ମୁଖ୍ୟ ଖବର କୂଅରେ ପଡି ଶିଶୁ ମୃତ Angul OnlineAugust 27, 2021August 27, 2021 ଅନୁଗୁଳ – ଅନୁଗୁଳୁ ଜିଲ୍ଲା ଜରପଡା ଥାନା ଦେଉଳଖମଣ ଗ୍ରାମର ଜଣେ ୩ ବର୍ଷର ଶିଶୁର କୂଅରେ ପଡି ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଶୁକ୍ରବାର ସକାଳ ୧୦ଟା ବେଳେ ଗ୍ରାମର ପ୍ରସନ୍ନ ମାହାର ଚାଷ କାର୍ଯ୍ୟ ପାଇଁ ବାହାରକୁ ଯାଇଥିବା ବେଳେ ତାଙ୍କ ପତ୍ନୀ ରୋଷେଇ କରୁଥିଲେ । ଏହି ସମୟରେ ତାଙ୍କ ୩ ବର୍ଷର ପୁଅ ସୁବ୍ରତ ଖେଳୁଥିବା ସମୟରେ ଘର ଅଗଣାରେ ଥିବା କୂଅରେ ଖସିପଡି ଯାଇଥିଲା । କିଛି ସମୟ ପରେ ପ୍ରସନ୍ନଙ୍କ ସ୍ତ୍ରୀ ସୁବ୍ରତଙ୍କୁ ଖୋଜାଖୋଜି କରିବା ବେଳେ କୂଅରେ ପଡି ଯାଇଥିବା ଦେଖ୯ଇବାକୁ ପାଇଥିଲେ । ତୁରନ୍ତ ତାଙ୍କୁ କୂଅରୁ ଉଦ୍ଧାର କରା ଯାଇଥିଲେ ମଧ୍ୟ ସେତେବେଳକୁ ଶିଶୁର ମୃତ୍ୟୁ ହୋଇ ସାରିଥିଲା । Advertisement
କେନାଲରୁ ନବ ଜାତ ଶିଶୁର ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ସହରର ଅମଲାପଡା ବଡ କେନାଲରେ ଆଜି (ମଙ୍ଗଳବାର) ଏକ ନବଜାତ ଶିଶୁର ମୃତ ଦେହ ଭାସୁ ଥିବାର ଦେଖିବାକୁ ମିଳିଥିଲା । କେହି…
ଅନୁଗୁଳ ଜିଲ୍ଲାରେ ଖୋଲିବ ସାଇବର୍ ଅପରାଧ ଏବଂ ଅର୍ଥନୈତିକ ଅପରାଧ ଥାନା ଭୁବନେଶ୍ଵର – ଅନୁଗୁଳ ଜିଲ୍ଲାରେ ଖୋଲିବ ସାଇବର୍ ଅପରାଧ ଏବଂ ଅର୍ଥନୈତିକ ଅପରାଧ ପୁଲିସ ଥାନା । ମଙ୍ଗଳବାର ଏନେଇ ରାଜ୍ୟ ପୁଲିସ ମହାନିର୍ଦେଶକ ଅଭୟ ସୂଚନା…
ଡୋରରେ ଚାପି ହୋଇ ଚାଳକ ମୃତ ଅନୁଗୁଳ – ଗାଡି ଡୋରରେ ଚାପି ହୋଇ ଚାଳକ ମୃତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ କରଡ଼ାଗାଡିଆ ସ୍ଥିତ ଏକ ଠିକା କ୍ୟାମ୍ପରେ…