କାର ଧକ୍କାରେ ବର୍ଷିଆନ ସାହିତ୍ୟିକଙ୍କ ମୃତ୍ୟୁ

ଅନୁଗୁଳ - ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଖମାର କଲେଜ ନିକଟରେ ଏକ କାର ଧକ୍କାରେ ସାଇକେଲରେ ଯାଉଥିବା ଜଣେ ବର୍ଷିଆନ ସାହିତ୍ୟିକଙ୍କ ମୃତ୍ୟୁ ହୋଇଛି । ନୂଆପଡା ଗାଁର ବର୍ଷିଆନ ସାହିତ୍ୟିକ ତ୍ରିଲୋଚନ ପ୍ରଧାନ ସାଇକଲ ଯୋଗେ ଆସନ୍ତା…

Continue Reading କାର ଧକ୍କାରେ ବର୍ଷିଆନ ସାହିତ୍ୟିକଙ୍କ ମୃତ୍ୟୁ

ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଦୁଇ ବର୍ଷ ଝିଅ ଭାଗ୍ୟଶ୍ରୀ

ଆଠମଲ୍ଲିକ - ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ଲୁହାମୁଣ୍ଡା ଗ୍ରାମର କୁନି ଝିଅ ଭାଗ୍ୟଶ୍ରୀ ପ୍ରଧାନ ଇଣ୍ଡିଆ ବୁକ ଅଫ ରେକର୍ଡ ପ୍ରତିଯୋଗିତାରେ ସ୍ଥାନ ପାଇଛନ୍ତି । ସୂଚନା ଅନୁସାରେ , ଚଳିତ ବର୍ଷ ଅଗଷ୍ଟ ୧୪ ତାରିଖ ଇଣ୍ଡିଆ…

Continue Reading ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଦୁଇ ବର୍ଷ ଝିଅ ଭାଗ୍ୟଶ୍ରୀ

ନଦୀରେ ବୁଡି ଜଣେ ମୃତ

ତାଳଚେର - ନଦୀକୁ ଗାଧୋଇବାକୁ ଯାଇ ନଦୀରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ହେଲେ ତାଳଚେର କଙ୍କିଳି ଗ୍ରାମର ତ୍ରିପୁର ବିଶ୍ୱାଳ । ସୂଚନାଅନୁଯାୟୀ ତ୍ରିପୁର ଗାଁ ପାଖ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିବା…

Continue Reading ନଦୀରେ ବୁଡି ଜଣେ ମୃତ

ଠାକୁର ଘରୁ ଦବିଗଲା ୧୦ ଫୁଟ ମାଟି – ଭୟରେ ପରିବାର ଲୋକ

ତାଳଚେର - ଅନୁଗୁଳ ଜିଲ୍ଲା ତାଳଚେରରେ ପୁଣି ଦବିଲା ମାଟି । ତାଳଚେର ସହରର ୧୦ ନମ୍ବର ୱାର୍ଡ ପିତାମ୍ବର ଦାସ ନାମକ ଜଣେ ବ୍ୟକ୍ତିଙ୍କ ଠାକୁର ଘରୁ ମାଟି ଦବିଥିଲା । ପ୍ରାୟ ୨ ଫୁଟରେ ୨ ଫୁଟ ଚଉଡାର…

Continue Reading ଠାକୁର ଘରୁ ଦବିଗଲା ୧୦ ଫୁଟ ମାଟି – ଭୟରେ ପରିବାର ଲୋକ

ଅନୁଗୁଳ ମୋ ଖେଳର ଏନ୍ତୁଡିଶାଳ – ପ୍ରମୋଦ ଭଗତ

ନାଲକୋନଗର -  ଟୋକିଓ ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ନାଲକୋ ନଗର ଦି କ୍ଲବ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ଆଜି ଗୋଟିଏ ମଞ୍ଚରେ ସ୍ଵର୍ଣ୍ଣ…

Continue Reading ଅନୁଗୁଳ ମୋ ଖେଳର ଏନ୍ତୁଡିଶାଳ – ପ୍ରମୋଦ ଭଗତ

ରେଳ ଚଳାଚଳ ନେଇ ତିନିଦଫା ଦାବି ଓ ଶାନ୍ତିପୂର୍ଣ୍ଣ ଧାରଣ

ଅନୁଗୁଳ - ଅନୁଗୁଳ ଜିଲ୍ଲା  ରେଳଷ୍ଟେଶନରେ ରବିବାର ଏକ ଶାନ୍ତିପୂର୍ଣ୍ଣ  ଧାରଣା ଦିଆଯାଇଛି। ଓଡ଼ିଶାର ସମସ୍ତ ରୁଟ୍‌ରେ ଦୀର୍ଘ ଦେଢ଼ ବର୍ଷ ଧରି ଲୋକାଲ ଟ୍ରେନ୍‌ ଚାଳାଚଳ ବନ୍ଦ ରହିଛି। ଏଥିରେ ନିର୍ଭରକରୁଥିବା ଦିନମଜୁରିଆ, ବେସରକାରୀ କର୍ମଚାରୀ, କଲେଜ ଛାତ୍ରୀଛାତ୍ର, ନିଜେ…

Continue Reading ରେଳ ଚଳାଚଳ ନେଇ ତିନିଦଫା ଦାବି ଓ ଶାନ୍ତିପୂର୍ଣ୍ଣ ଧାରଣ

ବଢି ପାଣି ଭିତରୁ ଉଦ୍ଧାର ହେଲା ହାତୀ ଛୁଆ

ଅନୁଗୁଳ - ପାଣି ଭିତରୁ ହାତୀ ଛୁଆ ଉଦ୍ଧାର । ହାତୀ ପଲରୁ ଖସି ଆସିଥିବା ଏକ ହାତୀ ଛୁଆ ଡ୍ୟାମ ପାଣି ଭିତରେ ପଶି ଯାଇ ଫସିଯିବା ପରେ ଉଦ୍ଧାର କରିଛି ବନ ବିଭାଗ । ଅନୁଗୁଳ ଜିଲ୍ଲା  ଆଠମଲ୍ଲିକ…

Continue Reading ବଢି ପାଣି ଭିତରୁ ଉଦ୍ଧାର ହେଲା ହାତୀ ଛୁଆ

ଚୋରି କରିବାକୁ ଆସି ବିଦ୍ୟୁତ ଖୁଣ୍ଟରେ ବନ୍ଧା ହୋଇ ନିର୍ଦ୍ଧୂମ ଛେଚା ଖାଇଲେ ତିନି ଯୁବକ

ଅନୁଗୁଳ -  ଦୋକାନରୁ ଚୋରି କରୁଥିବା ବେଳେ ଧରାପଡି ଖୁଣ୍ଟରେ ବନ୍ଧା ହୋଇ ଛେଚା ଖାଇଲେ ୩ ଯୁବକ । ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା ଫୁଲଝରୀ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ଚୋରୀ କରିବାକୁ ଆସି ଲୋକଙ୍କ…

Continue Reading ଚୋରି କରିବାକୁ ଆସି ବିଦ୍ୟୁତ ଖୁଣ୍ଟରେ ବନ୍ଧା ହୋଇ ନିର୍ଦ୍ଧୂମ ଛେଚା ଖାଇଲେ ତିନି ଯୁବକ

ଟଙ୍କା ନ ଫେରାଇବାରୁ ସ୍ଵାମିକୁ ଟାଙ୍ଗିଆରେ ହାଣିଲା ସ୍ତ୍ରୀ

ଅନୁଗୁଳ - ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗୋଳାଗାଡିଆ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ମାତ୍ର ହଜାରେ ଟଙ୍କା ପାଇଁ ସ୍ଵାମୀକୁ ଟାଙ୍ଗିଆରେ ଆକ୍ରମଣ କରିଛି ସ୍ତ୍ରୀ । ଆଉ ଗୁରୁତର ଅବସ୍ଥାରେ ସ୍ଵାମୀ ଡାକ୍ତରଖାନାରେ ଚିକିତ୍ସିତ…

Continue Reading ଟଙ୍କା ନ ଫେରାଇବାରୁ ସ୍ଵାମିକୁ ଟାଙ୍ଗିଆରେ ହାଣିଲା ସ୍ତ୍ରୀ

ନାଳରୁ ନରକଙ୍କାଳ ଉଦ୍ଧାର

ଅନୁଗୁଳ - ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଭୋକିଲାପାଳ ନିକଟରେ ଥିବା ବଉଳିନାଳ ନିକଟରୁ ଆଜି ଏକ ନର କଙ୍କାଳ ପଡିଥିବା ଦେଖିବାକୁ ମିଳିଥିଲା । ଏହି କଙ୍କାଳଟି ଗତ ୧୩ ତାରିଖରେ ନାଳରେ ଭାସି ଯାଇଥିବା ବାଘୁଆପାଟ ଗ୍ରାମର ନରେଶ…

Continue Reading ନାଳରୁ ନରକଙ୍କାଳ ଉଦ୍ଧାର

ଦୁର୍ଘଟଣାରେ ଜଣେ ମୃତ – ଘଟଣା ସ୍ଥଳରେ ଉତ୍ତେଜନା

ଅନୁଗୁଳ - ଅନୁଗୁଳ ଛେଳିଆପଡା ଠାରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ମୃତକା ଜଣଙ୍କ କାଙ୍ଗୁଲା ଗ୍ରାମର ରଞ୍ଜିତ ଘଡେଇ ବୋଲି ଜଣା ପଡିଛି ।…

Continue Reading ଦୁର୍ଘଟଣାରେ ଜଣେ ମୃତ – ଘଟଣା ସ୍ଥଳରେ ଉତ୍ତେଜନା

ଗାଡି ଧକ୍କାରେ ନାବାଳକ ମୃତ – ଦୁଇ ଜେସିବି ମେସିନ ପୋଡିଲେ ଉତ୍ତ୍ୟକ୍ତ ଲୋକ

ଛେଣ୍ଡିପଦା -  ଅନୁଗୁଳ ଜିଲ୍ଲା ନିଶା ଥାନା କାଳିଆକଟା ଗାଁରେ ରାସ୍ତା କାର୍ଯ୍ୟ ଚଲୁଥିବା ବେଳେ  ହାଇଓ୍ବା ଟ୍ରକ ମାଟି ପକାଉଥିବା ବେଳେ ଚାପି ହୋଇ ଜଣେ ନାବାଳକଙ୍କର ମୃତ ହୋଇଥିଲା । ଆଉ ଏହାକୁ ନେଇ ଉତ୍ତେଜନା ପରିସ୍ଥିତି ଦେଖାଦେବା…

Continue Reading ଗାଡି ଧକ୍କାରେ ନାବାଳକ ମୃତ – ଦୁଇ ଜେସିବି ମେସିନ ପୋଡିଲେ ଉତ୍ତ୍ୟକ୍ତ ଲୋକ

ପୁଲିସ ସ୍ତରରେ ଅଦଳବଦଳ

ଅନୁଗୁଳ - ଅନୁଗୁଳ ଜିଲ୍ଲା ପୁଲିସର ଏସଆଇ ଓ ଏଏସଆଇ ସ୍ତରରେ ଅଦଳବଳ କରାଯାଇଛି । ଏହା ସହ ନୂଆଁ କରି ଜିଲ୍ଲାକୁ ଆସି ହେଡ ଜ୍ଵାଟରରେ ଥିବା ୩୯ ଜଣ ଏଏସଆଇଙ୍କୁ ବିଭିନ୍ନ ଥାନାରେ ଯୋଗ ଦେବାକୁ ନିର୍ଦେଶ ଦିଆ…

Continue Reading ପୁଲିସ ସ୍ତରରେ ଅଦଳବଦଳ

ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ – ଯୁବକ ଗିରଫ

ଛେଣ୍ଡିପଦା - ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗରେ ପୁଲିସ ଘଟଣାର ତଦନ୍ତକରି ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ଛେଣ୍ଡିପଦା ଥାନା ଆଞ୍ଚଲର ଜଣେ…

Continue Reading ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ – ଯୁବକ ଗିରଫ

୩୬ ମାସ ରେ ହେଲା ନାହିଁ ସମ୍ପୁର୍ଣ୍ଣ – ସାର କାରଖାନା ଆରମ୍ଭ ହେବାକୁ ଲାଗିବ ଆହୁରି ୩୬ ମାସ

ଅନୁଗୁଳ - ଠିକ୍ ୩ ବର୍ଷ ପୂର୍ବେ ତାଳଚେର ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଉ ତାଳଚେର ସାର କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରି , ୩୬ ମାସ ଭିତରେ କାରଖାନା ସମ୍ପୁର୍ଣ୍ଣ ପ୍ରସ୍ତୁତ ହୋଇଯିବା ସହ ସାର ଉତ୍ପାଦନ…

Continue Reading ୩୬ ମାସ ରେ ହେଲା ନାହିଁ ସମ୍ପୁର୍ଣ୍ଣ – ସାର କାରଖାନା ଆରମ୍ଭ ହେବାକୁ ଲାଗିବ ଆହୁରି ୩୬ ମାସ