ରାୟପୁର/ଭୁବନେଶ୍ୱର – ଶିଳ୍ପପତି ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ୱାଧୀନ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)ର ସହାୟକ କମ୍ପାନୀ ଜିନ୍ଦଲ ପାୱାର ଲିମିଟେଡ (ଜେପିଏଲ)କୁ କୋଇଲା ମନ୍ତ୍ରଣାଳୟ ଦ୍ୱାରା ଗାରେ ପାଲମା 4/1 କୋଇଲା ଖଣି ପାଇଁ ସଫଳ ବିଡର ଘୋଷଣା କରାଯାଇଛି । ନିର୍ଧାରିତ ରିପ୍ରେଜେଣ୍ଟେଟିଭ ମୂଲ୍ୟ 25 ପ୍ରତିଶତରେ ଜିନ୍ଦଲ ପାୱାର ଲି ପାଲମା 4/1 କୋଇଲା ଖଣି ନିଲାମ ଜିତିଛି । ସଫଳ ବିଡର ବୋଲି ଘୋଷଣା କରିଥିବାରୁ କୋଇଲା ମନ୍ତ୍ରଣାଳୟକୁ ଏକ ପ୍ରେସ ବିବୃତ୍ତିରେ ଜେଏସପିଏଲ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭି ଆର ଶର୍ମା କହିଛନ୍ତି ଧନ୍ୟବାଦ ଦେଇଛନ୍ତି ।
What’s your Reaction?
+1
+1
+1
+1
+1
+1
+1