁ ଯାଇ ଧରା ପଡିଗଲା ଚୋର

ଟିକନ ହତ୍ୟା ଅପରାଧୀ ଗିରଫ

ଅନୁଗୁଳ - ଅନୁଗୁଳ ସଦର ଥାନା ବେନ୍ତପୁର ଗାଁରେ ଗତ ୧୧ ତାରିଖରେ ଦୁର୍ଦ୍ଦାନ୍ତ ଅପରାଧୀ ଟିକନ ନାଏକ ହତ୍ୟା ମାମଲାରେ ପୁଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ବେନ୍ତପୁର ମୁଣ୍ଡହତାସାହିର ବିଜୁ ନାଏକ । ପୁଲିସ…

Continue Reading ଟିକନ ହତ୍ୟା ଅପରାଧୀ ଗିରଫ