ଅନୁଗୁଳ – ଅନୁଗୁଳ ଜିଲ୍ଲା ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ବିତ୍ତ ପରିଚାଳକ (DAM) ସପନ ପାତ୍ରଙ୍କ ଆଜି ସକାଳେ ପରଲୋକ ହୋଇ ଯାଇଛି । ସେ ଗତ କିଛି ମାସ ହେବ ଅସୁସ୍ଥ ଥିଲେ । ତାଙ୍କ ପୈତୃକ ଘର ବାଲେଶ୍ଵର ଜିଲ୍ଲାରେ ହୋଇଥିବା ବେଳେ ସେ ପ୍ରାୟ ୭/୮ ବର୍ଷ ହେବ ସେ ଅନୁଗୁଳ ସ୍ୱାସ୍ଥ୍ୟ ବିଭାଗରେ ଅର୍ଥ ପରିଚାଳକ ଥିଲେ ।ଜଣେ ମିଷ୍ଟଭାଷୀ, ମେଳାପୀ ଓ ଦକ୍ଷ କର୍ମଚାରୀ ଭାବେ ସେ ପରିଚିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା । ତାଙ୍କ ବିୟୋଗରେ ଚିକିତ୍ସାଳୟ କର୍ମଚାରୀ ମହଲରେ ଶୋକର ଛାୟା ଖେଳି ଯାଇଛି ।
What’s your Reaction?
+1
+1
+1
+1
+1
+1
+1
2