ତିନି ପ୍ରମୁଖ ଦଳର ଜିଲ୍ଲା ପରିଷଦ ପ୍ରାର୍ଥିଙ୍କ ନାମ ଘୋଷଣା

ତିନି ପ୍ରମୁଖ ଦଳର ଜିଲ୍ଲା ପରିଷଦ ପ୍ରାର୍ଥିଙ୍କ ନାମ ଘୋଷଣା

ଅନୁଗୁଳ – ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସବୁଠି ମାହୋଲ ସରଗରମ ହେଲାଣି । ସରପଞ୍ଚ , ସମିତିସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ନାମାଙ୍କନ ପାତ୍ର ଦାଖଲ ମଧ୍ୟ କରିବା ଆରମ୍ଭ କଲେଣି । ଏପରି ସ୍ଥଳେ ଆଜି ଜିଲ୍ଲାର ତିନି ପ୍ରମୁଖ ଦଳ – ବିଜେପି , ବିଜେଡ଼ି ଓ କଂଗ୍ରେସ ପକ୍ଷରୁ ଜିଲ୍ଲା ପରିଷଦ ସଭ୍ୟ ପାଇଁ ପ୍ରାର୍ଥୀଙ୍କ ଚୁଡାନ୍ତ ନାମ ଘୋଷଣା କରା ଯାଇଛି ।

ବିଜେଡ଼ି

ବିଜେଡ଼ି ଜିଲା ସଭାପତି ମହେନ୍ଦ୍ର ବସ୍ତିଆ ଦେଇଥିବା ପ୍ରେସ ବିବୃତି ଅନୁଯାୟୀ ବିଜେଡି ତାର ୨୭ ଜଣ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥିଙ୍କ ନାମ ଘୋଷଣା କରିଛି । ୧୯ ନଂ ଜୋନ୍‌ର ପ୍ରାର୍ଥିଙ୍କ ନାମ ପରେ ଘୋଷଣା ହେବ ଏଥିରେ କୁହା ଯାଇଛି । ଏହି ପ୍ରେସ ବିବୃତି ଅନୁଯାୟୀ ଜିଲ୍ଲାର ୧ ନଂ ଜୋନ୍‌ରେ କାଜଲ ପଟ୍ଟନାୟକ(ମହିଳା), ୨ ନଂ ଜୋନ୍‌ରେ ରେବତୀ ନାଏକ(ଏସ୍‌ଟି ମହିଳା), ୩ ନଂ ଜୋନ୍‌ରେ ପ୍ରିୟଦର୍ଶୀ ପଟ୍ଟନାୟକ(ସାଧାରଣ ବର୍ଗ), ୪ ନଂ ଜୋନ୍‌ରେ ଧୃବ ଚରଣ ଦେହୁରୀ(ସାଧାରଣ ବର୍ଗ), ୫ ନଂ ଜୋନ୍‌ରେ ରଶ୍ମୀରେଖା ମାହାର(ସାଧାରଣ ବର୍ଗ), ୬ ନଂ ଜୋନ୍ରେ ଯୁଧିଷ୍ଠିର ସିଂହ(ଏସ୍‌ଟି), ୭ ନଂ ଜୋନ୍‌ରେ ବବିତା କର୍ଣ୍ଣ(ମହିଳା), ୮ ନଂ ଜୋନ୍‌ରେ ରଶ୍ମିତା ସେଠୀ(ଏସ୍‌ସି), ୯ ନଂ ଜୋନ୍‌ରେ ରଞ୍ଜନ କୁମାର ସାହୁ(ସାଧାରଣ ବର୍ଗ), ୧୦ ନଂ ଜୋନ୍‌ରେ ରଶ୍ମିତା ବେହେରା(ଏସ୍‌ସି ମହିଳା), ୧୧ ନଂ ଜୋନ୍‌ରେ ବବିତା ପ୍ରଧାନ(ମହିଳା), ୧୨ ନଂ ଜୋନ୍‌ରେ ଅନୁପମା ସାହୁ(ମହିଳା), ୧୩ ନଂ ଜୋନ୍‌ରେ ବିଷ୍ଣୁପ୍ରିୟା ପ୍ରଧାନ(ମହିଳା), ୧୪ ନଂ ଜୋନ୍‌ରେ ନଗେନ୍ଦ୍ର କୁମାର ପ୍ରଧାନ(ସାଧାରଣ ବର୍ଗ), ୧୫ ନଂ ଜୋନ୍‌ରେ ତ୍ରିନାଥ ବେହେରା(ସାଧାରଣ ବର୍ଗ), ୧୬ ନଂ ଜୋନ୍‌ରେ ପ୍ରଦିପ ସାହୁ(ସାଧାରଣ ବର୍ଗ), ୧୭ ନଂ ଜୋନ୍‌ରେ ଭାନୁପ୍ରିୟା ପ୍ରଧାନ(ମହିଳା), ୧୮ ନଂ ଜୋନ୍‌ରେ ଅମିୟ କୁମାର ପ୍ରଧାନ(ସାଧାରଣ ବର୍ଗ), ୧୯ ନଂ ଜୋନ୍ ପାଇଁ ପରେ ଘୋଷଣା ହେବ(ସାଧାରଣ ବର୍ଗ), ୨୦ ନଂ ଜୋନ୍‌ରେ ରିତାରାଣି ଦାସ(ମହିଳା), ୨୧ ନଂ ଜୋନ୍‌ରେ ସତ୍ୟଭାମା ସାହୁ(ମହିଳା), ୨୨ ନଂ ଜୋନ୍‌ରେ ବୁଧୁରାମ ବାଇପାଇ(ଏସ୍‌ଟି), ୨୩ ନଂ ଜୋନ୍‌ରେ ସାବିତ୍ରୀ ମାଝୀ(ଏସ୍‌ଟି ମହିଳା), ୨୪ ନଂ ଜୋନ୍‌ରେ ଇନ୍ଦିରା ହେମ୍ବ୍ରମ୍(ଏସ୍‌ଟି ମହିଳା), ୨୫ ନଂ ଜୋନ୍‌ରେ ଦିଲ୍ଲିପ୍ ପ୍ରଧାନ(ସାଧାରଣ ବର୍ଗ), ୨୬ ନଂ ଜୋନ୍‌ରେ ଶୁଶିଳା ନାଏକ(ଏସ୍‌ସି ମହିଳା), ୨୭ ନଂ ଜୋନ୍‌ରେ ଗୋପାଳ ନାଏକ(ଏସ୍‌ସି) ଓ ୨୮ ନଂ ଜୋନ୍‌ରେ ମୀରା ଗଡ଼ନାୟକ(ମହିଳା)ଙ୍କୁ ପ୍ରାର୍ଥି କରାଯାଇଛି ।

ବିଜେପି

ବିଜେପି ପକ୍ଷରୁ ଦିଆ ଯାଇଥିବା ପ୍ରେସ ବିବୃତି ଅନୁଯାୟୀ ବିଜେପି ପକ୍ଷରୁ ୨୮ ଜଣ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥିଙ୍କ ନାମ ଘୋଷଣା କରିଛି । ବିଜେପି ରାଜ୍ୟ ସଭାପତିଙ୍କ ଅନୁମୋଦନ କ୍ରମେ ଜିଲ୍ଲା ସଭାପତି ଦିଲେଶ୍ବର ପ୍ରଧାନ ଏକ ପ୍ରେସ ବିବୃତିରେ ନାମ ଘୋଷଣା କରିଛନ୍ତି । ୧ ନଂ ଜୋନରେ ଡ଼ଲି ଚିନ୍ନାର(ମହିଳା), ୨ ନଂ ଜୋନ୍ରେ ରଞ୍ଜିତା ନାଏକ(ଏସ୍‌ସି ମହିଳା), ୩ ନଂ ଜୋନ୍‌ରେ ଜୁଧିଷ୍ଠିର ସେଠ(ସାଧାରଣ ବର୍ଗ), ୪ ନଂ ଜୋନ୍‌ରେ ଦୁର୍ଗା ଚରଣ ପ୍ରଧାନ(ସାଧାରଣ ବର୍ଗ), ୫ ନଂ ଜୋନ୍‌ରେ ଚିତ୍ତ ରଞ୍ଜନ ପ୍ରଧାନ(ସାଧାରଣ ବର୍ଗ), ୬ ନଂ ଜୋନ୍‌ରେ ରୋହିତ କୁମାର ନାୟକ(ଏସ୍‌ଟି), ୭ ନଂ ଜୋନ୍‌ରେ ଦିପିକା ଦେହୁରୀ(ମହିଳା), ୮ ନଂ ଜୋନ୍‌ରେ ଚନ୍ଦନ ସ୍ବରାଜ(ଏସ୍‌ସି), ୯ ନଂ ଜୋନ୍‌ରେ ସବ୍ୟସାଚି ପାଣି(ସାଧାରଣ ବର୍ଗ), ୧୦ ନଂ ଜୋନ୍‌ରେ ସ୍ବର୍ଣ୍ଣ ମଞ୍ଜରୀ ବେହେରା(ଏସ୍‌ସି ମହିଳା), ୧୧ ନଂ ଜୋନ୍‌ରେ ଅନିତା ପ୍ରଧାନ(ମହିଳା), ୧୨ ନଂ ଜୋନ୍‌ରେ ଅଞ୍ଜଳି ପ୍ରଧାନ(ମହିଳା), ୧୩ ନଂ ଜୋନ୍‌ରେ ସୁମତି ରାଣୀ ପ୍ରଧାନ(ମହିଳା), ୧୪ ନଂ ଜୋନ୍‌ରେ ଅଖିଳ କୁମାର ଗଡ଼ନାୟକ(ସାଧାରଣ ବର୍ଗ), ୧୫ ନଂ ଜୋନ୍‌ରେ ଯୋଶୋବନ୍ତ ବେହେରା(ସାଧାରଣ ବର୍ଗ), ୧୬ ନଂ ଜୋନ୍‌ରେ ବିପିନ କୁମାର ମାଝୀ(ସାଧାରଣ ବର୍ଗ), ୧୭ ନଂ ଜୋନ୍‌ରେ ସଞ୍ଜୁକ୍ତା ପ୍ରଧାନ(ମହିଳା), ୧୮ ନଂ ଜୋନ୍‌ରେ ହିମାଂସୁ ଶେଖର ସାହୁ(ସାଧାରଣ ବର୍ଗ), ୧୯ ନଂ ଜୋନ୍‌ରେ ମନୋଜ କୁମାର ପ୍ରଧାନ(ସାଧାରଣ ବର୍ଗ), ୨୦ ନଂ ଜୋନ୍‌ରେ ଜସମିନ ପ୍ରଧାନ(ମହିଳା), ୨୧ ନଂ ଜୋନ୍‌ରେ ଉର୍ମିଳା ଦେହୁରୀ(ମହିଳା), ୨୨ ନଂ ଜୋନ୍‌ରେ ଗୁରୁ ଚରଣହେମ୍ବ୍ରମ୍(ଏସ୍‌ଟି), ୨୩ ନଂ ଜୋନ୍‌ରେ ସଶ୍ମିତା କାରୁଆ(ଏସ୍‌ଟି ମହିଳା), ୨୪ ନଂ ଜୋନ୍‌ରେ ସୁରୁମଣୀ ଛତର(ଏସ୍‌ଟି ମହିଳା), ୨୫ ନଂ ଜୋନ୍‌ରେ ସରୋଜ ଦେବତା(ସାଧାରଣ ବର୍ଗ), ୨୬ ନଂ ଜୋନ୍‌ରେ ଗୀତାଞ୍ଜଳୀ ବେହେରା(ଏସ୍‌ସି ମହିଳା), ୨୭ ନଂ ଜୋନ୍‌ରେ ମହେଶ୍ବର ବେହେରା(ଏସ୍‌ସି) ଓ ୨୮ ନଂ ଜୋନ୍ ରେ ଅମିତା ସିଂ(ମହିଳା)ଙ୍କୁ ପ୍ରାର୍ଥି କରାଯାଇଛି ।

କଂଗ୍ରେସ  

କଂଗ୍ରେସ ଜିଲ୍ଲା ସଭାପତି ବିପ୍ଲବ ଜେନା ଦେଇଥିବା ପ୍ରେସ ବିବୃତି ଅନୁଯାୟୀ ୧ ନଂ ଜୋନରେ ପ୍ରିୟଙ୍କା ସାହୁ , ୨ ନଂ ଜୋନରେ ଡଲି ନାଏକ , ୩ ନଂ ଜୋନରେ ନିରୋଦ ସାହୁ , ୪ ନଂ ଜୋନରେ ଭାସ୍କର ଚନ୍ଦ୍ର ପ୍ରଧାନ , ୫ ନଂ ଜୋନରେ ସୁରେନ୍ଦ୍ର ସାହୁ , ୬ ନଂ ଜୋନରେ ଶ୍ରୀକାନ୍ତ ଘୋଟା , ୭ ନଂ ଜୋନରେ କବିତା ପ୍ରଧାନ , ୮ ନଂ ଜୋନରେ ଦିଲ୍ଲୀପ କୁମାର ବେହେରା , ୯ ନଂ ଜୋନରେ ସୁଲୋଚନା ସାହୁ , ୧୦ ନଂ ଜୋନରେ ସୁଭଦ୍ରା ନାଏକ , ୧୧ ନଂ ଜୋନରେ ଗୀତାଞ୍ଜଳି ପ୍ରଧାନ , ୧୨ ନଂ ଜୋନରେ ସୁରୁଚି ପ୍ରଧାନ , ୧୩ ନଂ ଜୋନରେ ପ୍ରିୟଙ୍କା ସ୍ଵାଇଁ , ୧୪ ନଂ ଜୋନରେ ଅଜୟ କୁମାର ବେହେରା , ୧୫ ନଂ ଜୋନରେ ପ୍ରିୟବ୍ରତ ନାୟକ , ୧୬ ନଂ ଜୋନରେ ଡିଲେଶ୍ଵର ପ୍ରଧାନ , ୧୭ ନଂ ଜୋନରେ ଲୋପୀତାରାଣୀ ସାହୁ , ୧୮ ନଂ ଜୋନରେ ଡାକ୍ତର ମହାନ୍ତି , ୧୯ ନଂ ଜୋନରେ ଗିରଜା ଶଙ୍କର ମିଶ୍ର , ୨୦ ନଂ ଜୋନରେ ଜିତେଶ୍ଵରୀ ଧର , ୨୧ ନଂ ଜୋନରେ ରାଜଲକ୍ଷ୍ମୀ ପଟ୍ଟନାୟକ , ୨୨ ନଂ ଜୋନରେ ମଙ୍ଗଳସିଂ ପୃଷ୍ଟି , ୨୩ ନଂ ଜୋନରେ ଫୁଲମାନି ମୁଣ୍ଡା , ୨୪ ନଂ ଜୋନରେ ବିମଳା ଶିଙ୍କୁ , ୨୫ ନଂ ଜୋନରେ ତ୍ରିନାଥ ପ୍ରଧାନ , ୨୬ ନଂ ଜୋନରେ ପଦ୍ମିନୀ ନାଏକ , ୨୭ ନଂ ଜୋନରେ ବିକ୍ରମ ନାଏକ , ୨୮ ନଂ ଜୋନରେ ରସମିତା ଦେହୁରି ଙ୍କୁ ପ୍ରାର୍ଥି କରାଯାଇଛି

What’s your Reaction?
+1
4
+1
0
+1
1
+1
0
+1
14
+1
1
+1
3

Leave a Reply