ମୁଖ୍ୟ ଖବର ପୁଲିସ ଏସ୍.ଆଇ ଓ ଏ.ଏସ୍.ଆଇ ସ୍ତରରେ ବଡ଼ ଅଦଳବଦଳ Angul OnlineJanuary 19, 2024January 19, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସ ଏସ୍.ଆଇ ଓ ଏ.ଏସ୍.ଆଇ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି । ଅନୁଗୁଳ ଜିଲ୍ଲା ଏସ୍.ପି. ସୁଧାଂଶୁ ଶେଖର ମିଶ୍ରଙ୍କ ନିର୍ଦେଶରେ ଜିଲ୍ଲାର ବିଭିନ୍ନ ଥାନାରୁ ୩୦ ଜଣ ଏସ୍.ଆଇ ଓ ୪୧ ଜଣ ଏ.ଏସ୍.ଆଇଙ୍କ ବିଭିନ୍ନ ଥାନାକୁ ବଦଳି କରାଯାଇଛି । ଏସ୍.ଆଇ. ମାନଙ୍କ ମଧ୍ୟରେ ଅନୁଗୁଳ ଥାନାର ଏସ୍.ଆଇ ପ୍ରଶାନ୍ତ ପ୍ରଧାନଙ୍କୁ ଗୋପାଳପ୍ରସାଦ ଥାନା ଓ ଶୁଭଲକ୍ଷ୍ମୀ ସିଂଙ୍କର ଛେଣ୍ଡିପଦା ଥାନାକୁ ବଦଳି କରାଯାଇଛି। Advertisement
ସୂଚନା ଫଳକ ଭାଙ୍ଗିଲେ ବିଜେପି କର୍ମୀ !! ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା କମ୍ପସଲା ଗ୍ରାମ ପଞ୍ଚାୟତର କୁମ୍ଭରିଆ ସେତୁ ଉଦଘାଟନ ଫଳକ ଭଙ୍ଗାକୁ ନେଇ ଶାସକ ଦଳ କର୍ମୀଙ୍କ ମଧ୍ୟରେ…
ଗରାଖଙ୍କୁ ହାଇରାଣ କରି ବ୍ୟାଙ୍କ୍ ଗଣିଲା ଜୋରିମନା ଅନୁଗୁଳ – ଜଣେ ବୃଦ୍ଧାଙ୍କ ଆକାଉଣ୍ଟକୁ ଫ୍ରିଜ କରିବା ଆଉ ତାଙ୍କୁ ଟଙ୍କା ନଦେବା ଫଳରେ ବ୍ୟାଙ୍କକୁ ଜୋରିମନା ଗଣିବାକୁ ପଡିଛି । ଅନୁଗୁଳ ଜିଲ୍ଲା ଖାଉଟି…
୧୦ ଫୁଟ ଲମ୍ବର ଅଜଗର ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ମୂଷlପlପୁଲି ଗାଁ ର ବାଙ୍କନିଧି ପ୍ରଧାନଙ୍କ ବଗିଚାରେ ଥିବା କୂଅରୁ ଶୁକ୍ରବାର ଏକ ୧୦ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର…