ଅନୁଗୁଳ – ଅନୁଗୁଳ Honda Motorcycle & Scooter India ର ଅଧିକୃତ ବିକ୍ରେତା Laxmi Honda ଠାରେ Honda ର ବହୁ ପ୍ରତିକ୍ଷିତ Motorcycle SP 125 OBD-II(B) ର ବଜାର ପ୍ରବେଶ ହୋଇଯାଇଅଛି. ଏହି ବଜାର ପ୍ରବେଶ ରେ ମୁଖ୍ୟ ଅତିଥି ଶ୍ରୀ ରମେଶ ଚନ୍ଦ୍ର ଅଗ୍ରୱାଲ ଏବଂ ସମ୍ମାନୀତ ଅତିଥି ଶ୍ରୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଏବଂ ଶ୍ରୀ ବିକ୍ରମ କୁମାର ଅଗ୍ରୱାଲଙ୍କ କରକମଳ ରେ ହୋଇଥିଲା । Honda SP125 ଅତି ଆକର୍ଷଣୀୟ Sytle ଏବଂ ଉନ୍ନତ Mileage ମଧ୍ୟ ଦେଇଥାଏ । SP125 ସାଧାରଣତଃ ୫ ଟି ରଙ୍ଗରେ ଉପଲବ୍ଧ । ଯାହାକି Imperial Red metalic,Matt.Axis Grey metallic, Pearl Siren Blue,Matt.Marvel Blue Metalic ଏବଂ Black । ଏହି SP125OBD-II(B)ରେ Side stand Engine cut off ସହିତ Maintance free Battery, Chrome Mufler Cover, Fully Digital Meter , Sporty Split Alloy Wheel , Stylish Tail Lamp , Real time Mileage, Distance to Empty, Average Mileage Indicator, Mobile Charger, Bluetooth conectivity, Engine Stop Switch, connect with Honda Road Sync APP ଏବଂ Voice Message, Navigation ପରି ଅତ୍ୟାଧୁନିକ ଗୁଣବତ୍ତାରେ ଭରପୁର ରହିବ । ଏହାର Ex-showroom ମୂଲ୍ୟ ମାତ୍ର-୯୩୪୫୪ ଟଙ୍କା ରୁ ଆରମ୍ଭ ଏବଂ ଏହି SP125 OBD-II(B)ପାଇଁ ସ୍ଵତନ୍ତ୍ର Exchange ଏବଂ Finance ର ସୁବିଧା କରାଯାଇଅଛି । ଏବଂ ଭବିଷ୍ୟତ ରେ ଆହୁରି ଅତ୍ୟାଧୁନିକ ଗାଡି ସହିତ ଗ୍ରାହକ ମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଆମର ପ୍ରଥମ ଲକ୍ଷ୍ୟ ବୋଲି Laxmi Honda ର ସ୍ଵତ୍ୟାଧିକାରି ଶ୍ରୀ ବିକ୍ରମ ଅଗ୍ରୱାଲ କହିଥିଲେ । ଏହି ବଜାର ପ୍ରବେଶ ଉତ୍ସବ ରେ ସହର ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଶେଷରେ ଉପସ୍ଥିତ ସମସ୍ତ ଗ୍ରାହକ ଏବଂ ଅତିଥି ମାନଙ୍କୁ Laxmi Honda ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା ।
Recent News
ବୁଧବାର ହେବ ନାହିଁ ମଦ ଦୋକାନ ପାଇଁ ଲଟେରୀ
ଅନୁଗୁଳ – ମଦ ଦୋକାନ ପାଇଁ ହେବାକୁ ଥିବା ଲଟେରୀ ଉଠାଣ ଆସନ୍ତା କାଲି( ବୁଧବାର) ପରିବର୍ତ୍ତେ ଗୁରୁବାର ଦିନ ହେବ । ଅନୁଗୁଳ ଜିଲ୍ଲାରେ ଥିବା…
ଜେଏସପିଏଲ ପକ୍ଷରୁ ଟ୍ରକ ଡ୍ରାଇଭରମାନଙ୍କ ପାଇଁ ପ୍ରାଥମିକ ଚକ୍ଷୁ ଚିକିତ୍ସା ସେବାର ଶୁଭାରମ୍ଭ
ଅନୁଗୁଳ – ଭାରତର ପ୍ରମୁଖ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡର (ଜେଏସପିଏଲ) ଅନୁଗୁଳ ସ୍ଥିତ ସମନ୍ଵିତ ଇସ୍ପାତ ପ୍ଳାଣ୍ଟ ପକ୍ଷରୁ ଟ୍ରକ ଚାଳକମାନଙ୍କ…
ଅନୁଗୁଳରେ THAR ROXX ର ବଜ଼ାର ପ୍ରବେଶ
ଅନୁଗୁଳ – ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରାର ଅଧିକୃତ ବିକ୍ରେତା ସିଦ୍ଧି ଲଷ୍ମୀ ମୋଟର୍ସ ଠାରେ ମହିନ୍ଦ୍ରାର ବହୁ ପ୍ରତିକ୍ଷିତ THAR ROXX ର ବଜ଼ାର ପ୍ରବେଶ ହୋଇଛି…