ମର୍ମଦୁନ୍ତ ସଡକ ଦୁର୍ଘଟଣା – ଦୁଇ ମୃତ ଦୁଇ ଗୁରୁତର

ତାଳଚେର - ଅନୁଗୁଳ ଜିଲ୍ଲା ଚାଇଁପାଳ ଓଭରବ୍ରିଜ ଉପରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ହୋଇଛି । ଏକ କୋଇଲା ବୋଝେଇ ଟ୍ରକ ପଛରେ ଏକ ମାରୁତି କାର ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା…

Continue Reading ମର୍ମଦୁନ୍ତ ସଡକ ଦୁର୍ଘଟଣା – ଦୁଇ ମୃତ ଦୁଇ ଗୁରୁତର

ଭଉଣୀକୁ ହତ୍ୟା ଘଟଣାରେ ଭାଇ ସମେତ ତିନି ଗିରଫ

ବଅଁରପାଳ - ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଲଙ୍ଗୁଳିଆବେଡ଼ା ଗ୍ରାମରେ ଘର ସମ୍ପତ୍ତିରେ ଭାଗକୁ ନେଇ ଭଉଣୀକୁ ହତ୍ୟା ଘଟଣାରେ ପୁଲିସ ଅଭିଯୁକ୍ତ ଭାଇ ସମେତ ତିନି ଜଣଙ୍କୁ ଗିରଫ କରିଛି । ବଅଁରପାଳ ଥାନା ପୁଲିସ ସୂଚନା ଅନୁସାରେ…

Continue Reading ଭଉଣୀକୁ ହତ୍ୟା ଘଟଣାରେ ଭାଇ ସମେତ ତିନି ଗିରଫ

ବିରଳ ପ୍ରଜାତିର ଶାଳିଆପତନି ଠାବ

ଅନୁଗୁଳ - ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଏକ ବିରଳ ପ୍ରଜାତିର ଶାଳିଆପତନି ଠାବ କରା ଯାଇଛି । ବନ୍ୟଜନ୍ତୁଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଜଙ୍ଗଲରେ ଲଗା ଯାଇଥିବା କ୍ୟାମେରା ଏହାର ଫଟୋ ଉତ୍ତୋଳନ କରିଛି । ସାଧାରଣତଃ…

Continue Reading ବିରଳ ପ୍ରଜାତିର ଶାଳିଆପତନି ଠାବ

ପାର୍ଲର ଖୋଲିବାକୁ ଦାବିପତ୍ର

ଅନୁଗୁଳ - କରୋନା ଆକ୍ରାନ୍ତ ସଂଖ୍ୟା କମିବା ପରେ ଓଡିଶାର ଅନେକ ସ୍ଥାନରେ କଟକଣା କୋହଳ କରା ଯାଇଛି । ଧୀରେ ଧୀରେ ସମସ୍ତ ଦୋକାନ ବଜାର ଖୋଲା ଗଲାଣି । ତେବେ ବର୍ତ୍ତମାନ ସୁଦ୍ଧା ସରକାର ବିୟୁଟି ପାର୍ଲର ଖୋଲିବା…

Continue Reading ପାର୍ଲର ଖୋଲିବାକୁ ଦାବିପତ୍ର

୨ ମିନିଟ ୨୫ ସେକେଣ୍ଡରେ ୧୯୫ ଦେଶ ଓ ତାର ରାଜଧାନୀ ନାଁ କହି ରେକର୍ଡ କଲେ ସ୍ନେହାଳି

ତାଳଚେର - ୨ ମିନିଟ ମାତ୍ର ୨୫ ସେକେଣ୍ଡ । ସେହି ୨ ମିନିଟ ୨୫ ସେକେଣ୍ଡରେ ବିଶ୍ବର ୧୯୫ଟି ଦେଶର ନାମ ଏବଂ  ତା’ର ରାଜଧାନୀ ବି କହି ପାରିଛନ୍ତି । ଏଥିପାଇଁ ତାଙ୍କ ନାଁ ଇଣ୍ଟରନ୍ୟାସ୍‌ନାଲ୍ ବୁକ୍‌ ଅଫ୍‌…

Continue Reading ୨ ମିନିଟ ୨୫ ସେକେଣ୍ଡରେ ୧୯୫ ଦେଶ ଓ ତାର ରାଜଧାନୀ ନାଁ କହି ରେକର୍ଡ କଲେ ସ୍ନେହାଳି

ଶାଳିଆପତନିକୁ ଗିଳି ନାଗ ମଲା

ଅନୁଗୁଳ - ଖାଦ୍ୟ ଲୋଭରେ ଏକ ବଡ ଶାଳିଆପତନିକୁ ଗିଳି ଏକ ପାଞ୍ଚ ଫୁଟର ନାଗ ସାପର ମୃତ୍ୟୁ ହୋଇଛି । ଏଭଳି ଘଟଣା ଅନୁଗୋଳ ସହର ନିକଟସ୍ଥ କାଣ୍ଡସର ଗ୍ରାମରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ କାଣ୍ଡସର ଗ୍ରାମ…

Continue Reading ଶାଳିଆପତନିକୁ ଗିଳି ନାଗ ମଲା

ବଅଁରପାଳ-ମହୀଧରପୁର ରାସ୍ତା ହେବ ୪ ଲାଇନ ବିଶିଷ୍ଟ

ଅନୁଗୁଳ - ଅନୁଗୁଳ ଜିଲ୍ଲା ଦେଇ ଅତିକ୍ରମ କରିବ ଆଉ ଏକ ଜାତୀୟ ରାଜପଥ । ଏ ନେଇ ଆଜି ଜାତୀୟ ରାଜପଥ ଓ ପୂର୍ତ୍ତ ବିଭାଗ ଅଧିକାରୀଙ୍କ ସହ ଉପ-ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଆଲୋଚନା କରିବା…

Continue Reading ବଅଁରପାଳ-ମହୀଧରପୁର ରାସ୍ତା ହେବ ୪ ଲାଇନ ବିଶିଷ୍ଟ

ବିଷଧର ସାପ କାମୁଡ଼ାରେ ଝିଅ ମୃତ ମା ଗୁରୁତର

ଅନୁଗୁଳ - ଅନୁଗୁଳ ସହର ଉପକଣ୍ଠ ଖଲାରି ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । ବିଷଧର ସାପ କାମୁଡାରେ ଝିଅର ମୃତ୍ୟୁ ହୋଇଥିବା ବେଳେ ମା ଏବେ ମଧ୍ୟ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ଖଲାରି…

Continue Reading ବିଷଧର ସାପ କାମୁଡ଼ାରେ ଝିଅ ମୃତ ମା ଗୁରୁତର

ବ୍ଲାକ ଡାଇମଣ୍ଡ ମ୍ୟୁଜିୟମ ତାଳଚେରରେ ହେବା ପାଇଁ ଦାବି

ତାଳଚେର - କଳାହୀରାର ସହର ତାଳଚେରରେ ବହୁ ପ୍ରତିକ୍ଷୀତ ବ୍ଲାକ ଡାଇମଣ୍ଡ ମ୍ୟୁଜିୟମ ସ୍ଥାପନ ହୋଇ ପାରି ନ ଥିବାରୁ ତାଳଚେର ବାସୀ ଉଦବେଗ ପ୍ରକାଶ କରିଛନ୍ତି । ଅନୁଗୁଳ ଜିଲ୍ଲାପାଳ ଟୁଇଟର ଆକାଉଣ୍ଟରେ ତାଳଚେରର ସୌନ୍ଦର୍ଯ୍ୟକରଣ ନିମନ୍ତେ ଗତ ଜୁନ…

Continue Reading ବ୍ଲାକ ଡାଇମଣ୍ଡ ମ୍ୟୁଜିୟମ ତାଳଚେରରେ ହେବା ପାଇଁ ଦାବି

ଜବରଦଖଲ ଉଚ୍ଛେଦ – ବ୍ୟବସାୟୀ ମହଲରେ ଅସନ୍ତୋଷ

ତାଳଚେର - ଅନୁଗୁଳ ଜିଲ୍ଲା ତାଳଚେର ପୌରପାଳିକାର ମୁଖ୍ୟ ବଜାର ତଥା ହାଟତୋଟା ଅଞ୍ଚଳର ରହିଥିବା ବଜାରର ମୁଖ୍ୟ ରାସ୍ତା ଏବେ ଦୋକାନୀ ମାନଙ୍କ ଜବରଦଖଲରେ ବହୁଦିନ ହେଲା ରହି ଆସିଥିଲା । ହାଟତୋଟା ବଜାରର ମୁଖ୍ୟ ରାସ୍ତା ଉଭୟ ପାଶ୍ୱର୍ର…

Continue Reading ଜବରଦଖଲ ଉଚ୍ଛେଦ – ବ୍ୟବସାୟୀ ମହଲରେ ଅସନ୍ତୋଷ

ଆସପଣ୍ଡ ପୋଖରୀରେ ବୁଡିଗଲେ ଯୁବକ

କଣିହାଁ - ଅନୁଗୁଳ ଜିଲ୍ଲା ତାଳଚେର କଣିହାଁ ଥାନା ଏନଟିପିସି ଆସପଣ୍ଡ ପୋଖରୀରେ ବୁଡି ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ପୋଖରୀକୁ ଶୌଚ ହେବାକୁ ଯାଇ ଆସପଣ୍ଡ ପୋଖରୀରେ ସେ ବୁଡ଼ି ଯାଇଛନ୍ତି । ସୂଚନା ଅନୁସାରେ କଣିହାଁ…

Continue Reading ଆସପଣ୍ଡ ପୋଖରୀରେ ବୁଡିଗଲେ ଯୁବକ

ଟ୍ରକ ଧକ୍କାରେ ବୃଦ୍ଧା ମୃତ

ଅନୁଗୁଳ - ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କୁକୁଡ଼ାଙ୍ଗ ଗ୍ରାମ ପଞ୍ଚାୟତ ରଙ୍କାସିଙ୍ଗା ଗ୍ରାମରେ ଟ୍ରକ୍ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ରଙ୍କାସିଙ୍ଗା ଗ୍ରାମର ମହିଳା ବିଜୁଳି ପ୍ରଧାନ । ବିଜୁଳି ସକାଳ ୧୦…

Continue Reading ଟ୍ରକ ଧକ୍କାରେ ବୃଦ୍ଧା ମୃତ

ଏନଏସିକୁ ଅମଙ୍ଗ – ଜିଲ୍ଲାପାଳଙ୍କୁ ଗ୍ରାମବାସୀ ଜଣାଇଲେ ଦାବି

ଛେଣ୍ଡିପଦା - ଅନୁଗୁଳ ଜିଲ୍ଲା ଛେଣ୍ଡିପଦାକୁ ଏନଏସି କରିବା ପାଇଁ ଯେଉଁ ପଦକ୍ଷେପ ଗ୍ରହଣ କରା ଯାଉଥିଲା ସେଥିରେ ବ୍ରେକ ଲାଗିଛି । ସ୍ଥାନୀୟ ଲୋକଙ୍କ ଅମଙ୍ଗ ଯୋଗୁଁ ଛେଣ୍ଡିପଦା ଆଉ ଏନଏସି ହେବ ନାହିଁ ବୋଲି ଜଣା ପଡିଛି ।…

Continue Reading ଏନଏସିକୁ ଅମଙ୍ଗ – ଜିଲ୍ଲାପାଳଙ୍କୁ ଗ୍ରାମବାସୀ ଜଣାଇଲେ ଦାବି

ଡିଜେଲ ଓ ସ୍କ୍ରାପ ଚୋରି ପର୍ଦାଫାସ – ୬ ଗିରଫ

ତାଳଚେର - ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ବିନ୍ଦଲ କମ୍ପାନୀରୁ ଚୋରି ହୋଇଥିବା ଜିନିଷ ପୁଲିସ ଉଦ୍ଧାର କରିବା ସହ ଏହି ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗରିଫ କରିଛି । ସୂଚନା ଅନୁସାରେ ସୁନାଖଣି ଗ୍ରାମର ଡାକ୍ତର ପ୍ରଧାନ…

Continue Reading ଡିଜେଲ ଓ ସ୍କ୍ରାପ ଚୋରି ପର୍ଦାଫାସ – ୬ ଗିରଫ

ବ୍ରାହ୍ମଣୀ ନଦୀରେ ଗାଧୋଇବାକୁ ଯାଇ ଯୁବକ ନିଖୋଜ

ତାଳଚେର - ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ରେଙ୍ଗାଳି ଗାଁ ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ଆଜି ଜଣେ ଯୁବକ ଭାସିଯାଇ ନିଖୋଜ ଅଛନ୍ତି । ନିଖୋଜ  ଯୁବକ ଜଣକ ସରଧାପୁର ଗ୍ରାମର ଟିକନ ମହାନ୍ତି ବୋଲି ଜଣା ପଡିଛି…

Continue Reading ବ୍ରାହ୍ମଣୀ ନଦୀରେ ଗାଧୋଇବାକୁ ଯାଇ ଯୁବକ ନିଖୋଜ