ମୁଖ୍ୟ ଖବର ଫାଷ୍ଟ ଫୁଡ୍ ଦୋକାନରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ Angul OnlineDecember 14, 2024December 14, 2024 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବଲ୍ହର ଛକ ନିକଟସ୍ଥ ଏକ ଫାଷ୍ଟ ଫୁଡ୍ ଦୋକାନରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ବେପାରରେ ସଂପୃକ୍ତ ବେପାରୀ ସୌଭାଗ୍ୟ ସାମଲକୁ ତାଳଚେର ପୁଲିସ ଗିରଫ କରିଛି । ପେଟ୍ରୋଲିଂ କରିବା ସମୟରେ ବେଆଇନ ମଦ ବିକ୍ରି ହେଉଥିବାର ବିଶେଷ ସୂତ୍ରରୁ ଖବର ପାଇ ବଲ୍ହର ଛକ ସ୍ଥିତ ଫାଷ୍ଟ ଫୁଡ୍ ଦୋକାନରେ ପୁଲିସ ଚଢ଼ାଉ କରିଥିଲା । ଚଢାଉ ସମୟରେ ବିପୁଳ ପରିମାଣର ବିଦେଶୀ ମଦ ସହ ବେପାରୀ ସୌଭାଗ୍ୟ ପାଖରୁ ୨୬୧୦୦ ନଗଦ ଟଙ୍କା ଜବତ୍ କରାଯାଇଥିଲା । Advertisement
ମୋଟରସାଇକେଲକୁ ଧକ୍କା ଦେଲା କାର – ଜଣେ ମୃତ ପାଲଲହଡା – ଅନଗୁଳ ଜିଲ୍ଲା ପାଲଲହଡା ଥାନା ୧୪୯ ନମ୍ବର ଜାତୀୟ ରାଜପଥ ଝିମିରିପାଲି ଠାରେ କାର ଓ ମୋଟରସାଇକେଲ ମୁହାଁ ମୁହିଁ ଧକ୍କା ହେବା ଫଳରେ…
ମୋବାଇଲ ଫୋନ ପାଇଁ ନାବାଳିକାଙ୍କ ଆତ୍ମହତ୍ୟା ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ କୋଲୋନୀ ପରିସରରେ ମୋବାଇଲ ଫୋନକୁ ନେଇ ଜଣେ ନାବାଳିକା ଆତ୍ମହତ୍ୟା କରିଥିବା ଜଣା ପଡିଛି । ସୂଚନା ଅନୁସାରେ ବି-୪୯୦ରେ…
କୋଇଲା ଚୋରା ଚାଲାଣ ଅଭିଯୋଗରେ କୋଟିପତି ହୋମଗାର୍ଡ ଗିରଫ ଅନୁଗୁଳ – ଅନଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ପୁଲିସ ଚୋରା କୋଇଲା ଚାଲାଣ ଅଭିଯୋଗରେ ଆଜି ଜଣେ ହୋମଗାର୍ଡଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।…