ଦୁର୍ଘଟଣାରେ ଡେଲିଭରି ବୟ ମୃତ

ଛେଣ୍ଡିପଦା - ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନାର ବାଗଡିଆରୁ ନୂଆଗାଁ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଭଟ୍ଟପାଳ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଗଛରେ ମୋଟରସାଇକେଲ ବାଡେଇ ହେବା ଫଳରେ…

Continue Reading ଦୁର୍ଘଟଣାରେ ଡେଲିଭରି ବୟ ମୃତ

ବିଜେଡ଼ିକୁ ଆଉ ଏକ ଝଟକା – ଦଳ ଛାଡିଲେ ଜିଲ୍ଲା ପରିଷଦ

ଅନୁଗୁଳ - ଅନୁଗୁଳ ଜିଲ୍ଲା ବିଜେଡିକୁ ଗୋଟିଏ ପରେ ଗୋଟିଏ ଝଟକା ମିଳୁଛି । ଆଗାମୀ ପଞ୍ଚାୟତ  ନିର୍ବାଚନ ପୂର୍ବରୁ ଦଳରୁ ୩ ଜଣ ବରିଷ୍ଠ ସଦସ୍ୟଙ୍କ ଇସ୍ତଫା ଦେବା ଘଟଣା ସାଧାରଣରେ ବେଶ ଆଲୋଚନାର ବିଷୟ ପାଲଟିଛି । ପୂର୍ବରୁ…

Continue Reading ବିଜେଡ଼ିକୁ ଆଉ ଏକ ଝଟକା – ଦଳ ଛାଡିଲେ ଜିଲ୍ଲା ପରିଷଦ

୧ ତାରିଖରୁ ଚାଲିବ ମେମୁ ଟ୍ରେନ୍ – ଏସ୍‌.ୟୁ.ସି.ଆଇ ଦାବି ଆଗରେ ନଇଁଲା ରେଳ ବିଭାଗ

ଅନୁଗୁଳ - ୧ ଜାନୁୟାରୀ ୨୦୨୨ ଠାରୁ ଅନୁଗୁଳ-ପୁରୀ ମେମୁ ଟ୍ରେନ ଅନୁଗୁଳରୁ ଚଳାଚଳ କରିବ । ସପ୍ତାହକୁ ତିନି ଦିନ ଦୁଇ ସପ୍ତାହ ଚାଲିବା ପରେ ମେମୁ ଟ୍ରେନ୍ ସ୍ୱାଭାବିକ ଦୈନିକ ଚଳାଚଳ କରିବ ବୋଲି ଆଜି ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ପକ୍ଷରୁ…

Continue Reading ୧ ତାରିଖରୁ ଚାଲିବ ମେମୁ ଟ୍ରେନ୍ – ଏସ୍‌.ୟୁ.ସି.ଆଇ ଦାବି ଆଗରେ ନଇଁଲା ରେଳ ବିଭାଗ

ଜାତୀୟ ରାଜପଥରେ ପୁଣି ଏକ ମୁଣ୍ଡ ଗଡିଲା

ଅନୁଗୁଳ - ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ରେ ଦୈନ୍ୟଦିନ ଦୁର୍ଘଟଣା ବୃଦ୍ଧି ପାଉଛି । ଆଉ ଅନେକ ଦିନ ପଥଚାରୀଙ୍କ ମୃତ୍ୟୁ ହେଉଛି । ଆଜି ପୁଣି ସହର ଭିତର ଦେଇ ଯାଇଥିବା ରାଜପଥରେ ଜଣଙ୍କର…

Continue Reading ଜାତୀୟ ରାଜପଥରେ ପୁଣି ଏକ ମୁଣ୍ଡ ଗଡିଲା

ମୁଖ୍ୟ ଚିକିତ୍ସାଳୟ ଉପର ମହଲାରୁ ପଡି ରୋଗୀ ମୃତ

ଅନୁଗୁଳ - ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଛାତରୁ ଡେଇଁ ରୋଗୀ ମୃତ । ତେବେ ଏହା ଆତ୍ମହତ୍ୟା ନା ଦୁର୍ଘଟଣା ସ୍ପଷ୍ଟ ହୋଇ ପାରି ନାହିଁ । ମୃତ ଯୁବକ ଜଣଙ୍କ ହେଲେ ଚିକୁନ ବିଶ୍ୱାଳ । ଗତ କାଲି…

Continue Reading ମୁଖ୍ୟ ଚିକିତ୍ସାଳୟ ଉପର ମହଲାରୁ ପଡି ରୋଗୀ ମୃତ

ରାଜ୍ୟସ୍ତରୀୟ ଖୋ ଖୋ ପ୍ରତିଯୋଗିତା – ପୁରୁଷରେ ବାଲେଶ୍ବର, ମହିଳାରେ କିଟ୍ ଚମ୍ପିଅନ

ଅନୁଗୁଳ - ଅନୁଗୁଳ ଷ୍ଟାଡିୟମଠାରେ ଚାଲିଥିବା ରାଜ୍ୟ ସ୍ତରୀୟ ଖୋ-ଖୋ (ବରିଷ୍ଠ) ପ୍ରତିଯୋଗିତା ଆଜି ଉଦଯାପିତ ହୋଇ ଯାଇଛି । ତିନିଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାର ପୁରୁଷ ବିଭାଗରେ ବାଲେଶ୍ଵର ଓ ମହିଳା ବିଭାଗରେ କିଟ୍ ଚମ୍ପିଅନ ଆଖ୍ୟା ଅର୍ଜନ…

Continue Reading ରାଜ୍ୟସ୍ତରୀୟ ଖୋ ଖୋ ପ୍ରତିଯୋଗିତା – ପୁରୁଷରେ ବାଲେଶ୍ବର, ମହିଳାରେ କିଟ୍ ଚମ୍ପିଅନ

କ୍ରେନ୍‌ ଚାପି ହୋଇ ଶ୍ରମିକ ମୃତ – କ୍ଷତିପୂରଣ ଦାବିରେ ଧାରଣା

ନାଲକୋନଗର ଅନୁଗୁଳ ଜିଲ୍ଲା ନାଲକୋ ସିପିପି ପ୍ଲାଣ୍ଟରେ କ୍ରେନ୍‌ ଚାପି ଦେବାରୁ ଜଣେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ନୂଆହତା ଗ୍ରାମର ୫୮ ବର୍ଷୀୟ ଯୁଧିଷ୍ଠିର ସାହୁ । ସୂଚନା ଅନୁସାରେ ଯୁଧିଷ୍ଠିର ନାଲକୋ ସିପିପି ପ୍ଲାଣ୍ଟରେ…

Continue Reading କ୍ରେନ୍‌ ଚାପି ହୋଇ ଶ୍ରମିକ ମୃତ – କ୍ଷତିପୂରଣ ଦାବିରେ ଧାରଣା

ଟ୍ରକ ଦୁର୍ଘଟଣାରେ ମୋଟରସାଇକେଲ ଆରୋହୀ ମୃତ

ତାଳଚେର - ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ଗୋଡ଼ିବନ୍ଧ ଛକ ନିକଟରେ ଥିବା ଢ଼ାବା ସମ୍ମୁଖରେ  ଏକ ମୋଟରସାଇକେଲକୁ ସାମ୍ନାରୁ ଆସୁଥିବା ଏକ ଟ୍ରକ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ପାଲଲହଡା ,…

Continue Reading ଟ୍ରକ ଦୁର୍ଘଟଣାରେ ମୋଟରସାଇକେଲ ଆରୋହୀ ମୃତ

ନିଜ ଦେହରେ ପେଟ୍ରୋଲ ଢାଳି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଛେଣ୍ଡିପଦା - ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୋଡାପଡା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାରିବାରିକ କଳହକୁ ନେଇ ପୋଡାପଡା ଗ୍ରାମର ବାପୁଜୀ ସାହୁ ନାମକ ଜଣେ ଯୁବକ ନିଜ ଦେହରେ ପେଟ୍ରୋଲ ଢାଳିବା ସହିତ ଦେହରେ ନିଆଁ…

Continue Reading ନିଜ ଦେହରେ ପେଟ୍ରୋଲ ଢାଳି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଅନୁଗୁଳ ଜିଲ୍ଲାରେ ଖୋଲିବ ସାଇବର୍‌ ଅପରାଧ ଏବଂ ଅର୍ଥନୈତିକ ଅପରାଧ ଥାନା

ଭୁବନେଶ୍ଵର - ଅନୁଗୁଳ ଜିଲ୍ଲାରେ ଖୋଲିବ ସାଇବର୍‌ ଅପରାଧ ଏବଂ ଅର୍ଥନୈତିକ ଅପରାଧ ପୁଲିସ ଥାନା । ମଙ୍ଗଳବାର ଏନେଇ ରାଜ୍ୟ ପୁଲିସ ମହାନିର୍ଦେଶକ ଅଭୟ ସୂଚନା ଦେଇଛନ୍ତି । ଏଭଳି ରାଜ୍ୟରେ ମୋଟ ୧୧ଟି ଥାନା ପ୍ରତିଷ୍ଠା ହେବାକୁ ଥିବା…

Continue Reading ଅନୁଗୁଳ ଜିଲ୍ଲାରେ ଖୋଲିବ ସାଇବର୍‌ ଅପରାଧ ଏବଂ ଅର୍ଥନୈତିକ ଅପରାଧ ଥାନା

ଆରମ୍ଭ ହେଲା ରକ୍ଷକ କାର୍ଯ୍ୟକ୍ରମ – ଦୁର୍ଘଟଣା ଜନିତ ମୃତ୍ୟୁ ହାର କମାଇବା ଲକ୍ଷ୍ୟ

ଅନୁଗୁଳ - ରାଜ୍ୟରେ ବଢ଼ୁଛି ସଡକ ଦୁର୍ଘଟଣା ଜନିତ ମୃତ୍ୟୁ । ଏହି ମୃତ୍ୟୁ ହାର କମାଇବା ପାଇଁ ଆରମ୍ଭ ହୋଇଛି ମିଶନ ରକ୍ଷକ । ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କ ଜୀବନ ବଞ୍ଚାଇବା ଏକ ଗୁରୁ ଦାଇତ୍ୱ । ଦୁର୍ଘଟଣା…

Continue Reading ଆରମ୍ଭ ହେଲା ରକ୍ଷକ କାର୍ଯ୍ୟକ୍ରମ – ଦୁର୍ଘଟଣା ଜନିତ ମୃତ୍ୟୁ ହାର କମାଇବା ଲକ୍ଷ୍ୟ

ଟ୍ରେନରେ ମୁମ୍ବାଇ ଗଞ୍ଜେଇ ଚାଲାଣ ବେଳେ ଧରିଲା ରେଲୱେ ପୁଲିସ

ଅନୁଗୁଳ - ଅନୁଗୁଳ ରେଳ ଷ୍ଟେସନ ନିକଟରେ ଆଜି (ସୋମବାର) ଦିନ ପ୍ରାୟ ଦଶଟା ବେଳେ ଭୁବନେଶ୍ୱରରୁ ଲୋକମାନ୍ୟତିଳକ ଯାଉଥିବା ଟ୍ରେନରୁ ଅନୁଗୁଳ ରେଲୱେ ପୁଲିସ ତିନୋଟି ବ୍ୟାଗ ଗଞ୍ଜେଇ ଜବତ କରିଛି । ଟ୍ରେନର ଏକ ଏସି ବଗିରେ ଟିଟିଇ…

Continue Reading ଟ୍ରେନରେ ମୁମ୍ବାଇ ଗଞ୍ଜେଇ ଚାଲାଣ ବେଳେ ଧରିଲା ରେଲୱେ ପୁଲିସ

ରାଜ୍ୟସ୍ତରୀୟ ଖୋଖୋ ଚାମ୍ପିଅନସିପ ଆରମ୍ଭ

ଅନୁଗୁଳ - ଅନୁଗୁଳ ଜିଲ୍ଲା ଷ୍ଟାଡିୟମଠାରେ ୫୪ତମ ରାଜ୍ୟ ସ୍ତରୀୟ ଖୋଖୋ(ବରିଷ୍ଠ) ଚାମ୍ପିଅନସିପ ସୋମବାର ଅପରାହ୍ନରେ ଉଦ୍‌ଘାଟିତ ହୋଇଯାଇଛି । ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପାଲଲହଡ ବିଧାୟକ ମୁକେଶ ପାଲ…

Continue Reading ରାଜ୍ୟସ୍ତରୀୟ ଖୋଖୋ ଚାମ୍ପିଅନସିପ ଆରମ୍ଭ

ବିଜୁ ଯୁବ ଜନତା ଦଳ ଦ୍ବାରା ସହୀଦ ଙ୍କୁ ଶ୍ରଦ୍ଧାଞ୍ଜଳି

ଅନୁଗୁଳ - ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନଙ୍କ ନେତୃତ୍ତ୍ବରେ ଅନୁଗୁଳ ଜଗନ୍ନାଥ ମନ୍ଦିର ଠାରେ , ବିଜୁ ଯୁବ ଜନତା ଦଳ ତରଫରୁ ସିଡିଏସ ଜେନେରାଲ ବିପିନ ରାୱତ ଓ ଅନୁଗୁଳ ଜିଲ୍ଲାର ସୁପୂତ୍ର…

Continue Reading ବିଜୁ ଯୁବ ଜନତା ଦଳ ଦ୍ବାରା ସହୀଦ ଙ୍କୁ ଶ୍ରଦ୍ଧାଞ୍ଜଳି

ଅନୁଗୁଳ ବଜାରରେ ହୋଣ୍ଡା ସିବି-୨୦୦ଏକ୍ସର ବାଇକ

ଅନୁଗୁଳ - ଅନୁଗୁଳ ହୋଣ୍ଡା ମୋଟରସାଇକେଲ ଓ ସ୍କୁଟର ଇଣ୍ଡିଆର ଅଧିକୃତ ବିକ୍ରେତା ଲକ୍ଷ୍ମୀହୋଣ୍ଡା ପକ୍ଷରୁ ବହୁ ପ୍ରତୀକ୍ଷିତ ମୋଟରସାଇକେଲ ହୋଣ୍ଡା ସିବି ୨୦୦ ଏକ୍ସର ବଜାର ପ୍ରବେଶ ହୋଇଛି । ଏହି ବଜାର ପ୍ରବେଶ କାର୍ଯ୍ୟକ୍ରମରେ ହୋଣ୍ଡା କମ୍ପାନୀର ଜୋନାଲ…

Continue Reading ଅନୁଗୁଳ ବଜାରରେ ହୋଣ୍ଡା ସିବି-୨୦୦ଏକ୍ସର ବାଇକ