ଜଳିଗଲା ଆଠ ବଖରା ଘର

ଅନୁଗୋଳ - ଅନୁଗୋଳ ଜିଲ୍ଲା ନିଶା ଇଣ୍ତଷ୍ଟ୍ରିଆଲ ଥାନା ଅନ୍ତର୍ଗତ ଗୋଳାଗାଡିଆ ଗ୍ରାମରେ ଅଗ୍ନିକାଣ୍ଡ ଯୋଗୁଁ ୮ବଖରା ଭସ୍ମୀଭୂତ ହୋଇଯାଇଛି । ସୂଚନା ଅନୁସାରେ , ଗୋଟିଏ ଘରେ ବିଦ୍ୟୁତ ସର୍କିଟରୁ ନିଆଁ ଲାଗିଥିବା ବେଳେ ନିଆଁକୁ ଆୟତ୍ତ କରିବା ପୁର୍ବରୁ…

Continue Reading ଜଳିଗଲା ଆଠ ବଖରା ଘର

ତେଜୁଛି କୋଲ ୱାସେରୀ ବିବାଦ

ତାଳଚେର - ଅନୁଗୋଳ ଜିଲ୍ଲା ତାଳଚେର ଗ୍ଲୋବାଲ କୋଲ ୱାସେରିକୁ ନେଇ ବିବାଦ ତେଜିବାରେ ଲାଗିଛି । ଗତ ଦୁଇଦିନ ହେଲା ଏହାକୁ ପ୍ରଦୂଷଣର ଆଳ ଦେଖାଇ ବନ୍ଦ କରିବାକୁ ଗୋଟିଏ ଗୋଷ୍ଠୀ ଆନ୍ଦୋଳନ କରୁଥିବା ବେଳେ ଏହାକୁ ବନ୍ଦ ନ…

Continue Reading ତେଜୁଛି କୋଲ ୱାସେରୀ ବିବାଦ

ଡାଳୁଅ ଧାନରେ ଅଜଣା ରୋଗ – ଚିନ୍ତାରେ ଚାଷୀ

ଆଠମଲ୍ଲିକ - ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ପଞ୍ଚାୟତର ତିତିରିକଟା ଗ୍ରାମରେ ଡାଳୁଅ ଧାନ ଚାଷରେ ଅଜଣା ରୋଗ ଧରିଛି । ଏହାଦ୍ଵାରା ଗ୍ରାମର ଧାନ ଗଛ ନଷ୍ଟ ହେବାରେ ଲାଗିଛି । ଏ ନେଇ ସ୍ଥାନୀୟ ଇଂ…

Continue Reading ଡାଳୁଅ ଧାନରେ ଅଜଣା ରୋଗ – ଚିନ୍ତାରେ ଚାଷୀ

ବଜାର ଭିତରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା

ଅନୁଗୋଳ - ଅନୁଗୋଳ ସହର ଶାନ୍ତି ବଜାର ନିକଟରେ ଜଣେ ବେପାରୀ ଠାରୁ ୨ ଦୁର୍ବୃତ୍ତ ଲକ୍ଷାଧୂକ ଟଙ୍କା ଲୁଟି ନେଇଥିବା ଜଣା ପଡ଼ିଛି । ଶୁକ୍ରବାର ବଲାଶିଙ୍ଗା ବାଲି ସାହିର ବେପାରୀ ପ୍ରକାଶ ବିଶ୍ବାଳ ଦୋକାନ ପାଇଁ ରାସନ୍ ସାମଗ୍ରୀ…

Continue Reading ବଜାର ଭିତରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା

ନ୍ୟାର୍ଯ୍ୟ ଦାବି ନେଇ କମ୍ପାନୀ ବିରୁଦ୍ଧରେ ବଜ୍ର ଶପଥ ନେଲେ ଗ୍ରାମବାସୀ

ଛେଣ୍ଡିପଦା - ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ରାଇଝରଣ ଗ୍ରାମର ଚତୁଃପାର୍ଶ୍ଵରେ ଥିବା କୋଲ ବ୍ଲକର କରାଯାଉଥିବା ଜମି ଅଧିଗ୍ରହଣକୁ ବିରୋଧ କରି ଗ୍ରାମବାସୀଙ୍କ ପକ୍ଷରୁ ନ୍ୟାର୍ଯ୍ୟ ଦାବି ପାଇବା ପାଇଁ ଶନିବାର ଗ୍ରାମ୍ୟ ଦେବାଦେବୀଙ୍କ ନିକଟରେ ଗ୍ରାମବାସୀ ଏକତ୍ରୀତ…

Continue Reading ନ୍ୟାର୍ଯ୍ୟ ଦାବି ନେଇ କମ୍ପାନୀ ବିରୁଦ୍ଧରେ ବଜ୍ର ଶପଥ ନେଲେ ଗ୍ରାମବାସୀ

ଅନୁଗୁଳ କ୍ଲାସିକ୍ ବଡ଼ି ବିଲଡିଂ – ଭାଗ ନେଲେ ୧୧୯ ପ୍ରତିଯୋଗୀ

ଅନୁଗୋଳ - ଅନୁଗୋଳ ଜିଲ୍ଲା ପ୍ରତିଷ୍ଠାକୁ ୩୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଶନିବାର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡ଼ା ସଂଘର ମିଳିତ ଆନୁକୂଲ୍ୟରେ ସଭାଘର ଠାରେ ଅନୁଷ୍ଠିତ ହୋଇଛି ବଡ଼ି ବିଲଡିଂ ଚାମ୍ପିଅନ୍ସିପ । ଅନୁଗୁଳ କ୍ଲାସିକ ନାମରେ ନାମିତ…

Continue Reading ଅନୁଗୁଳ କ୍ଲାସିକ୍ ବଡ଼ି ବିଲଡିଂ – ଭାଗ ନେଲେ ୧୧୯ ପ୍ରତିଯୋଗୀ

ପୁଲିସ ଫାୟାରିଂ ରେଞ୍ଜରୁ ଗୁଳି ଗାଁରେ – ଲୋକେ ଆତଙ୍କିତ

ଅନୁଗୋଳ - ଅନୁଗୋଳ ସରଧାପୁର ଗାଁ ଜଙ୍ଗଲରେ ଥିବା ପୁଲିସ ଫାୟାରିଂ ରେଞ୍ଜର ଗୁଳି ଶନିବାର ସକାଳେ ଗାଁରେ ପହଞ୍ଚିଛି । ସୂଚନା ଅନୁସାରେ, ସକାଳେ ଗାଁର ସୁବାସ ସାହୁ ଛାତ ଉପରେ ସିମେଣ୍ଟ କାମ କରୁଥିଲେ । ହଠାତ ତାଙ୍କ…

Continue Reading ପୁଲିସ ଫାୟାରିଂ ରେଞ୍ଜରୁ ଗୁଳି ଗାଁରେ – ଲୋକେ ଆତଙ୍କିତ

ଏକ କୋଟି ୮୫ ଲକ୍ଷ ଟଙ୍କାର ହିସାବ ନାହିଁ – ଥାନାରେ ଅଭିଯୋଗ

ଅନୁଗୋଳ - ଆଇସିଆଇ ବ୍ୟାଙ୍କରୁ ୧ କୋଟି ୮୫ଲକ୍ଷ ଟଙ୍କା ହଡପ ନେଇ ଥାନାରେ ଅଭିଯୋଗ । ଜଣେ ଅଟକ । ଅନୁଗୋଳ ଜିଲା ଛେଣ୍ଡିପଦା ରେ ଥିବା ଆଇସିଆଇସିଆଇ ବ୍ୟାଙ୍କରୁ ୧କୋଟି ୮୫ଲକ୍ଷ ଟଙ୍କା ହଡପ ହୋଇଥିବା ନେଇ ବ୍ୟାଙ୍କ…

Continue Reading ଏକ କୋଟି ୮୫ ଲକ୍ଷ ଟଙ୍କାର ହିସାବ ନାହିଁ – ଥାନାରେ ଅଭିଯୋଗ

କୋଲ ୱାସେରିକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

ତାଳଚେର - ଅନୁଗୋଳ ଜିଲ୍ଲା ତାଳଚେର ଘଣ୍ଟପଡ଼ା ଠାରେ ଥିବା ଗ୍ଲୋବାଲ କୋଲ ୱାସେରିକୁ ନେଇ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗୋଟିଏ ଗୋଷ୍ଠୀ ପ୍ଲାଣ୍ଟକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି କରୁଥିବା ବେଳେ…

Continue Reading କୋଲ ୱାସେରିକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

ହ୍ୟାଣ୍ଡକପ ପକାଇ ଅଭିଯୁକ୍ତକୁ ରାସ୍ତାରେ ଚଳାଇ ନେଲା ପୁଲିସ

ଛେଣ୍ଡିପଦା - ଅଭିଯୁକ୍ତକୁ ହାତକଡୀ ପକାଇ ରାସ୍ତାରେ ଚଳାଇ ଚଳାଇ ଆଣିଲା ପୁଲିସ । କିଛି ବାଟ ଆଣିବା ପରେ ଛକ ଉପରେ ଗାଡି ଅପେକ୍ଷାରେ ବସି ରହିଲେ । ହେଲେ ଅଭିଯୁକ୍ତ ହାତରେ ସେମିତି ହାତକଡୀ ପକେଇ ରଖିଥିଲେ ।…

Continue Reading ହ୍ୟାଣ୍ଡକପ ପକାଇ ଅଭିଯୁକ୍ତକୁ ରାସ୍ତାରେ ଚଳାଇ ନେଲା ପୁଲିସ

ଜେଏସପି ତାପଜ ବିଦ୍ୟୁତ କେନ୍ଦ୍ରରେ ‘ନିରାପତ୍ତା ଏବଂ ସ୍ୱାସ୍ଥ୍ୟ’ କର୍ମଶାଳା

ଅନୁଗୋଳ - ଫାକଟ୍ରିସ ଆଣ୍ଡ ବଏଲର୍ସ ନିର୍ଦ୍ଦେଶାଳୟ ଅନୁଗୋଳ ପକ୍ଷରୁ ଏକ ଡିଭିଜନ ସ୍ତରୀୟ କର୍ମଶାଳା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଅଛି l ତାପଜ ବିଦ୍ୟୁତ କେନ୍ଦ୍ରରେ ନିରାପତ୍ତା ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ଦିଗ…

Continue Reading ଜେଏସପି ତାପଜ ବିଦ୍ୟୁତ କେନ୍ଦ୍ରରେ ‘ନିରାପତ୍ତା ଏବଂ ସ୍ୱାସ୍ଥ୍ୟ’ କର୍ମଶାଳା

ପ୍ରଧାନମନ୍ତ୍ରୀ ଓ ଆଦାନୀଙ୍କ ମଧୁଚନ୍ଦ୍ରିକା ଭାରତବର୍ଷର ମେଗାସ୍କାମ – ଜୟନ୍ତ ମହାନ୍ତି

ଅନୁଗୋଳ - ଅନୁଗୋଳର ଏକ ଘରୋଇ ହୋଟେଲଠାରେ ପ୍ରଦେଶ କଂଗ୍ରେସ କମିଟି ଦ୍ବାରା ନିଯୁକ୍ତ ଅନୁଗୋଳ ଜିଲ୍ଲାର ପର୍ଯ୍ୟବେକ୍ଷକ ଜୟନ୍ତ କୁମାର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଓ ଆଦାନୀଙ୍କ ମଧୁଚନ୍ଦ୍ରିକା ଭାରତବର୍ଷର ଅର୍ଥନୀତିକୁ ନିମ୍ନଗାମୀ କରିବା ସହ ଦେଶକୁ…

Continue Reading ପ୍ରଧାନମନ୍ତ୍ରୀ ଓ ଆଦାନୀଙ୍କ ମଧୁଚନ୍ଦ୍ରିକା ଭାରତବର୍ଷର ମେଗାସ୍କାମ – ଜୟନ୍ତ ମହାନ୍ତି

ତାଳଚେରକୁ ସ୍ୱତନ୍ତ୍ର ଜିଲ୍ଲା ଦାବିରେ ଭୁବନେଶ୍ୱରରେ ଧାରଣା

ଭୁବନେଶ୍ବର -  ‌ତାଳଚେରକୁ ଜିଲ୍ଲା ଘୋଷଣା ଦାବି ଜୋର୍‌ ଧରିଛି । ତାଳଚେର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଧାନସଭା ଆଗରେ ଧାରଣା ଦିଆଯାଇ ତାଳଚେରକୁ ତୁରନ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର…

Continue Reading ତାଳଚେରକୁ ସ୍ୱତନ୍ତ୍ର ଜିଲ୍ଲା ଦାବିରେ ଭୁବନେଶ୍ୱରରେ ଧାରଣା

ଘର ମାଲିକଙ୍କୁ ମାଉଜର ଓ ଭୁଜାଲିରେ ଆକ୍ରମଣ କରି ଲୁଟ

ତାଳଚେର - ଅନୁଗୋଳ ଜିଲ୍ଲା ତାଳଚେର ବନମାଳିପୁର ଗାଁରେ ସଶସ୍ତ୍ର ଡକାୟତି ହୋଇଛି । ଭୁଜାଲି ଓ ବନ୍ଧୁକ ଦେଖାଇବା ସହ ଘର ମାଲିକଙ୍କୁ ଭୁଜାଲିରେ ଆକ୍ରମଣ କରି ଟଙ୍କା ସୁନା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସୂଚନା ଅନୁସାରେ ଆଜି…

Continue Reading ଘର ମାଲିକଙ୍କୁ ମାଉଜର ଓ ଭୁଜାଲିରେ ଆକ୍ରମଣ କରି ଲୁଟ

କୋଇଲା ଖଣିରେ ଦୁର୍ଘଟଣା – ଜଣେ ମୃତ

ତାଳଚେର - ଅନୁଗୋଳ ଜିଲ୍ଲା ତାଳଚେର ଭୁବନେଶ୍ଵରୀ କୋଇଲା ଖଣି ୨ ନମ୍ବର ସାଇଡିଂ ଠାରେ କୋଇଲା ଵୋଝେଇ ହାଇୱା ମାଡିଯିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ସଞ୍ଜୟ ଦାସ । ସେ ଅନନ୍ତ କୋଲୋନିରେ…

Continue Reading କୋଇଲା ଖଣିରେ ଦୁର୍ଘଟଣା – ଜଣେ ମୃତ