ଅପରାଧ କଙ୍କାଳ ଉଦ୍ଧାର – ହତ୍ୟା ସନ୍ଦେହ Angul OnlineSeptember 11, 2021September 11, 2021 ଅନୁଗୁଳ – ଅନୁଗୁଳ ଥାନା ଗୋପୀନାଥପୁର ନିକଟରୁ ଆଜି ଏକ କଙ୍କାଳ ଉଦ୍ଧାର କରା ଯାଇଛି । ସୂଚନା ଅନୁସାରେ ଆଜି ସକାଳ ସମୟରେ ଗାଁ ପାଖ ଜଙ୍ଗଲରୁ ଦୁର୍ଗନ୍ଧ ଆସୁଥିବା ଜାଣି ଗାଁ ଲୋକେ ଖୋଜାଖୋଜି କରିବା ପରେ ଏକ ପଚା ଶଢା ମଣିଷ ଶରୀର ଦେଖିବାକୁ ପାଇଥିଲେ । ଶରୀର ଟି ସମ୍ପୂର୍ଣ୍ଣ ପଚି ଯାଇଥିବା ବେଳେ କେବଳ କଙ୍କାଳ ପଡି ରହିଥିବା ଦେଖିବା ପରେ ପୁଲିସକୁ ସୂଚନା ଦିଆ ଯାଇଥିଲା । ଖବର ପାଇ ଅନୁଗୁଳ ପୁଲିସ ସ୍ଥାନୀୟ ଏସଡ଼ିପିଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ତେବେ ଏହି ମରୁତ ବ୍ୟକ୍ତି ଜଣଙ୍କ କିଏ ଓ ତାଙ୍କର ମୃତ୍ୟୁ କିଭଳି ହେଲା ତାହା ଜଣା ପଡି ନାହିଁ । Advertisement
ପୁଲିସବାବୁଙ୍କ ଠାରୁ ଟଙ୍କା ଠକିନେଲେ ସାଇବର ଠକ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ଜଣେ ପୁଲିସ ବାବୁ ସାଇବର ଠକେଇର ଶିକାର ହୋଇଛନ୍ତି । ପିଟିସି ଟ୍ରେନିଂ କଲେଜରେ ଏ ଏସ ଆଇ ଟ୍ରେନିଂ…
ସହର ଉପରେ ଚଲିଥିଲା ଜୁଆ ଆଡା – ୬ ଜୁଆଡି ଗିରଫ ହେବା ସହ ଟଙ୍କା ମୋଟରସାଇକେଲ ଜବତ ଅନୁଗୁଳ – ଅନୁଗୁଳ ସହର ବିଇଡି କଲେଜ ପଛ ପାଖରେ ଥିବା ବସ୍ତିରେ ଚାଲିଥିବା ଏକ ଜୁଆ ଆଡା ଉପରେ ଆଜି ଅନୁଗୁଳ ପୋଲିସ ଚଢ଼ାଉ କରି…
ଗୁଟଖା ବିକୁଥିବା ଦୋକାନ ୫ ହଜାର ଟଙ୍କା ଜୋରିମାନା ଅନୁଗୁଳ – ଅନୁଗୁଳ ଜିଲ୍ଲା ଜନ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ସହରର ବିଭିନ୍ନ ଦୋକାନରେ ଚଢାଉ କରା ଯାଇଥିଲା । ଅନୁଗୁଳ ବସଷ୍ଟାଣ୍ଡଠାରୁ ଆରମ୍ଭ କରି…