ରାଜ୍ଯ ବାହାରକୁ ନାବାଳିକ ଚାଲାଣ ଅଭିଯୋଗରେ ୬ ଗିରଫ

ଅନୁଗୁଳ - ଅନୁଗୁଳ ଜିଲ୍ଲା ଟାଉନ ଥାନା ଅଞ୍ଚଳରୁ ନାବାଳିକା ଅପହରଣ କରି ବାହାର ରାଜ୍ଯକୁ ଚାଲାଣ ଅଭିଯୋଗରେ ଅନୁଗୁଳ ଟାଉନ ପୁଲିସ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୁଚନା ଅନୁସାରେ ଜଣେ ନାବାଳିକାକୁ ତାଙ୍କ…

Continue Reading ରାଜ୍ଯ ବାହାରକୁ ନାବାଳିକ ଚାଲାଣ ଅଭିଯୋଗରେ ୬ ଗିରଫ

ଦୁର୍ଘଟଣାରେ ଦୁଇ ଭାଇ ମୃତ

ଅନୁଗୁଳ - ଅନୁଗୁଳ ଜିଲ୍ଲ ଦୈ ଯାଇଥିବା ଜାତୀୟ ରାଜପଥ ୫୫ ର ଜରପଡା ଥାନା ତୁକୁଡ଼ା ଠାରେ ବୁଧବାର ରାତି ପ୍ରାୟ ୧୧ ଟା ବେଳକୁ ଏକ ଟ୍ରକ୍ ପଛରେ ମୋଟରସାଇକେଲ ପିଟି ହୋଇ ଯିବାରୁ ଦୁଇ ଭାଇଙ୍କ ଘଟଣା…

Continue Reading ଦୁର୍ଘଟଣାରେ ଦୁଇ ଭାଇ ମୃତ

ବକେୟା ବିଲ ପାଇଁ ବ୍ଲାକ ଡାଇମଣ୍ଡ ବିଦ୍ୟୁତ କାଟିଲା ବିଭାଗ – ରାଗରେ ଅଫିସ ପହଞ୍ଚିଗଲେ ଅତିରିକ୍ତ ଜିଲ୍ଲାପାଳ

ଅନୁଗୁଳ - ଅନୁଗୁଳ ଜିଲ୍ଲାରେ ନବ ନିର୍ମିତ ୱାରଲଡ଼ କ୍ଳାସ ଲାଇବ୍ରେରି ବ୍ଲାକ ଡାଇମଣ୍ଡ ଉଦଘାଟନର କେଇଟା ମାସ ଯାଇନି , ହେଲେ ପରିଚାଳନା ଗତ ତ୍ରୁଟି ଦେଖା ଦେଲାଣି । ଏପରିକି ଆଜି ଏଭଳି ସମସ୍ୟା ଦେଖା ଦେଇଥିଲା ଯାହା…

Continue Reading ବକେୟା ବିଲ ପାଇଁ ବ୍ଲାକ ଡାଇମଣ୍ଡ ବିଦ୍ୟୁତ କାଟିଲା ବିଭାଗ – ରାଗରେ ଅଫିସ ପହଞ୍ଚିଗଲେ ଅତିରିକ୍ତ ଜିଲ୍ଲାପାଳ

ଅନୁଗୁଳରେ ‘ମ୍ୟାନେଜମେଣ୍ଟ୍ ଶିକ୍ଷା କେନ୍ଦ୍ର’ର ଶୁଭାରମ୍ଭ

ଅନୁଗୁଳ – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଅନୁଗୁଳ ଜିଲ୍ଲାର ନାଲକୋ ନଗରରେ ଆଇଆଇଏମ ମୁମ୍ବାଇ ଓ ଆଇଆଇଏମ ସମ୍ବଲପୁରର ମିଳିତ ସହଯୋଗରେ ପରିଚାଳିତ ହେବାକୁ ଥିବା ମ୍ୟାନେଜମେଣ୍ଟ୍ ଶିକ୍ଷା କେନ୍ଦ୍ର (ସେଣ୍ଟର…

Continue Reading ଅନୁଗୁଳରେ ‘ମ୍ୟାନେଜମେଣ୍ଟ୍ ଶିକ୍ଷା କେନ୍ଦ୍ର’ର ଶୁଭାରମ୍ଭ

ଢେଙ୍କାନାଳ ଲୋକସଭା ଆସନ ପାଇଁ ଦ୍ୱନ୍ଦ୍ବରେ ୩ ଦଳ – ସରୁନି ପ୍ରାର୍ଥୀ ଖୋଜା

ଅନୁଗୁଳ - ଢେଙ୍କାନାଳ ଲୋକସଭା ଆସନ ନେଇ ଦ୍ବନ୍ଦ୍ବରେ ପଡ଼ି ଯାଇଛନ୍ତି ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ । ପୁରୁଣାଙ୍କୁ ପୁଣି ଭରସା କରିବେ ? ନା , ନୂଆ ଚେହେରା ନେଇ ନିର୍ବାଚନକୁ ଓହ୍ଲାଇବେ ।…

Continue Reading ଢେଙ୍କାନାଳ ଲୋକସଭା ଆସନ ପାଇଁ ଦ୍ୱନ୍ଦ୍ବରେ ୩ ଦଳ – ସରୁନି ପ୍ରାର୍ଥୀ ଖୋଜା

ଆର.ଟି.ଓ ନିଯୁକ୍ତି ଦାବୀ

ଅନୁଗୁଳ - ଅନୁଗୁଳ ଗସ୍ତରେ ଥିବା ବାଣିଜ୍ୟ ଓ ପରିବହନ ସଚ୍ଚିବ ଶ୍ରୀମତୀ ଉଷା ପାଢ଼ୀଙ୍କୁ ଅନୁଗୁଳ ସଚେତନ ନାଗରିକ ମାନଙ୍କ ପକ୍ଷରୁ ଅନୁଗୁଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ଥାୟୀ ଆଞ୍ଚଳିକ ପରିବହନ ଅଧିକାର ନିଯୁକ୍ତି ନେଇ ଦାବୀ ଉପସ୍ଥାପନା କରିଛନ୍ତି…

Continue Reading ଆର.ଟି.ଓ ନିଯୁକ୍ତି ଦାବୀ

ଗଛରେ ମୋଟରସାଇକେଲ ପିଟି ହୋଇ ଜଣେ ମୃତ

ଛେଣ୍ଡିପଦା - ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ଅର୍ନ୍ତଗତ ଗଡମଣ୍ଡଳଠାରେ ଭରସାମ୍ୟ ହରାଇ ଗଛରେ ବାଡେଇ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି l ମୃତକ ଜଣଙ୍କ ହେଲେ ପାତ୍ରପଡା ଗ୍ରାମର ଗିରିଶ ବାରିକ ଓ…

Continue Reading ଗଛରେ ମୋଟରସାଇକେଲ ପିଟି ହୋଇ ଜଣେ ମୃତ

ବାପାଙ୍କୁ ପିଟିପିଟି ହତ୍ଯା କଲା ପୁଅ

ଅନୁଗୁଳ - ଠେଙ୍ଗାରେ ପିଟି ପିଟି ବାପାକୁ ହତ୍ୟା କଲା ପୁଅ । ହତ୍ୟା କରିବା ପରେ ଚଦରରେ ଘୋଡେ଼ଇ ଫେରାର ମାରିଲା ହତ୍ଯାକାରୀ ପୁଅ । ହତ୍ୟାର ପ୍ରାୟ ୧୨ ଘଣ୍ଟା ପରେ ଖବର ପାଇ ପୁଲିସ ତଦନ୍ତ ଆରମ୍ଭ…

Continue Reading ବାପାଙ୍କୁ ପିଟିପିଟି ହତ୍ଯା କଲା ପୁଅ

କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଜେଏସପିକୁ ସୋସିଆଲ ଇମ୍ପାକ୍ଟ ୨୦୨୪ ପୁରସ୍କାର

ଭୁବନେଶ୍ୱର- ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) କୁ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସୋସିଆଲ ଇମ୍ପାକ୍ଟ ଆୱାର୍ଡ ୨୦୨୪ ପ୍ରଦାନ କରାଯାଇଛି । ଗତ ସପ୍ତାହରେ ଦିଲ୍ଲୀର ଏସିପି ସାଇବର ସେଲ୍ (କ୍ରାଇମ ବ୍ରାଞ୍ଚ)…

Continue Reading କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଜେଏସପିକୁ ସୋସିଆଲ ଇମ୍ପାକ୍ଟ ୨୦୨୪ ପୁରସ୍କାର

ଯୌତୁକ ଜନିତ ହତ୍ୟା ମାମଲାରେ ହତ୍ୟାକାରୀକୁ ସଶ୍ରମ କାରାଦଣ୍ଡ

ଅନୁଗୁଳ - ଅନୁଗୁଳ ଜିଲ୍ଲା ଶରଧାପୁର ଗାଁର ଭାରତୀ ପରିଡା ୨୦୧୫ ମସିହାରେ କୁମଣ୍ଡ ଭଣ୍ଡୁବର ଗାଁର ପହଲି ପରିଡାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ତେବେ ବିବାହ ପରଠାରୁ ଏକ ଲକ୍ଷ ଟଙ୍କା ଯୌତୁକ ଦାବି କରି ଭାରତିଙ୍କୁ…

Continue Reading ଯୌତୁକ ଜନିତ ହତ୍ୟା ମାମଲାରେ ହତ୍ୟାକାରୀକୁ ସଶ୍ରମ କାରାଦଣ୍ଡ

ବିପ୍ଳବ ଓ ଦିନେଶଙ୍କୁ ନୁଆଁ ଦାୟୀତ୍ୱ

ଅନୁଗୁଳ - ଅନୁଗୁଳ ଜିଲ୍ଲା ବିଜେଡିର ଯୁବ ସଭାପତି ତଥା ବସୁଧା ଜଳ ଯୋଗାଣ(ଗ୍ରାମ୍ଯ) ଉପଦେଷ୍ଟା ଦିନେଶ ପ୍ରଧାନ ଓ କଂଗ୍ରେସ ଛାଡି ନୁଆଁ କରି ବିଜୁ ଜନତା ଦଳରେ ସାମିଲ ହୋଇଥିବା ବରିଷ୍ଠ ନେତା ବିପ୍ଲବ ଜେନାଙ୍କୁ ଦଳ ନୁଆଁ…

Continue Reading ବିପ୍ଳବ ଓ ଦିନେଶଙ୍କୁ ନୁଆଁ ଦାୟୀତ୍ୱ

ଦୁଇ ବଳିଷ୍ଠ ବ୍ଯକ୍ତିତ୍ୱଙ୍କ ବିୟୋଗ

ଅନୁଗୁଳ - ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ଦୁଇ ଜଣ ବଳିଷ୍ଠ ବ୍ଯକ୍ତିତ୍ୱଙ୍କ ଆଜି ପରଲୋକ ହୋଇଛି । ଏଥିପାଇଁ ଅଞ୍ଚଳରେ ଆଜି ଶୋକର ଛାୟା ଖେଳି ଯାଇଛି । ପୋଡାପଡା ଗ୍ରାମର ବିଶିଷ୍ଟ ଶିକ୍ଷାବିତ , ସମାଜସେବୀ ତଥା ଅବସରପ୍ରାପ୍ତ…

Continue Reading ଦୁଇ ବଳିଷ୍ଠ ବ୍ଯକ୍ତିତ୍ୱଙ୍କ ବିୟୋଗ

ସାତକୋଶିଆ ହେଲା ବାଘ ଶୂନ୍ଯ !!

ଅନୁଗୁଳ - ୨୦୨୩-୨୪ ରେ ବାଘ ଗଣନା ରିପୋର୍ଟ ପ୍ରକାଶ କରିଛି ୱାଇଲ୍ଡ ଲାଇଫ ଓଡିଶା । ଏହି ରିପୋର୍ଟ ଅନୁସାରେ ଓଡିଶାରେ ଗୋଟିଏ ନେସନାଲ ପାର୍କ , ଗୋଟିଏ ପ୍ରସ୍ତାବିତ ନେସନାଲ ପାର୍କ ଏବଂ ୧୯ ଟି ବନ୍ଯଜନ୍ତୁ ଅଭୟାରଣ୍ଯ…

Continue Reading ସାତକୋଶିଆ ହେଲା ବାଘ ଶୂନ୍ଯ !!

ଅବସରପ୍ରାପ୍ତ ଲାଞ୍ଚୁଆ ବାବୁଙ୍କୁ କାରାଦଣ୍ଡାଦେଶ

ଅନୁଗୁଳ - ୨୦୧୨ ମସିହା ଜୁନ ମାସ ୧ ତାରିଖରେ ଲାଞ୍ଚ ନେଇ ଧରାପଡ଼ିଥିବା ଅନୁଗୁଳ ଏଡିଏମ୍‌ଓ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣି ରାଜେନ୍ଦ୍ର କୁମାର ଦାସଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଭିଜିଲାନ୍ସ ଅଦାଲତ । ତାଙ୍କୁ ୩ ବର୍ଷ ଜେଲ୍‌ଦଣ୍ଡ…

Continue Reading ଅବସରପ୍ରାପ୍ତ ଲାଞ୍ଚୁଆ ବାବୁଙ୍କୁ କାରାଦଣ୍ଡାଦେଶ

ଜାତୀୟ ରାଜପଥରେ ମାସେ ପାଇଁ ନୋ ଏଣ୍ଟ୍ରି

ଅନୁଗୁଳ - ଅନୁଗୁଳ ସହର ଦେଇ ଯାଇଥିବା ଜାତୀୟ ରାଜପଥ ୫୫ର ରନ୍ତଲେଇଠାରୁ ବଅଁରପାଳ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି । ଯାହା ଫଳରେ ଏହି ରାଜପଥ ଉପରେ ଯିବା ଆସିବା କରିବା ଏକ ପ୍ରକାର ଅସମ୍ଭବ…

Continue Reading ଜାତୀୟ ରାଜପଥରେ ମାସେ ପାଇଁ ନୋ ଏଣ୍ଟ୍ରି