ବାଣିଜ୍ୟ ଲକ୍ଷ୍ମୀ ହୋଣ୍ଡାରେ ହୋଣ୍ଡା ଡିଓ ସ୍ପୋର୍ଟସ ଏଡିସନର ବଜାର ପ୍ରବେଶ Angul OnlineSeptember 29, 2022September 29, 2022 ଅନୁଗୁଳ – ହୋଣ୍ଡା ମୋଟରସାଇକେଲ ଓ ସ୍କୁଟରର ଅଧିକୃତ ବିକ୍ରେତା laxmi Honda ରେ Honda ବହୁ ପ୍ରତିକ୍ଷିତ Honda Dio sports edition ର ବଜାର ପ୍ରବେଶ ହୋଇଯାଇଅଛି । ଏହି ବଜାର ପ୍ରବେଶ ଉପସ୍ଥିତ ଗ୍ରାହକ ମାନଙ୍କ ଦ୍ବାରା କରାଯାଇଥିଲା । Dio sports edition ଏକ ଅତି ଆକର୍ଷଣୀୟ scooter ସହିତ ଉନ୍ନତ ମାଇଲେଜ ଏବଂ ଶକ୍ତି ମଧ୍ଯ ଦେଇଥାଏ । ଏହା ଦୁଇଟି ଆକର୍ଷିତ colour ରେ ଉପଲବ୍ଧ ଯେପରି sports red , stontium silver metalic ଏବଂ esp technology , silent start with ACG , Side stand engine cut off , DC head light , engine start ଏବଂ stop switch , passing switch ପରି ଅତ୍ୟାଧୁନିକ ଗୁଣବତ୍ତାର ଭରପୁର । ଏହାର exshowroom ମୂଲ୍ୟ ମାତ୍ର Rs- 73,933 / ରୁ ଆରମ୍ଭ , Dio sports edition ପାଇଁ ସ୍ୱତନ୍ତ୍ର exchange ଏବଂ finance ବ୍ୟବସ୍ଥା କରାଯାଇଅଛି । ଯେଉଁଥ୍ରେ ଗ୍ରାହକ ମାନେ 1100 ଟଙ୍କା ( downpayment ) ଦେଇ ହୋଣ୍ଡା ଗାଡ଼ି ନେଇପାରିବେ । ତା ସାଙ୍ଗକୁ free helmet ଏବଂ ପବିତ୍ର ପୂଜାର offer ବାବଦରେ ପ୍ରତ୍ୟେକ କ୍ରୟରେ ନିଶ୍ଚିତ ଉପହାର ରହିଛି । ନିଜର ମନପାସନ୍ଦ ଗାଡ଼ି booking କଲେ ଏକ ସମୟରେ ଗ୍ରାହକ ମାନେ ନିଜର ଗାଡ଼ି ପାଇପାରିବେ ବୋଲି ଲକ୍ଷ୍ମୀ ହୋଣ୍ଡା ର ସ୍ଵତ୍ତାଧିକାରୀ ଶ୍ରୀ ବିକ୍ରମ ଅଗ୍ରୱାଲ କହିଥିଲେ । ବର୍ତ୍ତମାନ laxmi Honda ସବୁ ମଡେଲ ଏବଂ ସବୁ ରଙ୍ଗର ଗାଡ଼ି ମହଜୁତ ଅଛି ଏବଂ ଭବିଷ୍ୟତରେ ଆହୁରୀ ଅତ୍ୟାଧୁନିକ ଗାଡ଼ି ସହିତ ଉତ୍ତମ ସେବା ଯୋଗାଇ ଦେବା ଆମର ପ୍ରଥମ ଲକ୍ଷ ବୋଲି କହିଥିଲେ । Advertisement
ଅନୁଗୁଳରେ THAR ROXX ର ବଜ଼ାର ପ୍ରବେଶ ଅନୁଗୁଳ – ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରାର ଅଧିକୃତ ବିକ୍ରେତା ସିଦ୍ଧି ଲଷ୍ମୀ ମୋଟର୍ସ ଠାରେ ମହିନ୍ଦ୍ରାର ବହୁ ପ୍ରତିକ୍ଷିତ THAR ROXX ର ବଜ଼ାର ପ୍ରବେଶ ହୋଇଛି…
ଆପେ ଇଲେକ୍ଟ୍ରିକ ତିନି ଚକିଆ ଯାନ ବଜ଼ାର ପ୍ରବେଶ ଅନୁଗୋଳ – ଅନୁଗୋଳ ପଞ୍ଚମହାଲ ସ୍ଥିତ ଅଧିକୃତ ବିକ୍ରେତା LAXMI AUTO COMBINE ଠାରେ ଆନୁଷ୍ଠାନିକ ଭାବେ ଆପେ ଇଲେକ୍ଟ୍ରିକ ତିନି ଚକିଆ ଯାନର ଶୁଭଉଦ୍ଘାଟନ ହୋଇଯାଇଅଛି…
ଦିନିକିଆ ଗସ୍ତରେ କୋଲ ଇଣ୍ଡିଆ ଚେୟାରମ୍ୟାନ ତାଳଚେର – କୋଲ ଇଣ୍ଡିଆ ଚେୟାରମ୍ୟାନ ପ୍ରମୋଦ ଅଗ୍ରୱାଲ ଦିନିକିଆ ତାଳଚେର ଗସ୍ତରେ ଆସି ଏମ.ସି.ଏଲ.ର ଲିଙ୍ଗରାଜ ଓ ଭୁବନେଶ୍ଵରୀ କୋଇଲାଖଣି ବୁଲି ଦେଖିଥିଲେ । ପରେ…