ବଦଳିଲେ ବଅଁରପାଳ ଥାନା ଅଧିକାରୀ

ବଦଳିଲେ ବଅଁରପାଳ ଥାନା ଅଧିକାରୀ

ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଧିକାରୀ ସୁନୀଲ କୁମାର କରଙ୍କୁ ବଅଁରପାଳ ଥାନାରୁ ବଦଳି କରା ଯାଇଛି । ତାଙ୍କୁ ଅନୁଗୁଳ ମହିଳା ଓ ସାଇବର ବିଭାଗକୁ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଅନୁଗୁଳ ହେଡ କ୍ଵାର୍ଟରରେ ଥିବା ଇନ୍ସପେକ୍ଟର ନରେଶ କୁମାର ସାହୁଙ୍କୁ ଦାୟିତ୍ଵ ଦିଆ ଯାଇଛି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply