ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଦ୍ଵାରା ଓଡିଶାରେ ସ୍ଥାପନ ହେବ ୧.୨ ଏମଟିପିଏ କ୍ଷମତା ସଂପନ୍ନ ରେଳ ମିଲ

ଭୁବନେଶ୍ବର - ଆତ୍ମନିର୍ଭର ଭାରତ ପଥରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ପକ୍ଷରୁ ଅନୁଗୋଳରେ ଅବସ୍ଥିତ ଷ୍ଟିଲ କମ୍ପ୍ଲେକ୍ସ ଠାରେ ୧.୨ ଏମଟିପିଏ କ୍ଷମତା ସଂପନ୍ନ ନୂତନ ରେଳ ମିଲ ସ୍ଥାପନ କରିବ । ଏହା ସ୍ଥାପିତ ହୋଇଗଲା ପରେ…

Continue Reading ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଦ୍ଵାରା ଓଡିଶାରେ ସ୍ଥାପନ ହେବ ୧.୨ ଏମଟିପିଏ କ୍ଷମତା ସଂପନ୍ନ ରେଳ ମିଲ

ମତ୍ସ ବିଭାଗ ଅଧିକାରୀଙ୍କ ନାମରେ ସାଙ୍ଘାତିକ ଅଭିଯୋଗ

ଅନୁଗୋଳ - ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ମତ୍ସ ବିଭାଗ ନାମରେ ଏକ ସାଙ୍ଘାତିକ ହୋଇଛି । ଅନୁଗୋଳ ସହରର ଜଣେ ଦୋକାନୀ ତାଙ୍କ ଦୋକାନ ନାମକୁ ଏବଂ GST ନମ୍ବରକୁ ବ୍ୟବହାର କରି ଚଞ୍ଚକତା କରିଥିବା ଜିଲ୍ଲା ମତ୍ସ ବିଭାଗ ଅଧିକାରୀଙ୍କ…

Continue Reading ମତ୍ସ ବିଭାଗ ଅଧିକାରୀଙ୍କ ନାମରେ ସାଙ୍ଘାତିକ ଅଭିଯୋଗ

ଅଗ୍ନିସ୍ୱରୂପା ମା’ ହିଙ୍ଗୁଳାଙ୍କ ଯାତ୍ରାରେ ସାମିଲ ହୋଇ ନିଜକୁ ସୌଭାଗ୍ୟଶାଳୀ ମନେ କରୁଛି – ଧର୍ମେନ୍ଦ୍ର ପ୍ରଧାନ

ତାଳଚେର - କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ଠାକୁରାଣୀଙ୍କୁ ଦର୍ଶନ କରିଛନ୍ତି । ନବଦିନାତ୍ମକ ଯାତ୍ରାର ଶେଷ ଦିନରେ ମା’ଙ୍କ ଆଶୀର୍ବାଦ ନେବା ସହ ଜଗତର…

Continue Reading ଅଗ୍ନିସ୍ୱରୂପା ମା’ ହିଙ୍ଗୁଳାଙ୍କ ଯାତ୍ରାରେ ସାମିଲ ହୋଇ ନିଜକୁ ସୌଭାଗ୍ୟଶାଳୀ ମନେ କରୁଛି – ଧର୍ମେନ୍ଦ୍ର ପ୍ରଧାନ

ମାର୍ବଲ ଓ ଟାଇଲସ ସୋରୁମରେ GST ଚଢ଼ାଉ

ଅନୁଗୋଳ - ଅନୁଗୋଳ ତୁରଙ୍ଗର ଏକ ଟାଇଲସ ଏବଂ ମାର୍ବଲ ଦୋକାନରେ ସେଣ୍ଟ୍ରାଲ GST ଚଢ଼ାଉ । ସନ୍ତୋଷ ଟ୍ରେଡିଂ କମ୍ପାନୀ ନାମକ ଏହି ଟାଇଲସ ସୋରୁମରେ ୧୦ ଜଣିଆ ଟିମର ଚଢ଼ାଉ ଜାରି ରହିଛି । ବିକାଶ ବାଗଡ଼ି ନାମକ…

Continue Reading ମାର୍ବଲ ଓ ଟାଇଲସ ସୋରୁମରେ GST ଚଢ଼ାଉ

ପଡ଼ୋଶୀକୁ ଟାଙ୍ଗିରେ ହାଣି ହତ୍ୟା ମାମଲା – ଶଳା-ଭିଣୋଇକୁ ଆଜୀବନ ଜେଲ

ଅନୁଗୋଳ - ଅନୁଗୋଳ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ କୋର୍ଟରେ ଏକ ହତ୍ୟା ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଥିବା ବେଳେ ବିଚାରପତି ରଞ୍ଜିତା ଜ୍ୟୋତିଶି ମାମଲାର ଶୁଣାଣି କରି ଅଭିଯୁକ୍ତ ପୁରିହାବେଡା ଗ୍ରାମର ଅଭିଯୁକ୍ତ ମିଟୁ ନାଏକ ଓ…

Continue Reading ପଡ଼ୋଶୀକୁ ଟାଙ୍ଗିରେ ହାଣି ହତ୍ୟା ମାମଲା – ଶଳା-ଭିଣୋଇକୁ ଆଜୀବନ ଜେଲ

ଜଳିଗଲା ଲୁଗା ଶୋ ରୁମ – ନଥିଲା ଫାୟାର ସେଫ୍ଟି ଅନୁମତି

ଅନୁଗୋଳ - ଅନୁଗୋଳ ବଜାର ଭିତରେ ଥିବା ଏକ ଲୁଗା ଶୋ ରୁମରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଶୋ ରୁମଟି ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇ ଯାଇଥିବା ବେଳେ ଉପର ମହଲାରେ ଥିବା ଏକ ଘର ମଧ୍ୟ ନିଆଁରେ ପ୍ରଭାବିତ ହୋଇଛି…

Continue Reading ଜଳିଗଲା ଲୁଗା ଶୋ ରୁମ – ନଥିଲା ଫାୟାର ସେଫ୍ଟି ଅନୁମତି

ଟ୍ରେନର ଦ୍ରୁତ ଗତି ପାଇଁ ହାତୀର ମୃତ୍ୟୁ – ବନ ବିଭାଗ

ଅନୁଗୋଳ - ଅନୁଗୋଳ ଜିଲ୍ଲା ଜେରେଙ୍ଗ ନିକଟରେ ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ଘଟଣା । ହାତୀ ମୃତ୍ୟୁ ପାଇଁ ରେଳ ବିଭାଗକୁ ଦାୟୀ କଲା ବନ ବିଭାଗ । ବନ ବିଭାଗ କହିବା ଅନୁସାରେ ଗତ କିଛିଦିନ ହେଲା ଏହି…

Continue Reading ଟ୍ରେନର ଦ୍ରୁତ ଗତି ପାଇଁ ହାତୀର ମୃତ୍ୟୁ – ବନ ବିଭାଗ

ବନ୍ଧା ହେଲେ ନର୍ସିଂ କଲେଜ ମାଲିକ

ଅନୁଗୋଳ - ଅନୁଗୋଳ ସାଇଶ୍ରଦ୍ଧା କଲେଜ ଅଫ ନର୍ସିଂର ମାଲିକଙ୍କୁ ଛେଣ୍ଡିପଦା ପୋଲିସ ଗିରଫ କରିଛି ।ସୂଚନା ଅନୁସାରେ ଉକ୍ତ କଲେଜରେ ପାଠ ପଢ଼ୁଥିବା ତିନି ଜଣ ଛାତ୍ରୀଙ୍କୁ ଫେକ ଆଡ଼ମିଟ କାର୍ଡ ଦେଇ ଥିବାରୁ ସେମାନେ ଚଳିତବର୍ଷ ପରୀକ୍ଷାରୁ ବଞ୍ଚିତ…

Continue Reading ବନ୍ଧା ହେଲେ ନର୍ସିଂ କଲେଜ ମାଲିକ

ବାଜିରାଉତ ଛାତ୍ରାବାସରେ ଭବ୍ୟ ନିର୍ମାଣ କରି ହେବ ପର୍ଯ୍ୟଟନ ସ୍ଥଳ

ଅନୁଗୋଳ - ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ବିକୃତ ପ୍ରତିମୂର୍ତ୍ତିକୁ ନେଇ ତୁମ୍ବିତୋଫାନ ହେଲାପରେ ହଠାତ୍‌ ଚେଇଁ ଉଠିଛି ରାଜ୍ୟ ସଂସ୍କୃତି ବିଭାଗ । ଖୋଦ୍‌ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଂଜନ ଦାସ ଆଜି ଆର୍କିଟେକ୍‌ଚର…

Continue Reading ବାଜିରାଉତ ଛାତ୍ରାବାସରେ ଭବ୍ୟ ନିର୍ମାଣ କରି ହେବ ପର୍ଯ୍ୟଟନ ସ୍ଥଳ

ଟ୍ରେନ ଧକ୍କାରେ ହାତୀ ମୃତ

ଅନୁଗୋଳ - ଅନୁଗୋଳ ଜିଲ୍ଲା ଜରପଡା ବନାଂଚଳର ଜରପଡା ଗ୍ରାମ ଦେଇ ଯାଇଥିବା ଅନୁଗୋଳ-ସମ୍ବଲପୂର ରେଳ ଲାଇନରେ ରେଳ ଧକ୍କାରେ ଗୁରୁବାର ରାତିରେ ଗୋଟିଏ ଦନ୍ତା ହାତୀର ମୃତ୍ୟୁ ହୋଇଛି । ଛେଣ୍ଡିପଦା-ଜରପଡା ରାସ୍ତାର ଜରପଡା ଓଭରବ୍ରିଜର ରେଳ ଲାଇନରେ ୧ଶହ…

Continue Reading ଟ୍ରେନ ଧକ୍କାରେ ହାତୀ ମୃତ

ଡାକ୍ତର ଧୀରେନ ପ୍ରଧାନଙ୍କ ପରଲୋକ

ଅନୁଗୋଳ - ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ଧୀରେନ କୁମାର ପ୍ରଧାନଙ୍କ ବିଳମ୍ବିତ ରାତିରେ ପରଲୋକ ହୋଇଛି । ସେ ଗତ କିଛି ଦିନ ହେଲା ଲିଭର ସୋରିଆସିସ ରୋଗରେ ପୀଡିତ ଥିଲେ । ଭୁବନେଶ୍ୱରର ଏକ ଘରୋଇ…

Continue Reading ଡାକ୍ତର ଧୀରେନ ପ୍ରଧାନଙ୍କ ପରଲୋକ

ବିକୃତ ଧୋତି ପିନ୍ଧାକୁ ବିରୋଧ ପରେ ହଟିଲା ନବକୃଷ୍ଣଙ୍କ ପ୍ରତିମୂର୍ତ୍ତି

ଅନୁଗୋଳ - ନବକୃ‌ଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ବିକୃତ ପୋଷାକ ପିନ୍ଧାଇ ଦିଆଗଲା । ସବୁଆଡ଼ୁ ବି‌ରୋଧ ହେଲା ପରେ ନଗରପାଳ ଭୁଲ ମାଗିଲେ । ରାତାରାତି ପ୍ୟାଣ୍ଟକୁ ବଦଳାଇ ଧୋତି ପଞ୍ଜାବୀ ପିନ୍ଧାଇ ଦିଆଗଲା । ତଥାପି ଏହି ପ୍ରତିମୂର୍ତ୍ତିକୁ ନେଇ…

Continue Reading ବିକୃତ ଧୋତି ପିନ୍ଧାକୁ ବିରୋଧ ପରେ ହଟିଲା ନବକୃଷ୍ଣଙ୍କ ପ୍ରତିମୂର୍ତ୍ତି

ବ୍ୟବସାୟୀଙ୍କ ଘରେ GST ଚଢ଼ାଉ

ଅନୁଗୋଳ - ଅନୁଗୋଳ ଜିଲ୍ଲା ତାଳଚେର କୁମୁଣ୍ଡାର ଟାୟାର ବ୍ୟବସାୟୀଙ୍କ ଘରେ GST ବିଭାଗ ପକ୍ଷରୁ ଚଢ଼ାଉ କରା ଯାଇଛି । କୁମୁଣ୍ଡା ଗାଁର ବିରଞ୍ଚି ନାରାୟଣ ସାହୁ ଓ ବିଜୟ କୁମାର ବିଶ୍ବାଳ ନାମକ ୨ ଜଣ ବ୍ୟବସାୟୀଙ୍କ BB…

Continue Reading ବ୍ୟବସାୟୀଙ୍କ ଘରେ GST ଚଢ଼ାଉ

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ ଘଟଣା – ଥାନାରେ ଅଭିଯୋଗ , ସେପଟେ ମୂର୍ତ୍ତିରେ ସୁଧାର ଆଣିଲା ପ୍ରଶାସନ

ଅନୁଗୋଳ - ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ , ଉପମୁଖ୍ୟମନ୍ତ୍ରୀ ପବିତ୍ର ମୋହନ ପ୍ରଧାନ, ମାଆ ମାଳତୀ ଚୌଧୁରୀଙ୍କୁ ଅସମ୍ମାନ ପ୍ରତିବାଦରେ ଅନୁଗୋଳର ଆଇନଜୀବୀ ରଞ୍ଜନ ପାତ୍ର ଅନୁଗୋଳ ଥାନାରେ ଏତଲା ଦେଇଛନ୍ତି । ଘଟଣାର ତଦନ୍ତ କରି ଦୋଷୀମାନଙ୍କ ବିରୋଧରେ…

Continue Reading ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ ଘଟଣା – ଥାନାରେ ଅଭିଯୋଗ , ସେପଟେ ମୂର୍ତ୍ତିରେ ସୁଧାର ଆଣିଲା ପ୍ରଶାସନ

ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ

ତାଳଚେର - ଅଗ୍ନିରୁପା ମା ହିଙ୍ଗୁଳାର ବାର୍ଷିକ ଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି । ବିଷ୍ଣୁ ଦମନକ ଚତୁର୍ଦର୍ଷି ଠାରୁ ଏହି ଯାତ୍ରା ଆରମ୍ଭ ହୋଇ ୯ ଦିନ ଧରି ଯାତ୍ରା ଉତ୍ସବ ଚାଲିବ । ଯାହାର ସମ୍ପର୍କ ଜଗନ୍ନାଥ ସଂସ୍କୃତି…

Continue Reading ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ