ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅମଲା ମଞ୍ଚର ବିକ୍ଷୋଭ

ଅନୁଗୋଳ - ଅନୁଗୋଳ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ରାଜ୍ୟ ସରକାରଙ୍କ ଉଦ୍ୟେଶରେ ୪୨୦୦ ଗ୍ରେଡ ପେ ଦାବି ନେଇ ଦାବିପତ୍ର ଦିଆ ଯାଇଛି । ଅମଲା ମଞ୍ଚର ଅଭିଯୋଗ ଅନୁସାରେ…

Continue Reading ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅମଲା ମଞ୍ଚର ବିକ୍ଷୋଭ

ଜାତୀୟ ରାଜପଥରେ ଭରିଯାନ ଚଳାଚଳ ଉପରେ କଟକଣା ଦାବି

ଅନୁଗୋଳ - ଜାତୀୟ ରାଜପଥରେ ଭରିଯାନ ଚଳାଚଳ ଉପରେ କଟକଣା ଲଗାଇବାକୁ ଦାବି ନେଇ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରା ଯାଇଛି । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁକୁ କଂଗ୍ରେସ ଜିଲ୍ଲା ସଭାପତି ବିପ୍ଳବ ଜେନାଙ୍କ…

Continue Reading ଜାତୀୟ ରାଜପଥରେ ଭରିଯାନ ଚଳାଚଳ ଉପରେ କଟକଣା ଦାବି

ହସପିଟାଲକୁ ଆମ ହସପିଟାଲରେ ଯୋଜନାରେ ସାମିଲ ଦାବି ନେଇ ଆନ୍ଦୋଳନ

ଛେଣ୍ଡିପଦା - ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଡାକ୍ତରଖାନାକୁ ଆମ ହସପିଟାଲ ଯୋଜନାରେ ସାମିଲ କରିବା ଦାବିରେ ଆଜି ଛେଣ୍ଡିପଦା ଠାରେ ଆନ୍ଦୋଳନ କରାଯାଇଥିଲା । ଯେଉଁଥିରେ ଏହି ହସପିଟାଲ ଉପରେ ନିର୍ଭର କରୁଥିବା ପ୍ରାୟ ୪୦ ଗାଁର ଲୋକ ସାମିଲ ହୋଇଥିଲେ…

Continue Reading ହସପିଟାଲକୁ ଆମ ହସପିଟାଲରେ ଯୋଜନାରେ ସାମିଲ ଦାବି ନେଇ ଆନ୍ଦୋଳନ

ପୁଅର ଟାଙ୍ଗିଆ ଚୋଟରେ ବାପ ମୃତ

ଛେଣ୍ଡିପଦା - ଅନୁଗୋଳ ଜିଲ୍ଲା ଜରପଡା ଥାନା କଞ୍ଜରା ଗ୍ରାମରେ ପୁଅର ଟାଙ୍ଗିଆ ଚୋଟରେ ବାପର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କଞ୍ଜରା ରାଜବୁରୀ ବାରିକ ସାହିର ନିଳ‍ାମ୍ବର ବାରିକ (୪୫)ବୋଲି ଜଣାପଡିଛି । ସୁଚନା ଅନୁସାରେ ସଂଧ୍ୟାରେ…

Continue Reading ପୁଅର ଟାଙ୍ଗିଆ ଚୋଟରେ ବାପ ମୃତ

ହାତୀ ଆକ୍ରମଣରେ ଜଣେ ମୃତ

ଅନୁଗୋଳ - ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଅଣଓଡ଼ିଆ ହୋଇଥିବା ବେଳେ ମାନସିକ ବିକାରଗ୍ରସ୍ତ ଥିଲେ ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଅନୁଗୋଳ ଜିଲ୍ଲା…

Continue Reading ହାତୀ ଆକ୍ରମଣରେ ଜଣେ ମୃତ

ଦେଢ଼ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ – ଜଣେ ଗିରଫ

ଅନୁଗୋଳ - ଅନୁଗୋଳ ଜିଲ୍ଲାରୁ ପୁଣି ବ୍ରାଉନସୁଗାର ଜବତ କରିବାରେ ସଫଳ ହୋଇଛି ଅବକାରୀ ବିଭାଗ । ତାଳଚେର ଅବକାରୀ ବିଭାଗ ବ୍ରାଉନସୁଗାର ବିକ୍ରି ପାଇଁ ଗରାଖ ଅପେକ୍ଷାରେ ଥିବା ଜଣେ ବେପାରିକୁ ଗିରଫ କରିଥିବା ବେଳେ ୧୫ ଗ୍ରାମ ବ୍ରାଉନସୁଗାର…

Continue Reading ଦେଢ଼ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ – ଜଣେ ଗିରଫ

ନୂମା-ବାପିଙ୍କ କୁଟୀର ହେଲା ନୂଆ ଛପର

ଅନୁଗୋଳ - ଅନୁଗୋଳ ବାଜିରାଉତ ଛାତ୍ରାବାସ ପରିସରରେ ଥିବା ନୁମା-ବାପିଙ୍କ ମାଟି କୁଟୀରରେ ଆରମ୍ଭ ହେଲା ନୂଆ ଚାଳ ଛପର । ସରକାରଙ୍କ ପକ୍ଷରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଏବଂ ସ୍ବାଧୀନତା ସଂଗ୍ରାମୀ ମାଳତୀ ଦେବୀଙ୍କ ଝାଟିମାଟିର କୁଟୀର…

Continue Reading ନୂମା-ବାପିଙ୍କ କୁଟୀର ହେଲା ନୂଆ ଛପର

ଶତାୟୁ କମ୍ୟୁନିଷ୍ଟ ନେତାଙ୍କ ପରଲୋକ

ଛେଣ୍ଡିପଦା - ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପୋଡାପଡା ଗ୍ରାମର ବରିଷ୍ଠ କମ୍ୟୁନିଷ୍ଟ ନେତା ବ୍ରଜବନ୍ଧୁ ପ୍ରଧାନଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ହୋଇଥିଲା । ବ୍ରଜବନ୍ଧୁ ଛୋଟ ବେଳୁ କମ୍ୟୁନିଷ୍ଟ ଚିନ୍ତାଧାରା ରଖି ଆସିଥିବା…

Continue Reading ଶତାୟୁ କମ୍ୟୁନିଷ୍ଟ ନେତାଙ୍କ ପରଲୋକ

ଗଣପତ କପ୍‌ କ୍ରିକେଟ୍‌ – ମୁନ୍‌ ଏକାଦଶ ବିଜୟୀ

ଅନୁଗୋଳ - ସ୍ଥାନୀୟ ଅମଲାପଡ଼ା ଦୁର୍ଗାପୂଜା ପଡ଼ିଆରେ ଦ୍ବିତୀୟ ରାଜ୍ୟସ୍ତରୀୟ ଗଣପତ କପ୍‌ କ୍ରିକେଟ୍‌ ପ୍ରତିଯୋଗିତା ଉଦଯାପିତ ହୋଇ ଯାଇଛି । ଅନୁଗୋଳ ଫାଇଟର୍ସକୁ ହରାଇ ମୁନ୍‌ ଏକାଦଶ ଏହି ସମ୍ମାନଜନକ ପ୍ରତିଯୋଗିତାରେ ବିଜୟୀ ହୋଇଛି । ପୁରସ୍କାର ବିତରଣ ଉତ୍ସବରେ…

Continue Reading ଗଣପତ କପ୍‌ କ୍ରିକେଟ୍‌ – ମୁନ୍‌ ଏକାଦଶ ବିଜୟୀ

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଅନୁଗୋଳ - ଅନୁଗୋଳ ଜିଲ୍ଲାରେ ପୁଣି ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ବନ୍ତଳା ରେଞ୍ଜ କନ୍ତମେଘ ଗାଁରେ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତକ ସେହି ଗାଁର ରମେଶ…

Continue Reading ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ଖାଇବାରୁ ହରିଲୁଟ

ଅନୁଗୋଳ - ଅନୁଗୋଳ ଜିଲ୍ଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ରୋଗୀଙ୍କୁ ସୁଷମ ଖାଦ୍ୟ ବଣ୍ଟନ କରିବାର ମହତ୍ ଉଦ୍ଦେଶ୍ୟ ନେଇ ସରକାର ଦିନକୁ ତିନି ଓଳି ଖାଦ୍ୟର ବ୍ୟବସ୍ଥା କରିଛନ୍ତି । ସବୁକୁ ଦୃଷ୍ଟିରେ ରଖି ରୋଗୀଙ୍କ ପାଇଁ ସରକାର ଏତେ…

Continue Reading ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ଖାଇବାରୁ ହରିଲୁଟ

ବିଦ୍ୟୁତ ଆଘାତରେ ଠିକା କର୍ମଚାରୀଙ୍କ ମୃତ

ତାଳଚେର - ଖୁଣ୍ଟରେ ଚଢି କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଜଣେ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତ କର୍ମଚାରୀ ଜଣଙ୍କ ହେଲେ ରେଙ୍ଗାଳି ଅଞ୍ଚଳର ନଗେନ କୁମାର ସାହୁ । ସୂଚନା ଅନୁସାରେ ନଗେନ ଆଜି ସକାଳେ…

Continue Reading ବିଦ୍ୟୁତ ଆଘାତରେ ଠିକା କର୍ମଚାରୀଙ୍କ ମୃତ

ଠିକା କର୍ମଚାରୀଙ୍କ ଦରମା ଟଙ୍କାରେ ସୁଧ ବେପାର !!!!

ଅନୁଗୋଳ - ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖଟୁଛନ୍ତି ଆଉଟସୋରସିଂ କର୍ମଚାରୀ । ସକାଳରୁ ସଞ୍ଜ , ନିର୍ଘାତ ଖଟୁଛନ୍ତି । ଡ୍ୟୁଟିକୁ ଆସିବା ପରଠୁ ସାଧାରଣ ଲୋକ ଏବଂ ରୋଗୀଙ୍କ ସ୍ବାସ୍ଥ୍ୟସେବାରେ ଲାଗୁଛନ୍ତି । ମାତ୍ର ଦୁଃଖର ବିଷୟ , ମାସ…

Continue Reading ଠିକା କର୍ମଚାରୀଙ୍କ ଦରମା ଟଙ୍କାରେ ସୁଧ ବେପାର !!!!

ଦୁଇ ଟ୍ରକ ମୁହାଁମୁହିଁ ଧକ୍କା – ଜଣେ ମୃତ

ତାଳଚେର - ଅନୁଗୋଳ ଜିଲ୍ଲା ତାଳଚେର ବାଙ୍କଧରା ଛକ ନିକଟରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣେ ଗାଡି ଚାଳକଙ୍କ ମୃତ୍ୟୁ ହୋଇଛି । ଏହା ସହ ଆଉ ଜଣେ ଗାଡି ଚାଳକ ଆହତ ମଧ୍ୟ…

Continue Reading ଦୁଇ ଟ୍ରକ ମୁହାଁମୁହିଁ ଧକ୍କା – ଜଣେ ମୃତ

କାନ୍ଥ ପଡି ଶ୍ରମିକ ମୃତ

ଛେଣ୍ଡିପଦା - ଅନୁଗୋଳ ଜିଲ୍ଲା ବାଗଡିଆ ଥାନା ଟାଙ୍ଗିରି ଗ୍ରାମପଞ୍ଚାୟତର ନୂଆପଡା ଗ୍ରାମରେ ଘରର କାନ୍ଥ ପଡି ଶୁକ୍ରବାର ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ନୂଆପଡା ଗ୍ରାମର ବାମନ ବେହେରା । ସୂଚନା ଅନୁସାରେ ପ୍ରକାଶ…

Continue Reading କାନ୍ଥ ପଡି ଶ୍ରମିକ ମୃତ