ବିଧାୟକଙ୍କୁ କରୋନା

ବିଧାୟକଙ୍କୁ କରୋନା

ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନାର କୈାଣସି ଲକ୍ଷଣ ନଥିଲେ ମଧ୍ୟ ସେ ତାଙ୍କ ସ୍ଵାବ ନମୁନା ପରୀକ୍ଷା କରିବା ପରେ ପଜିଟିଭ ଥିବା ଜଣା ପଡିଥିଲା । ଏ ନେଇ ରମେଶ ସାଏ ଗଣମାଧ୍ୟମକୁ ସୂଚନା ଦେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ମାନକୁ ସଙ୍ଗରୋଧରେ ରହିବା ସହ ଅସ୍ଵାବାଭିକ ମନେ କଲେ ଟେଷ୍ଟ କରାଇବା ପାଇଁ ଅନୁରୋଧ କରିଛନ୍ତି । ଏବେ ସେ ଘରେ ସଙ୍ଗରୋଧରେ ଥିବା କହିଛନ୍ତି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply