କୁଆଡ଼େ ଗଲେ ରାଜାସାହେବ୍‌?

ଅନୁଗୁଳ -  ସାଂସଦଙ୍କ ଦେଖା ମିଳୁନି । ମାସେ କି ଦୁଇ ମାସ ନୁହେଁ । ବର୍ଷ ବର୍ଷ ଧରି ସାଂସଦ ନିର୍ବାଚନ ମଣ୍ଡଳୀ ମାଟି ମାଡ଼ିନାହାଁନ୍ତି । ସମସ୍ୟା ବୁଝି ଉନ୍ନୟନମୂଳକ କାର୍ଯ୍ୟ କରିବା ଦୂର କଥା , ଦଳୀୟ…

Continue Reading କୁଆଡ଼େ ଗଲେ ରାଜାସାହେବ୍‌?

ପଦ୍ମଫୁଲ ତୋଳିବାକୁ ଯାଇ ଜଣେ ମୃତ

ଛେଣ୍ଡିପଦା - ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଟାଙ୍ଗିରୀ ଗାଁ ନିକଟରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଗାଡ଼ିଆକୁ ପଦ୍ମ ଫୁଲ ତୋଳିବାକୁ ଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କର ପାଣିରେ ବୁଡି ମୃତ୍ୟୁ ହୋଇଛି । ସୂଚନା ଅନୁସାରେ…

Continue Reading ପଦ୍ମଫୁଲ ତୋଳିବାକୁ ଯାଇ ଜଣେ ମୃତ

ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

ଅନୁଗୁଳ - ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅଞ୍ଚଳରେ ୨୦୧୨ ମସିହା ସେପ୍ଟେମ୍ବର ମାସ ୨୨ ତାରିଖରେ ହୋଇଥିବା ଏକ ହତ୍ୟାକାଣ୍ଡର ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମନା ଅନାଦେୟ ଆଉ ୧ ବର୍ଷ କାରାଦଣ୍ଡରେ ଦଣ୍ଡିତ…

Continue Reading ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

ମୋଟରସାଇକେଲକୁ ଧକ୍କା ଦେଲା କାର – ଜଣେ ମୃତ

ପାଲଲହଡା - ଅନଗୁଳ ଜିଲ୍ଲା ପାଲଲହଡା ଥାନା ୧୪୯ ନମ୍ବର ଜାତୀୟ ରାଜପଥ ଝିମିରିପାଲି ଠାରେ କାର ଓ ମୋଟରସାଇକେଲ ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସସରେ କାରଟି…

Continue Reading ମୋଟରସାଇକେଲକୁ ଧକ୍କା ଦେଲା କାର – ଜଣେ ମୃତ

ନ୍ୟାୟ ପାଇଁ ସ୍ୱାମୀ ଘର ଆଗରେ ସ୍ତ୍ରୀର ଧାରଣା

ଛେଣ୍ଡିପଦା - ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୁକୁରପଟା ଗାଁ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ନ୍ୟାୟ ଅପେକ୍ଷାରେ ୩ ଦିନ ହେବ ସ୍ୱାମୀ ଘରର ମୁଖ୍ୟ ଫାଟକ ସମୁଖରେ ଜଗିରହିଛି ସ୍ତ୍ରୀ । ଘଟଣାରୁ ପ୍ରକାଶ…

Continue Reading ନ୍ୟାୟ ପାଇଁ ସ୍ୱାମୀ ଘର ଆଗରେ ସ୍ତ୍ରୀର ଧାରଣା

ସନ୍ତୋଷ ହେଲେ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦେଶକ

ଅନୁଗୁଳ - ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ଆଜି ଅବିଭକ୍ତ ଅନୁଗୁଳ-ଢେଙ୍କାନାଳ ଜିଲ୍ଲାର ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦେଶକ ପଦବୀ ପାଇଁ ଅନୁଷ୍ଠିତ ନିର୍ବାଚନରେ ସନ୍ତୋଷ କୁମାର ପ୍ରଧାନ ନିର୍ବାଚିତ ହୋଇଛନ୍ତି…

Continue Reading ସନ୍ତୋଷ ହେଲେ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦେଶକ

ଅନୁଗୁଳରେ ଅକ୍ଷୟ ଶ୍ରାଦ୍ଧ ସନ୍ଧ୍ୟା

ଅନୁଗୁଳ - ଓଡ଼ିଶାର ଜନମାନସରେ ଏକ ପ୍ରଭାବଶାଳୀ ପ୍ରତିଭା ଭାବେ ରହିଆସିଛନ୍ତି ଓଡ଼ିଆ ଗୀତ, ସଙ୍ଗୀତର ଅପ୍ରତିଦ୍ବନ୍ଦ୍ବୀ ଚେହେରା ସ୍ବର୍ଗତଃ ଅକ୍ଷୟ ମହାନ୍ତି। କେବଳ ଗୀତ ଓ ସଙ୍ଗୀତ ନୁହେଁ ବରଂ ଅନେକ ସଫଳ ଗଳ୍ପ ଓ ଉପନ୍ୟାସର ସ୍ରଷ୍ଟା ଅକ୍ଷୟଙ୍କ…

Continue Reading ଅନୁଗୁଳରେ ଅକ୍ଷୟ ଶ୍ରାଦ୍ଧ ସନ୍ଧ୍ୟା

ତଥାଗତଙ୍କ ତେରଛା ବାଣ – ଫେରିବେ କି ରାଜନୀତି କୁ ?

ଅନୁଗୁଳ - ପଦ୍ମପୁର ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତିରେ ଉଷ୍ମତା ରହିଛି । ଏହି ସମୟରେ ବରିଷ୍ଠ ନେତା ତଥାଗତ ଶତପଥିଙ୍କ ମନ୍ତବ୍ୟ ଆହୁରି ଉଷ୍ମତା ଭରି ଦେଇଛି । ୨୦୧୯ ମସିହାରୁ ରାଜନୀତିରୁ ଦୂରେଇ ରହିଥିବା ବିଜେଡିର ପୂର୍ବତନ ସାଂସଦ…

Continue Reading ତଥାଗତଙ୍କ ତେରଛା ବାଣ – ଫେରିବେ କି ରାଜନୀତି କୁ ?

ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ଯୁବକ ଗିରଫ

ଅନୁଗୁଳ - ଅନୁଗୁଳ ଜିଲ୍ଲା ଅନୁଗୁଳ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କଲା ଯୁବକ । ଆଉ ଏହି ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ପୁଲିସ…

Continue Reading ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ଯୁବକ ଗିରଫ

ହିଙ୍ଗୁଳା ମନ୍ଦିର ନିର୍ମାଣରେ ଅର୍ଥ ହେରଫେର ଖବର ମିଥ୍ୟା – ଉପଜିଲ୍ଲାପାଳ

ତାଳଚେର - ଗତ ନଭେମ୍ବର ମାସ ୧୦ ତାରିଖ ରାତି ୧୦.୩୦ ମିନିଟ୍ ରେ ଓଟିଭି ଚାନେଲରେ ମା’ ହିଙ୍ଗୁଳା ମନ୍ଦିର ଉପରେ "ଯୋଜନାର ନା ହରିଲୁଟ" ଶୀର୍ଷକରେ ଏକ ଖବର ପ୍ରସାରିତ ହେଇଥିଲା ।  ଯାହାକି ତଥ୍ୟ ସମ୍ବଳିତ ନୁହେଁ…

Continue Reading ହିଙ୍ଗୁଳା ମନ୍ଦିର ନିର୍ମାଣରେ ଅର୍ଥ ହେରଫେର ଖବର ମିଥ୍ୟା – ଉପଜିଲ୍ଲାପାଳ

ଡିଜେ ବନ୍ଦ କରିବାରୁ ପୁଲିସକୁ ଆକ୍ରମଣ – ଘଟଣାରେ ୭ ଅଟକ

ଅନୁଗୁଳ - ବିଳମ୍ବିତ ରାତି ଯାଏଁ କାର୍ତ୍ତିକେଶ୍ବର ପୂଜା ଭଷାଣି ଉତ୍ସବ ଚାଲୁଥିବା ବେଳେ ଅଭିଯୋଗ ପାଇ ଯାଇଥିବା କିଛି ପୁଲିସ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ୭ ଜଣଙ୍କୁ ପୁଲିସ ଅଟକ ରଖିଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ବଅଁରପାଳ…

Continue Reading ଡିଜେ ବନ୍ଦ କରିବାରୁ ପୁଲିସକୁ ଆକ୍ରମଣ – ଘଟଣାରେ ୭ ଅଟକ

ଶୈଳଶ୍ରୀକ୍ଷେତ୍ର ଆୟ ୪୧ ଲକ୍ଷ – ବ୍ୟୟ ୪୦ ଲକ୍ଷ

ଅନୁଗୁଳ - ଅନୁଗୁଳ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । କମିଟିର ସଭାପତି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମନ୍ଦିରର ଆୟବ୍ୟୟର ହିସାବ ଉପସ୍ଥାପନ କରାଯାଇଥିଲା । ଏହି ହିସାବ ଅନୁସାରେ ୨୦୨୧…

Continue Reading ଶୈଳଶ୍ରୀକ୍ଷେତ୍ର ଆୟ ୪୧ ଲକ୍ଷ – ବ୍ୟୟ ୪୦ ଲକ୍ଷ

ଜାନୁଆରୀ ମାସରେ ଜିଲ୍ଲା ମହୋତ୍ସବ – ଚଳିତ ବର୍ଷ ୫ ଦିନ ହେବ ମହୋତ୍ସବ

ଅନୁଗୁଳ - ଅନୁଗୁଳ ଜିଲ୍ଲା ମହୋତ୍ସବ ଏଥର ୫ ଦିନିଆ ହେବ । ଜାନୁଆରୀ ୧୮ ତାରିଖରୁ ଦଶମ ଅନୁଗୁଳ ଜିଲ୍ଲା ମହୋତ୍ସବ ଆରମ୍ଭ ହେବ । ଜାନୁଆରୀ ମାସର ଶୀତୁଆ ସନ୍ଧ୍ୟାରେ ନାଚଗୀତରେ ଝୁମିବେ ଅନୁଗୁଳବାସୀ । ଗତ ବର୍ଷ…

Continue Reading ଜାନୁଆରୀ ମାସରେ ଜିଲ୍ଲା ମହୋତ୍ସବ – ଚଳିତ ବର୍ଷ ୫ ଦିନ ହେବ ମହୋତ୍ସବ

ନୂଆ ରୂପ ନେବ ପରିତ୍ୟକ୍ତ ପୋଖରୀ – ପାଲଟିବ ସୌନ୍ଦର୍ଯ୍ୟର ଭଣ୍ଡାର

ଅନୁଗୁଳ - ଅନୁଗୁଳ ସହରର ରୂପରେଖ ୨୦୨୩ ଏପ୍ରିଲ୍ ସୁଦ୍ଧା ବଦଳିଯିବ । ସୌନ୍ଦର୍ଯ୍ୟର ଗନ୍ତାଘର ପାଲଟିବ ଶିଳ୍ପ ରାଜଧାନୀ ଅନୁଗୁଳ । ଭଳିକି ଭଳି କଳାକୃତି ଓ ସୌନ୍ଦର୍ଯ୍ୟର ଉପାଦାନରେ ଆଖି ଖୋସି ହୋଇଯିବ । ଏବେ ସଦର ମହକୁମାରେ…

Continue Reading ନୂଆ ରୂପ ନେବ ପରିତ୍ୟକ୍ତ ପୋଖରୀ – ପାଲଟିବ ସୌନ୍ଦର୍ଯ୍ୟର ଭଣ୍ଡାର

ତିନି ସ୍ୱର୍ଣ୍ଣ ଜିଣି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଲେ ପ୍ରକାଶ

ଅନୁଗୁଳ - ବେଙ୍ଗଲ ଆଥେଲେଟିକ ଆସୋସିଏସନ ପକ୍ଷରୁ ଦୁଗଲି ଜିଲ୍ଲାର ଚିନସୁରା ମୈଦାନରେ ମିନି ଇଣ୍ଟରନେସନାଲ ମାଷ୍ଟର ଆଥେଲେଟିକ ମିଟ ୨୨ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବାଙ୍ଗଳାଦେଶ , ଶ୍ରୀଲଙ୍କା , ନେପାଳ ଓ ଭାରତରୁ ପ୍ରାୟ ୧…

Continue Reading ତିନି ସ୍ୱର୍ଣ୍ଣ ଜିଣି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଲେ ପ୍ରକାଶ