ଅପରାଧ ଗଞ୍ଜେଇ ଚାଷ ନଷ୍ଟ କଲା ଅବକାରୀ ବିଭାଗ Angul OnlineJanuary 6, 2022January 6, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରାପଡା ଥାନା ଅଞ୍ଚଳରେ ଏବେ ମଧ୍ୟ ବେଆଇନ ଗଞ୍ଜେଇ ଚାଷ ହେଉଥିବା ଜଣା ପଡିଛି । ଆଜି କୌଣସି ସୂତ୍ରରୁ ଖବର ପାଇ ଅନୁଗୁଳ ଅବକାରୀ ବିଭାଗ ଏହି ବେଆଇନ ଭାବେ ଚାଷ ଉପରେ ଚଢାଉ କରିଥିଲା । ଜରାପଡା ଥାନା ମାଟିଗାଡିଆସାହିର ଏକ କାଜୁ ବଗିଚାରେ ପ୍ରାୟ ୦.୮୫ ଏକରରେ ହୋଇଥିବା ଏହି ଗଞ୍ଜେଇ ଗଛକୁ କାଟି ପୋଡି ଦିଆ ଯାଇଛି । ଅନୁଗୁଳ ଅବକାରୀ ଅଧିକ୍ଷକଙ୍କ ନିରଦେଶରେ ଚଢାଉରେ ଅନୁଗୁଳ ଅବକାରୀ ବିଭାଗ ଓ ମୋବାଇଲ ଟିମ ସାମିଲ ହୋଇଥିଲେ । Advertisement
ବିପୁଳ ପରିମାଣର ନକଲି ମଦ , ଠିପି ଓ ମେସିନ ଜବତ – ଦୁଇ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ଆଜି ଛେଣ୍ଡିପଦା ଥାନା ମାଛକୁଟା ଗାଁରେ ଚଢ଼ାଉ କରି ଏକ ନକଲି ମଦ କାରଖାନା ଠାବ କରିଛି ।…
ଛିନତାଇ ଅଭିଯୋଗରେ ୨ ନାବାଳକ ସମେତ ୪ ଗିରଫ ଅନୁଗୁଳ – ଅନୁଗୁଳ ସଦରଥାନା ଅନ୍ତର୍ଗତ ଅନୁଗୁଳ ବନ୍ତଳା ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁଇଟି ଲୁଟପାଟ ହୋଇଥିବା ବେଳେ ଏହି ଘଟଣାରେ ୨ ନାବାଳକଙ୍କ ସମେତ…
ସାମାନ୍ୟ ବଚସାରୁ ପିଟିପିଟି ମାରିଦେଲେ ଅନୁଗୁଳ – ଅନୁଗୁଳ ଜିଲ୍ଳା ଶିଳ୍ପାଞ୍ଚଳ ନିଶା ଥାନା ଅନ୍ତର୍ଗତ ଗୋଳାବନ୍ଧ ଗାଁରେ ବିହାର ରାଜ୍ୟର ଜଣେ ଯୁବକଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି ।…