ବାଣିଜ୍ୟ ଲକ୍ଷ୍ମି ହୋଣ୍ଡାରେ ହୋଣ୍ଡା ୟୁନିକର୍ଣ୍ଣର ଗ୍ରାହକ ସମାବେଶ Angul OnlineSeptember 6, 2022September 6, 2022 ଅନୁଗୁଳ – ହୋଣ୍ଡା ମୋଟର ସାଇକେଲ୍ ଏବଂ ସ୍କୁଟର ଇଣ୍ଡିଆ ର ଅଧିକୃତ ବିକ୍ରେତା ଲକ୍ଷ୍ମି ହୋଣ୍ଡା ଠାରେ ହୋଣ୍ଡା ୟୁନିକର୍ଣ୍ଣର ଗ୍ରାହକ ସମାବେଶ ହୋଇଯାଇଛି । ଏହି ସମାରୋହେରେ ହୋଣ୍ଡା ୟୁନିକର୍ଣ୍ଣର ଗ୍ରାହକ ମାନେ ଯୋଗଦାନ କରିଥିଲେ । ଯେଉଁ ଥିରେ ହୋଣ୍ଡା ୟୁନିକର୍ଣ୍ଣ ଗ୍ରାହକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ଗ୍ରାହକ ମାନେ ଦୀର୍ଘ ଦିନ ଅପେକ୍ଷା କରି ସେମାନଙ୍କର ପ୍ରିୟ ହୋଣ୍ଡା ୟୁନିକର୍ଣ୍ଣ ଗାଡି ନେଇଥିବାରୁ ଗ୍ରାହକ ମାନଙ୍କୁ ଧନ୍ୟବାଦ ଜଣା ଯାଇଥିଲା । ଉପସ୍ଥିତ ସମସ୍ତ ଗ୍ରାହକ ମାନଙ୍କୁ ଗାଡିର ରକ୍ଷଣା ବେକ୍ଷଣ ଏବଂ ସବୁ ପ୍ରକାର ସୁବିଧା ବିଷୟରେ ଅବଗତ କରାଯାଇଥିଲା । ଵର୍ତମାନ ହୋଣ୍ଡା ୟୁନିକର୍ଣ୍ଣ ପାଇଁ ସ୍ୱତନ୍ତ୍ର ଏକ୍ସଚେଞ୍ଜ ଏବଂ ଫାଇନାନ୍ସ ର ବ୍ୟବସ୍ଥା କରାଯାଇଅଛି । ଯେଉଁଥିରେ ଗ୍ରାହକ ମାନେ ଅଳ୍ପ ଡାଉନ ପେମେଣ୍ଟ ଏବଂ ଅଳ୍ପ ସୁଧରେ ସହଜ ଋଣ ଆଧାରରେ ଗାଡି ନେଇ ପାରିବେ । ଶେଷରେ ଲଷ୍ମୀ ହୋଣ୍ଡା ର ସମସ୍ତ କର୍ମଚାରୀ] ଉପସ୍ଥିତ ଗ୍ରାହକ ମାନଙ୍କୁ ଧନ୍ୟଵାଦ ଜଣାଇଥିଲେ । Advertisement
ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାରକୁ ଫିକି ସିଏସଆର ସମ୍ମାନ ଅନୁଗୁଳ – କୋଭିଡ୍-୧୯ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଦେଶର ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ଫିକି ସିଏସଆର ସ୍ୱତନ୍ତ୍ର…
ଜିନ୍ଦଲ ଷ୍ଟିଲ ଓଡିଶାର ପ୍ରସ୍ତାବିତ ଇସ୍ପାତ କାରଖାନାର ସଂପ୍ରସାରଣ ପ୍ରକଳ୍ପ ପାଇଁ ପରିବେଶୀୟ ମଞ୍ଜୁରୀ ଜନଶୁଣାଣୀ ସଫଳତାର ସହ ସମ୍ପନ୍ନ ଅନୁଗୁଳ – ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ସମ୍ପୂର୍ଣ ମାଲିକାନାଧୀନ ସହାୟକ କମ୍ପାନୀ ଜିନ୍ଦଲ ଷ୍ଟିଲ ଓଡିଶାର ପ୍ରସ୍ତାବିତ ୧୯.୨ ଏମଟିପିଏ ଇସ୍ପାତ କାରଖାନା ଏବଂ ଏହି…
କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଜେଏସପିକୁ ସୋସିଆଲ ଇମ୍ପାକ୍ଟ ୨୦୨୪ ପୁରସ୍କାର ଭୁବନେଶ୍ୱର- ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) କୁ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସୋସିଆଲ ଇମ୍ପାକ୍ଟ ଆୱାର୍ଡ ୨୦୨୪ ପ୍ରଦାନ…