ଭାଇ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ଅନୁଗୋଳ - ଅନୁଗୋଳ ସଦର ଥାନା କୁମୁରିସିଂହା ଗ୍ରାମରେ ଛଅ ବର୍ଷ ତଳେ ଘଟିଥିବା ଏକ ହତ୍ୟା ମାମଲାର ରାୟ ସୋମବାର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ପ୍ରକାଶ ପାଇଛି । ଅତିରିକ୍ତ ଜିଲ୍ଲା ଓ ଦୌରାଜଜକୁ ରଞ୍ଜିତା ଜ୍ୟୋତିଷି…

Continue Reading ଭାଇ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ଏନଏଚ୍ -୫୩ର ସମ୍ପ୍ରସାରଣ ସହ ରାଜପଥ ଦୁଇ ଲେନ୍ ବିଶିଷ୍ଟ ହେବ

ଭୁବନେଶ୍ବର - ଅନୁଗୋଳ ଜିଲ୍ଲା ଜାତୀୟ ରାଜପଥ -୫୩କୁ ସମ୍ପ୍ରସାରଣ କରିବା ସହ ଏହାକୁ ଦୁଇ ଲେନ୍‌ ବିଶିଷ୍ଟ କରିବା ପାଇଁ ୧୭୪.୨୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡକରୀ…

Continue Reading ଏନଏଚ୍ -୫୩ର ସମ୍ପ୍ରସାରଣ ସହ ରାଜପଥ ଦୁଇ ଲେନ୍ ବିଶିଷ୍ଟ ହେବ

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ଛେଣ୍ଡିପଦା - ଅନୁଗୋଳ ଜିଲ୍ଲା ବାଗଡିଆ ଥାନା ଅନ୍ତର୍ଗତ କଣଲୋଇରୁ କୋଡାନାଳି ଯାଇଥିବା ରାସ୍ତାର ନୁହୁରାଣୀ ନାଳ ନିିକଟରେ ଏକ ମହୁଲ ଗଛ ମୁଳରୁ ଅଜଣା ଯୁବକଙ୍କ ମୃତ ଦେହ ମିଳିଛି । ମୃତକ ଜଣକ ମହୁଲ ଗଛ ମୁଳରେ ମୁହଁ…

Continue Reading ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ଜବତ ଗଞ୍ଜେଇ ଓ ବ୍ରାଉନ ସୁଗାର ପୋଡି ନଷ୍ଟ କଲା ଅବକାରୀ ବିଭାଗ

ନାଲକୋନଗର - ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗ ଦ୍ଵାରା ବିଭିନ୍ନ ସମୟରେ ଧର ପଗଡ଼ କରି ଛେଣ୍ଡିପଦା,ଆଠମଲ୍ଲିକ, କୋଲିୟରି ଅନୁଗୋଳ ପ୍ରଭୃତି ଥାନା ଅଂଚଳରୁ ଜବତ କରିଥିବା ମାଦକ ଦ୍ରବ୍ୟ ବେଆଇନ ଗଞ୍ଜେଇ ଓ ବ୍ରାଉନସୁଗାର ପୋଡି ନଷ୍ଟ କରା ଯାଇଛି…

Continue Reading ଜବତ ଗଞ୍ଜେଇ ଓ ବ୍ରାଉନ ସୁଗାର ପୋଡି ନଷ୍ଟ କଲା ଅବକାରୀ ବିଭାଗ

ଦ୍ବିତୀୟ ଥର ପାଇଁ ରାଷ୍ଟ୍ରୀୟସ୍ତରୀୟ ଗୋଲଡେନ୍ ପିକକ୍ ସିଏସଆର ପୁରସ୍କାର ପାଇଲା ଜେ.ଏସ୍.ପି.

ଭୁବନେଶ୍ୱର - ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ଇସ୍ପାତ ସେକ୍ଟରରେ କର୍ପୋରେଟ ସାମାଜିକ ଦାୟିତ୍ବ କାର୍ଯ୍ୟରେ ଉତ୍କର୍ଷତା ପାଇଁ ସମ୍ମାନଜନକ ଗୋଲଡେନ୍ ପିକକ୍ ପୁରସ୍କାର ୨୦୨୨ ସମ୍ମାନ ପ୍ରଦାନ କରାଯାଇଛି । ଜାନୁଆରୀ ୧୨ରେ ମୁମ୍ବାଇରେ…

Continue Reading ଦ୍ବିତୀୟ ଥର ପାଇଁ ରାଷ୍ଟ୍ରୀୟସ୍ତରୀୟ ଗୋଲଡେନ୍ ପିକକ୍ ସିଏସଆର ପୁରସ୍କାର ପାଇଲା ଜେ.ଏସ୍.ପି.

ବିଜେଡିର ୨୬ ତମ ପ୍ରତିଷ୍ଠା ଦିବସ

ଅନୁଗୋଳ - ବିଜେଡିର ୨୬ ତମ ପ୍ରତିଷ୍ଠା ଦିବସ ଅନୁଗୋଳ ଠାରେ ବିଜୁ ଜନତା ଦଳ ପକ୍ଷରୁ ପାଳିତ ହୋଇଛି । ଅନୁଗୋଳ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ତଥା ମାହାଙ୍ଗାର ବିଧାୟକ ପ୍ରତାପ ଜେନା , ଅନୁଗୋଳ ବିଜେଡି ପର୍ଯ୍ୟବେକ୍ଷକ ପ୍ରଶାନ୍ତ…

Continue Reading ବିଜେଡିର ୨୬ ତମ ପ୍ରତିଷ୍ଠା ଦିବସ

ଶାଶୁ ବୋହୁ ସମ୍ମିଳନୀ

ଅନୁଗୋଳ - ଅନୁଗୋଳ ଜିଲ୍ଲା ନନ୍ଦପୁର ସ୍ୱାସ୍ଥ୍ୟ ଆରୋଗ୍ୟ ଉପକେନ୍ଦ୍ରରେ ଶାଶୁ ବୋହୁ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି ।ଶାଶୁ ବୋହୁଙ୍କ ମଧ୍ୟରେ ପରିବାର ନିୟନ୍ତ୍ରଣ ସହ ସୁରକ୍ଷିତ ମାତୃତ୍ୱ ଉପରେ ସଚେତନତା କରିବା ହେଉଛି ଏହି ସମ୍ମିଳନୀର ଲକ୍ଷ୍ୟ ।ଗର୍ଭାବସ୍ଥାରେ…

Continue Reading ଶାଶୁ ବୋହୁ ସମ୍ମିଳନୀ

ଡାକ୍ତରଖାନା ପରିସରରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କା ମୂଲ୍ୟର ଔଷଧ

ଅନୁଗୁଳ - ଅନୁଗୁଳ ଜିଲ୍ଲା କିଶୋରନଗର ଡାକ୍ତରଖାନା ପରିସରରେ ଭୟାବହ ଅଗ୍ନିକାଣ୍ଡ । ଡାକ୍ତରଖାନାର ଔଷଧ ଷ୍ଟୋର ରୁମରେ ନିଆଁ ଲାଗିଛି । ଯାହା ଫଳରେ ଲକ୍ଷାଧିକ ଟଙ୍କାର ଔଷଧ ନଷ୍ଟ ହୋଇ ଯାଇଥିବା ଜଣା ପଡ଼ିଛି । ସୂଚନା ଅନୁସାରେ…

Continue Reading ଡାକ୍ତରଖାନା ପରିସରରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କା ମୂଲ୍ୟର ଔଷଧ

ଶୀଘ୍ର ସାର ଜାତୀୟ ରାଜପଥ ୫୫ କାର୍ଯ୍ୟ – ମୁଖ୍ୟ ଶାସନ ସଚିବ

ଅନୁଗୁଳ - ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମ୍ବଲପୁର ଜିଲ୍ଲା ଗସ୍ତ କରି କଟକ - ସମ୍ବଲପୁର ଜାତୀୟ ରାଜପଥ ( ଏନ୍ଏଚ୍ - ୫୫ ) ର ଚାରି ଲେନ ବିଶିଷ୍ଟ କାର୍ଯ୍ୟର ଅଗ୍ରଗତି ସଂପର୍କରେ…

Continue Reading ଶୀଘ୍ର ସାର ଜାତୀୟ ରାଜପଥ ୫୫ କାର୍ଯ୍ୟ – ମୁଖ୍ୟ ଶାସନ ସଚିବ

ମେହେନ୍ଦୀରେ ୱାର୍ଲଡ଼ କପ ହକିକୁ ସ୍ୱାଗତ କଲେ ତାଳଚେର ଛାତ୍ରୀ – ଉଚ୍ଚ ଶିକ୍ଷା ବିଭାଗର ଟ୍ୱିଟ

ଅନୁଗୁଳ - ହକି ୱାର୍ଲଡ଼ କପକୁ ନେଇ ସବୁଠି ଉତ୍ସାହ ଭରି ରହିଛି । ଦ୍ଵିତୀୟ ଥର ପାଇଁ ଓଡ଼ିଶାରେ ହେଉଥିବା ଏହା ହକି ମହାକୁମ୍ଭ ପାଇଁ ସମଗ୍ର ଓଡିଶା ଏକ ପ୍ରକାର ଉତ୍ସବ ମୁଖର ହୋଇ ପଡିଛି । ହକି…

Continue Reading ମେହେନ୍ଦୀରେ ୱାର୍ଲଡ଼ କପ ହକିକୁ ସ୍ୱାଗତ କଲେ ତାଳଚେର ଛାତ୍ରୀ – ଉଚ୍ଚ ଶିକ୍ଷା ବିଭାଗର ଟ୍ୱିଟ

ଦିନେଶ ପ୍ରଧାନଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଗୁରୁତ୍ତ୍ବପୂର୍ଣ ଦାୟିତ୍ୱ

ଅନୁଗୁଳ - ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କୁ ଓଡିଶା ସରକାରଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବସୁଧାର ଉପଦେଷ୍ଟା ଭାବେ ନିଯୁକ୍ତ କରାଯାଇଛି । ଏହି ଦାୟିତ୍ତ୍ବ…

Continue Reading ଦିନେଶ ପ୍ରଧାନଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଗୁରୁତ୍ତ୍ବପୂର୍ଣ ଦାୟିତ୍ୱ

ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ପରିବାର ବର୍ଗଙ୍କୁ ଭେଟିଲେ ବିଜେପିର ବିଧାୟକ ଟିମ

ଅନୁଗୁଳ - ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ଚାରି ଦିନ ପୂର୍ବରୁ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ବିଜେପି ପକ୍ଷରୁ ବୁଧବାର ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ ବିଧାୟକ ନାଉରି ନାଏକ,…

Continue Reading ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ପରିବାର ବର୍ଗଙ୍କୁ ଭେଟିଲେ ବିଜେପିର ବିଧାୟକ ଟିମ

ଯୌତୁକ ଦାବିରେ ବଧୂହତ୍ୟା ଅଭିଯୋଗ

ଅନୁଗୁଳ - ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପରଙ୍ଗ ଗ୍ରାମରେ ଯୌତୁକ ପାଇଁ ଜଣେ ବୋହୂକୁ ଶାଶୁ ଘର ଲୋକ ମାରି ଦେଇଥିବା ଅଭିଯୋଗ ହୋଇଛି । ଗାଁର ରୁଦ୍ର ପାତ୍ର ନିଜ ସ୍ତ୍ରୀ ସୁଜାତା ପାତ୍ର ରଶି ଲଗାଇ…

Continue Reading ଯୌତୁକ ଦାବିରେ ବଧୂହତ୍ୟା ଅଭିଯୋଗ

ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟାକାଣ୍ଡ ଘଟଣାର ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ଅନୁଗୁଳ - ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବାର ଦୀର୍ଘ ୧୬ ବର୍ଷ ପାରେ ନ୍ୟାୟାଳୟ ପକ୍ଷରୁ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଅନୁଗୁଳ ଥାନା ଶାକସିଂହା ଗ୍ରାମରେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ଅତି ବିଭତ୍ସ ଭାବେ…

Continue Reading ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟାକାଣ୍ଡ ଘଟଣାର ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ନଅ ଦଫା ଦାବିରେ “ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ” ପକ୍ଷରୁ ଜନ ଆନ୍ଦୋଳନ

ଅନୁଗୁଳ - ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାର ଦୀର୍ଘ ଦିନର ଦାବି ତାଳଚେର ମେଡିକାଲ କଲେଜକୁ ଅବିଳମ୍ବେ କାର୍ଯ୍ୟକ୍ଷମ କରିବା , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସୁପର୍‌ସ୍ପେସିଆଲିଟି ହସ୍ପିଟାଲରେ ପରିଣତ କରି ମେଡିକାଲ କଲେଜକୁ ଉନ୍ନୀତ କରିବା , ଜିଲ୍ଲା ମୁଖ୍ୟ…

Continue Reading ନଅ ଦଫା ଦାବିରେ “ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ” ପକ୍ଷରୁ ଜନ ଆନ୍ଦୋଳନ