ଥାନା ଭିତରେ ଜଳିଗଲା ଗାଡି

ଥାନା ଭିତରେ ଜଳିଗଲା ଗାଡି

ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ପରିସରରେ ଅଗ୍ନିକାଣ୍ତ ଆଜି ମଧ୍ୟାହ୍ନରେ ଏକ ଅଗ୍ନିକାଣ୍ଡ ଘଟି ଜବତ ଗାଡି ପୋଡି ଯାଇଥିବା ଜଣା ପଡିଛି ସୂଚନା ଅନୁସାରେ ମଧ୍ୟାହ୍ନରେ ହଠାତ ଏକ ଗାଡିରେ ନିଆଁ ଲାଗିବା ଦେଖିବାକୁ ମିଳିଥିଲା ଦେଖୁଦେଖୁ ନିଆଁ ଅନ୍ୟ ଏକ ଗାଡିରେ ମଧ୍ୟ ଲାଗି ଯାଇଥିଲା ହୁ ହୁ ହୋଇ ଗାଡି ଦୁଇଟି ଜଳିବା ଫଳରେ ନିଆଁକୁ ଆୟତ କରା ଯାଇ ପାରି ନଥିଲା ଖବର ପାଇ ବାମୁର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିକାଣ୍ଡରେ ଦୁଇଟି ଥାନା ପରିସରରେ ରକ୍ଷା ଯାଇଥିବା ଦୁଇଟି ଜବତ ଗାଡି ପଡି ନଷ୍ଟ ହୋଇ ଯାଇଛି । ସୌଭାଗ୍ୟକୁ ଅନ୍ୟ ଗାଡି ଗୁଡିକ ବର୍ତ୍ତୀ ଯାଇଛି ।  

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply