ଯୌତୁକ ଦାବିରେ ନବବଧୁକୁ ହତ୍ଯା ଅଭିଯୋଗ

ତାଳଚେର - ଯୌତୁକ ଜୁଇରେ ନବବଧୁ । ସାମାନ୍ୟ ଗୋଟିଏ ଏସି ଓ କିଛି ଟଙ୍କା ପାଇଁ ନବ ବିବାହିତା ଝିଅକୁ ମାରିଦେଲେ ଶାଶୁ ଘର ଲୋକ । ଏଭଳି ଅଭିଯୋଗ ଆସିଛି ତାଳଚେର ସାନଜୋରଡ଼ା ଗାଁରୁ । ହତ୍ୟା ଅଭିଯୋଗ…

Continue Reading ଯୌତୁକ ଦାବିରେ ନବବଧୁକୁ ହତ୍ଯା ଅଭିଯୋଗ

ଆମ ହସପିଟାଲ ଦାବିରେ ତହସିଲ ଅଫିସ ଘେରାଉ

ଛେଣ୍ଡିପଦା - ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଡାକ୍ତରଖାନାକୁ ଆମ ହସପିଟାଲ ଯୋଜନାରେ ସାମିଲ କରିବା ଦାବିରେ ଛେଣ୍ଡିପଦା ଠାରେ ଏହି ହସପିଟାଲ ଉପରେ ନିର୍ଭର କରୁଥିବା ପ୍ରାୟ ୪୦ ଗାଁର ଲୋକ ଅଂଦୋଳନ ଆନ୍ଦୋଳନ ଚଳାଇଛନ୍ତି । ରାଜ୍ୟର ସବୁ ନିର୍ବାଚନ…

Continue Reading ଆମ ହସପିଟାଲ ଦାବିରେ ତହସିଲ ଅଫିସ ଘେରାଉ

ଟ୍ରକ ଧକ୍କାରେ ମହିଳା ମୃତ

  ଅନୁଗୋଳ - ଅନୁଗୋଳ ସହର ଦେଇ ଯାଇଥୁବା ୫୫ ନମ୍ବର ଜାତୀୟ ରାଜପଥର ବୁଢ଼ୀ ଠାକୁରାଣୀ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ  ହୋଇଛି । ମୃତକ ଜଣକ ହେଲେ ଗଣେଶ ରାଉତଙ୍କ ପତ୍ନୀ ଉର୍ମିଳା ରାଉତ…

Continue Reading ଟ୍ରକ ଧକ୍କାରେ ମହିଳା ମୃତ

ବ୍ୟାଙ୍କ ମ୍ଯାନେଜର ହେଲେ ସାଇବର ଠକେଇର ଶିକାର – ୭ ଲକ୍ଷ ଲୁଟିଲେ ସାଇବର ଲୁଟେରା

ଅନୁଗୋଳ - ଅନୁଗୋଳ ଜିଲ୍ଲାରେ ଜଣେ ବ୍ୟାଙ୍କ ପରିଚାଳକଙ୍କଠାରୁ ୭ ଲକ୍ଷ ଲୁଟିଲେ ସାଇବର ଲୁଟେରା । ଟଙ୍କା ଦେଣ ନେଣରେ ଦକ୍ଷତା ଥିବା ବ୍ୟାଙ୍କ ପରିଚାଳକ ଲୁଟ୍ ର ଶିକାର ହୋଇଛନ୍ତି । ସୂଚନା ଅମୁସାରେ , ଅନୁଗୋଳ ସହରରେ…

Continue Reading ବ୍ୟାଙ୍କ ମ୍ଯାନେଜର ହେଲେ ସାଇବର ଠକେଇର ଶିକାର – ୭ ଲକ୍ଷ ଲୁଟିଲେ ସାଇବର ଲୁଟେରା

ଅବନୀକାନ୍ତ ସାହୁ ହେଲେ ରାଜ୍ୟ ଖାଦ୍ୟ କମିଶନ୍‌ର ଅଧ୍ୟକ୍ଷ

ଅନୁଗୋଳ - ଅନୁଗୋଳ ଜିଲ୍ଲାର ସମାଜ ସେବୀ ତଥା ବିଜେଡ଼ି ନେତା  ତଥା ବର୍ତ୍ତମାନର ତାଳଚେର ଅନୁଗୁଳ ମେରାମଣ୍ଡଳୀ ଉର୍ଣ୍ଣୟନ ପରିଷଦ, ଟାମଡ଼ା)ର ଅଧକ୍ଷ ଅବନିକାନ୍ତ ସାହୁଙ୍କୁ ପୁଣି ଏକ ଗୁରୁ ଦାୟିତ୍ୱ ମିଳିଛି । ରାଜ୍ୟ ସରକାର ତାଙ୍କ ଉପରେ…

Continue Reading ଅବନୀକାନ୍ତ ସାହୁ ହେଲେ ରାଜ୍ୟ ଖାଦ୍ୟ କମିଶନ୍‌ର ଅଧ୍ୟକ୍ଷ

୬୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର GST ଠକେଇ

ତାଳଚେର - ଅନୁଗୋଳ ଜିଲ୍ଲା ତାଳଚେରର ଦୁଇ ପ୍ରତିଷ୍ଠିତ ବ୍ୟବସାୟୀ ତଥା ଦୁଇ ଭାଇଙ୍କ ବ୍ୟବସାୟ ଅନୁଷ୍ଠାନ ରେ CT & GST ପକ୍ଷରୁ ଚଢ଼ାଉ କରାଯାଉଛି । CT & GST କଟକ ପକ୍ଷରୁ ଆଜି ସକାଳ ପ୍ରାୟ ୧୧ଟା…

Continue Reading ୬୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର GST ଠକେଇ

ମଧୁ ବାବୁ ଥିଲେ ନାରୀ ସ୍ବାଧୀନତାର ସୂତ୍ରଧର ଏବଂ ଓଡ଼ିଆ ସ୍ବାଭିମାନର ଜନ୍ମଦାତା

ଅନୁଗୋଳ - ଅନୁଗୋଳ ଓକିଲ ସଂଘ ପକ୍ଷରୁ ସ୍ଥାନୀୟ ସଭାଘର ଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବିଚାରପତି ଜଷ୍ଟିସ ଗୌରୀଶଙ୍କର ଶତପଥୀ ମୁଖ୍ୟ…

Continue Reading ମଧୁ ବାବୁ ଥିଲେ ନାରୀ ସ୍ବାଧୀନତାର ସୂତ୍ରଧର ଏବଂ ଓଡ଼ିଆ ସ୍ବାଭିମାନର ଜନ୍ମଦାତା

ପୁଣି ହାତୀ ନେଲା ଆଉ ଏକ ଜୀବନ

ଅନୁଗୋଳ - ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ବନ୍ତଳା ଥାନା ମରଣ୍ଡା ଗାଁରେ ଆଜି ସକାଳୁ ଏହି ଅଘଟଣ ଘଟିଛି । ମୃତ ବୃଦ୍ଧା ଜଣଙ୍କ ହେଲେ ଝଟକ ବେହେରା । ସେ…

Continue Reading ପୁଣି ହାତୀ ନେଲା ଆଉ ଏକ ଜୀବନ

ସାଙ୍ଗ ପରିଚୟ ଦେଇ ଟଙ୍କା ଠକେଇ ଅଭିଯୋଗରେ ଯୁବକ ଗିରଫ

ଅନୁଗୋଳ - ଅନୁଗୋଳ ସାଇବର ପୁଲିସ ଶୁକ୍ରବାର ୫୦ ହଜାର ଟଙ୍କା ଠକେଇ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି । ସୂଚନା ଅନୁସାରେ , ଅନୁଗୋଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ ଗାଁର ବିଶ୍ବମ୍ବର ସାହୁ(୪୨)ଙ୍କର ଜଣେ ପିଲା ଦିନର…

Continue Reading ସାଙ୍ଗ ପରିଚୟ ଦେଇ ଟଙ୍କା ଠକେଇ ଅଭିଯୋଗରେ ଯୁବକ ଗିରଫ

ନିଶାଗ୍ରସ୍ତ ଚାଳକର ବେପରୁଆ ଗାଡି ଚାଳନା – ଦୁଇ ଶିଶୁଙ୍କ ସମେତ ତିନି ମୃତ

ତାଳଚେର - ଅନୁଗୋଳ ଜିଲ୍ଲା ତାଳଚେର ଗୋବରା ଗାଁରେ ଅଭାବନୀୟ ଘଟଣା । ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଗାଡି ଚାପିଦେଲା । ଫଳରେ ଜଣେ ବୃଦ୍ଧାଙ୍କ ସମେତ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଗୋବରା ଗାଁ…

Continue Reading ନିଶାଗ୍ରସ୍ତ ଚାଳକର ବେପରୁଆ ଗାଡି ଚାଳନା – ଦୁଇ ଶିଶୁଙ୍କ ସମେତ ତିନି ମୃତ

ମେଗା ପାନୀୟ ଜଳ ପ୍ରକଳ୍ପ – ଆରମ୍ଭରୁ କେଁ

ଅନୁଗୋଳ - ଅନୁଗୋଳ ସାତକୋଶିଆ ଅଭୟାରଣ୍ୟ ଟିକରପଡ଼ା ପଞ୍ଚାୟତର ବେହେରା ସାହିରେ ନିର୍ମାଣ ହେବ ମେଗା ପାନୀୟ ଜଳ ପ୍ରକଳ୍ପ । ମହାନଦୀରୁ ପାଣି ଉଠିବ , ଉପକ୍ରୁତ ହେବେ ଅନୁଗୋଳ ବ୍ଲକବାସୀ । ପ୍ରାୟ ଦୁଇ ବର୍ଷ ହେଲା ଅନୁଗୋଳବାସୀଙ୍କୁ…

Continue Reading ମେଗା ପାନୀୟ ଜଳ ପ୍ରକଳ୍ପ – ଆରମ୍ଭରୁ କେଁ

କେନାଲ ରେ ବୁଡି ବୃଦ୍ଧ ମୃତ

ତାଳଚେର - ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ୍ ଧରମପୁର ଗ୍ରାମର କେନାଲରେ ବୁଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ଟଙ୍କଧର ନାଏକ । ସୂଚନା ଅନୁସାରେ ଦିନ ୧୨ ଟା ସମୟ ରେ ସେ ଘରୁ…

Continue Reading କେନାଲ ରେ ବୁଡି ବୃଦ୍ଧ ମୃତ

ଏକ ଲକ୍ଷ ଟଙ୍କା ଲୁଟି ନେଲେ ସାଇବର ଲୁଟେରା

ଅନୁଗୋଳ - ଅନୁଗୋଳ ଟାଉନ୍ ଥାନା ଅନ୍ତର୍ଗତ ତୁରଙ୍ଗ ଗାଁର ଜଣେ ଯୁବକଙ୍କ ଏକାଉଣ୍ଟରୁ ସାଇବର ଲୁଟେରା ଏକ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ସୂଚନା ଅନୁସାରେ, ତୁରଙ୍ଗ ଗାଁର ଜନକ ନାଏକ ଉତ୍ତରପ୍ରଦେଶ ମିରଟରୁ କିଛି ବିବାହ ଶୋଭାଯାତ୍ରାରେ…

Continue Reading ଏକ ଲକ୍ଷ ଟଙ୍କା ଲୁଟି ନେଲେ ସାଇବର ଲୁଟେରା

ହାଇଡ୍ରୋଜେନ ଇନ୍ଧନ ବ୍ୟବହାର କରି ଇସ୍ପାତ ଉତ୍ପାଦନ କରିବା ହେଉଛି ଇସ୍ପାତଶିଳ୍ପର ଭବିଷ୍ୟତ: ବିମଲେନ୍ଦ୍ର ଝା, ପରିଚାଳନା ନିର୍ଦ୍ଦେଶକ, ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର

ଅନୁଗୋଳ - ହାଇଡ୍ରୋଜେନ ଇନ୍ଧନ ବ୍ୟବହାର କରି ଇସ୍ପାତ ତିଆରି ଉତ୍ପାଦନ କରିବା ଇସ୍ପାତ ଶିଳ୍ପର ଭବିଷ୍ୟତ ବୋଲି ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ ଦ୍ୱାରା ଆୟୋଜିତ ଭାରତରେ ଷ୍ଟିଲ୍ ମେକିଂର ଭବିଷ୍ୟତ ବିଷୟରେ ଆଲୋଚନାଚକ୍ରକୁ ସମ୍ବୋଧିତ…

Continue Reading ହାଇଡ୍ରୋଜେନ ଇନ୍ଧନ ବ୍ୟବହାର କରି ଇସ୍ପାତ ଉତ୍ପାଦନ କରିବା ହେଉଛି ଇସ୍ପାତଶିଳ୍ପର ଭବିଷ୍ୟତ: ବିମଲେନ୍ଦ୍ର ଝା, ପରିଚାଳନା ନିର୍ଦ୍ଦେଶକ, ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର

ବାଲ୍ୟ ବିବାହକରି ଯୁବକ ଗିରଫ

ଅନୁଗୋଳ - ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ପ୍ରେମ ବିବାହ କରିବା ଅଭିଯୋଗରେ ବୁଧବାର ପୁଲିସ ଗିରଫ କରିଛି । ସୂଚନା ଅନୁସାରେ , ବଡ଼ଦାଣ୍ଡସାହିର ସୌମ୍ୟଜିତ ମହାନ୍ତି(୨୩) ନାମକ ଜଣେ ଯୁବକ ଜଣେ ୧୪ ବର୍ଷର…

Continue Reading ବାଲ୍ୟ ବିବାହକରି ଯୁବକ ଗିରଫ