ମସଲମାନିଆ ଇଣ୍ଡିଆ ଚାମ୍ପିଆନ ସିପରେ ଚମକିଲେ ବିଦୁର

ଅନୁଗୁଳ - ଦିଲ୍ଲୀରେ ଚମକିଲେ ଅନୁଗୁଳର ପୁଅ ବିଦୁର । ଶହ ଶହ ପ୍ରତିଦ୍ଵନ୍ଦୀଙ୍କୁ ପଛରେ ପକାଇ ଅନୁଗୁଳର ବିଦୁର କୁମାର ମହାପାତ୍ର ମସଲମାନିଆ ଇଣ୍ଡିଆ ୨୦୨୧ ଟାଇଟଲ ହାସଲ କରିବା ସହ ଏସୀୟ ବଡି ବିଲଡିଂ ଚାମ୍ପିୟାନସିପରେ ଭାଗ ନେବା…

Continue Reading ମସଲମାନିଆ ଇଣ୍ଡିଆ ଚାମ୍ପିଆନ ସିପରେ ଚମକିଲେ ବିଦୁର

ଦୁର୍ଘଟଣାରେ ଓକିଲ ଗୁରୁତର

ଛେଣ୍ଡିପଦା - ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କୋଶଳା ତାରିଣୀ ପୀଠ ପାଖରେ ଶନିବାର ରାତିରେ ଏକ  ଦୁର୍ଘଟଣା ଘଟିଛି । ଏଥିରେ ଥିବା ଚାଳକ ଛେଣ୍ଡିପଦାର ବରିଷ୍ଠ ଆଇନଜୀବି ଲମ୍ବୋଦର ପ୍ରଧାନ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ…

Continue Reading ଦୁର୍ଘଟଣାରେ ଓକିଲ ଗୁରୁତର

ସେଦିନ ମୋତେ ପାପ ଛୁଇଁଥିଲା – ସହିଦଙ୍କ ପତ୍ନୀ ଶିବାଙ୍ଗୀ

ଅନୁଗୁଳର ଯୋଦ୍ଧା ସନ୍ତାନ ସହିଦ ରାଣା ପ୍ରତାପଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇସାରିଛି  । ପତ୍ନୀ ଶିବାଙ୍ଗୀ ସିଂହ ପ୍ରଥମଥର ପାଇଁ ଅନୁଗୁଳ ଅନଲାଇନକୁ ପ୍ରତିକ୍ରିୟା ଦେଇଛନ୍ତି । ସେଦିନ ତାମିଲନାଡ଼ୁର କନ୍ନୁର ଜିଲ୍ଲାରେ ସେନା ହେଲିକପ୍ଟର ଦୂର୍ଘଟଣା ହୋଇଥିବା ଖବର ଶୁଣିଲି …

Continue Reading ସେଦିନ ମୋତେ ପାପ ଛୁଇଁଥିଲା – ସହିଦଙ୍କ ପତ୍ନୀ ଶିବାଙ୍ଗୀ

ପଞ୍ଚଭୂତରେ ବିଲୀନ ହେଲେ ବୀର ଯବାନ ରାଣା ପ୍ରତାପ (ଫଟୋ)

ଅନୁଗୁଳ - ଦେଶ ମାତୃକାର ସେବା ପାଇଁ ପଣ କରିଥିଲେ  । ସେଇ ପଣରେ ପ୍ରାଣ ବଳି ଦେଇଦେଲେ  । ଶେଷରେ ଆଜି (ଶନିବାର) ଅପରାହ୍ନରେ ପଞ୍ଚଭୂତରେ ବିଲୀନ ହେଲେ ବୀର ଯବାନ ରାଣା ପ୍ରତାପ ଦାସ । ତାଳଚେର କୃଷ୍ଣଚନ୍ଦ୍ରପୁରରେ…

Continue Reading ପଞ୍ଚଭୂତରେ ବିଲୀନ ହେଲେ ବୀର ଯବାନ ରାଣା ପ୍ରତାପ (ଫଟୋ)

ଶହୀଦ ଯବାନଙ୍କ ଉଦ୍ଦେଶ୍ୟର ସ୍ମୃତିଚାରଣ

ଅନୁଗୁଳ - ଅମଲାପଡାସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନ ପରିସରରେ ବୁଧବାର ତାମିଲନାଡୁ କୁନ୍ନୁର ନିକଟରେ ଘଟିଥିବା ବାୟୁସେନା ବିମାନ ଦୁର୍ଘଟଣାରେ ନିହତ ଶହୀଦଙ୍କ ସ୍ମୃତିରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସହିଦ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଏହି ଶୋକସଭାରେ…

Continue Reading ଶହୀଦ ଯବାନଙ୍କ ଉଦ୍ଦେଶ୍ୟର ସ୍ମୃତିଚାରଣ

ପାଞ୍ଚ ଜଣଙ୍କ ନାମରେ ଲଟକା ଜାରି କଲା ପୁଲିସ

ଛେଣ୍ଡିପଦା - ଅନୁଗୁଳ ଜିଲ୍ଲା ଛେଣ୍ତିପଦା ସାପୋଇନାଳି ଗ୍ରାମରେ ଗଞ୍ଜେଇ କାରବାରରୁ ବେଆଇନ ସମ୍ପତି ଜବତ ଘଟଣାରେ ପୁଲିସ ଚିତରଞ୍ଜନଙ୍କ ଘରେ ୫ ଜଣଙ୍କ ନାମରେ ଲଟକା ଜାରୀ କରିଛି । ସୂଚନା ଅନୁସାରେ , ଛେଣ୍ଡିପଦା ଥାନା କେସ ନଂ…

Continue Reading ପାଞ୍ଚ ଜଣଙ୍କ ନାମରେ ଲଟକା ଜାରି କଲା ପୁଲିସ

ସହିଦ ରାଣା ପ୍ରତାପଙ୍କୁ ଝୁରୁଛି ଜନ୍ମମାଟି ତାଳଚେର

ଅନୁଗୁଳ -ତାମିଲନାଡୁରେ ସେନା ହେଲିକପ୍ଟର କ୍ରାସ୍‌ରେ ମୃତ୍ୟୁବରଣ କରିଥିବା ଯବାନଙ୍କ ମଧ୍ୟରେ ରହିଛନ୍ତି ଜଣେ ଓଡ଼ିଆ ଯବାନ। ସହିଦ ଯବାନ ତାଳଚେର କଣ୍ଢାଳ ପଞ୍ଚାୟତ କୃଷ୍ଣଚନ୍ଦ୍ରପୁର ଗାଁର ଶ୍ରୀବତ୍ସ ଦାସଙ୍କ ପୁଅ ରାଣା ପ୍ରତାପ ଦାସ। ଯାହାଙ୍କ ଦେହାନ୍ତରେ ପରିବାର ବର୍ଗ…

Continue Reading ସହିଦ ରାଣା ପ୍ରତାପଙ୍କୁ ଝୁରୁଛି ଜନ୍ମମାଟି ତାଳଚେର

ଜିଲ୍ଲା କାର୍ଯ୍ୟାଳୟର ଉପ-ବିଭାଗ ଅଧିକାରୀଙ୍କ ବିୟୋଗ

ଅନୁଗୁଳ - ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟର ନିର୍ବାଚନ ତଥା ବିବିଧ ଉପ-ବିଭାଗରେ କାର୍ଯ୍ୟରତ ଅଧିକାରୀ ଅଶୋକ କୁମାର ପାଣିଗ୍ରାହୀ ଗତକାଲି ସନ୍ଧ୍ୟାରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା । ଅନୁଗୁଳସ୍ଥିତ…

Continue Reading ଜିଲ୍ଲା କାର୍ଯ୍ୟାଳୟର ଉପ-ବିଭାଗ ଅଧିକାରୀଙ୍କ ବିୟୋଗ

ଆଖୁ ଖାଇବାକୁ ଆସି କୂଅରେ ପଡିଲା ଭାଲୁ

ଅନୁଗୁଳ - ଆଖୁ ଖାଇବାକୁ ଆସି କୂଅରେ ପଡିଲା ଭାଲୁ । ତାକୁ ଉଦ୍ଧାର କରିବାକୁ ବନ ବିଭାଗର ପ୍ରୟାସ ଜାରି ରହିଥିବା ବେଳେ ପ୍ରାୟ ୩ ଘଣ୍ଟା ପରିଶ୍ରମ ପରେ ଭାଲୁକୁ ଉଦ୍ଧାର କରାଯାଇ ପାରି ଥିଲା । ସୂଚନା…

Continue Reading ଆଖୁ ଖାଇବାକୁ ଆସି କୂଅରେ ପଡିଲା ଭାଲୁ

ଏକତରଫା ପ୍ରେମ ପାଇଁ କାଟିଦେଲେ ଗୁପ୍ତାଙ୍ଗ !!!

ଅନୁଗୁଳ - ଅନୁଗୁଳ ଆଠମଲ୍ଲିକ ବ୍ଲକ ଜାମୁଡୋଲୀ ଗ୍ରାମପଞ୍ଚାୟତ ତାଳବିଜପୁରୁ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟୋଇ ଯାଇଛି । ଏକ ତରଫା ପ୍ରେମରୁ ଜଣେ ଯୁବକଙ୍କର ଗୁପ୍ତାଙ୍ଗ କାଟିଦେଇଥିବା ଜଣା ପଡିଛି l ସୂଚନା ମୁତାବକ ତାଳବିଜପୁର ଗ୍ରାମର ୨୨…

Continue Reading ଏକତରଫା ପ୍ରେମ ପାଇଁ କାଟିଦେଲେ ଗୁପ୍ତାଙ୍ଗ !!!

ଛାତ୍ରୀ ନିବାସରୁ ଚିହ୍ନଟ ହେଲେ ୧୦ କରୋନା ପଜିଟିଭ

ଛେଣ୍ଡିପଦା - କରୋନାର ପ୍ରକୋପରୁ ଏଇ କିଛିଦିନ ଧରି ଅନୁଗୁଳ ଜିଲ୍ଲା ସାମାନ୍ୟ ଆଶ୍ଵସ୍ତି ପାଇଥିବା ବେଳେ ଆଜି ପୁଣି ତାର ପ୍ରକୋପ ଏହି ଅଦୃଶ୍ୟ ଭୂତାଣୁ ଜାହିର କରିଛି । ଛେଣ୍ଡିପଦା ବ୍ଲକ ପଞ୍ଚାୟତ ହାଇସ୍କୁଲ ବାଲିପଟ୍ଟାରେ ଥିବା ଛାତ୍ରୀ…

Continue Reading ଛାତ୍ରୀ ନିବାସରୁ ଚିହ୍ନଟ ହେଲେ ୧୦ କରୋନା ପଜିଟିଭ

ସ୍କୁଟିକୁ ପଛରୁ ଧକ୍କା ଦେଲା ଟ୍ରକ – ଜଣେ ମୃତ

ଅନୁଗୁଳ - ତାଳଚେର-ବଅଁରପାଳ ୧୪୯ ନମ୍ବର  ରାଜପଥର ନୂଆପଡା ଗ୍ରାମ ନିକଟରେ ଏକ ସ୍କୁଟିକୁ ପଛପଟୁ ଟ୍ରକ ଧକ୍କା ଦେଇ ସ୍କୁଟି ଚାଳକ ଉପରେ ଚଢି  ଯିବା ଫଳରେ ଘଟଣା ସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ…

Continue Reading ସ୍କୁଟିକୁ ପଛରୁ ଧକ୍କା ଦେଲା ଟ୍ରକ – ଜଣେ ମୃତ

ବୃଦ୍ଧଙ୍କୁ ଦଳିଦେଲା ଦନ୍ତା

ଅନୁଗୁଳ - ଅନୁଗୁଳ ଜିଲ୍ଲା ନଳଚନ୍ଦ୍ରପୁର ଗ୍ରାମରେ ହାତୀ ଆକ୍ରମଣରେ ଏକ ଗୋରୁ ସହ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି ।  ବଅଁରପାଳ ବ୍ଲକ୍ ଅନ୍ତର୍ଗତ ଗଡସନ୍ତ୍ରୀ ପଞ୍ଚାୟତରେ ଗତ କିଛି ଦିନ ହେଲା ୩୦ ଅଧିକ ହାତୀ ରହି ଫସଲ…

Continue Reading ବୃଦ୍ଧଙ୍କୁ ଦଳିଦେଲା ଦନ୍ତା

ଦୋକାନ ଘର ଭିତରକୁ ପଶିଗଲା ଟ୍ରକ

ଛେଣ୍ଡିପଦା - ଅନୁଗୁଳ ୬୩ନଂ ରାଜ୍ୟ ରାଜପଥର ଛେଣ୍ତିପଦା ଥାନା ଛକରେ ଭାରସାମ୍ୟ ହରାଇ ଏକ ଟ୍ରକ ରାସ୍ତା କଡରେ ଥିବା ୨ଟି ଦୋକାନ ଘରକୁ ଧକ୍କା ଦେଇଥିଲା । ଫଳରେ  ଦୋକାନ ଦୁଇଟି ସମ୍ପୁର୍ଣ୍ଣ ଭାଙ୍ଗି ଯିବା ସହ ଲକ୍ଷାଧିକ…

Continue Reading ଦୋକାନ ଘର ଭିତରକୁ ପଶିଗଲା ଟ୍ରକ

ଡଙ୍ଗା ଓଲଟି ଜଣେ ମୃତ

ପାଲଲହଡା - ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଚାଷଗୁରୁଜାଙ୍ଗ ପଞ୍ଚାୟତ ସୁସବ ଗ୍ରାମ ନିକଟରେ ଥିବା ରେଙ୍ଗାଳି ଡ୍ୟାମର ଜଳଭଣ୍ଡାରକୁ ମାଛ ମାରିବାକୁ ଯାଇଥିବା ବେଳେ ଡଙ୍ଗା ବୁଡି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଦେବଗଡ଼…

Continue Reading ଡଙ୍ଗା ଓଲଟି ଜଣେ ମୃତ