ଭଲ ଖବର

On Top

Top Stories

ଇଣ୍ଡିଆ ବୁକ ଅଫ ରେକର୍ଡ୍ସ ଆଚିଭର ଟାଇଟଲ ହାସଲ କଲେ କିନ୍ନର ଚିନ୍ମୟୀ
ଅନୁଗୁଳ - ଇଣ୍ଡିଆ ବୁକ ଅଫ ରେକର୍ଡ୍ସ ଆଚିଭର ଟାଇଟଲ ହାସଲ କଲେ କିନ୍ନର ଚିନ୍ମୟୀ । ଅପରିଚିତ ଲୋକଙ୍କ ମୃତଦେହ ସଂସ୍କାର କରିଥିବା ସମାଜସେବୀ ଚିନ୍ମୟୀଙ୍କୁ ଇଣ୍ଡିଆ ବୁକ ଅଫ ରେକର୍ଡ୍ସ ସ୍ୱୀକୃତି...
ଯକ୍ଷ୍ମାମୁକ୍ତ ଭାରତର ନୂଆ ଦିଗନ୍ଧ –  ନୟନା
ଅନୁଗୁଳ - ନାଁ ତାଙ୍କର ନୟନା ସାହୁ, ଜଣେ ଆଶା କର୍ମୀ । ଯକ୍ଷ୍ମା ରୋଗ ପାଇଁ କାମ କରି ଏବେ ପ୍ରସଂସିତ । ଅଞ୍ଚଳରେ ଅନେକ ଲୋକ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ଥିଲେ...
ଚାରୋଟି ଭ୍ରାମ୍ୟମାଣ ଫ୍ରିଜର ପ୍ରଦାନ କଲେ ବିଧାୟକ ବ୍ରଜ କିଶୋର
ଅନୁଗୁଳ - ଅନୁଗୁଳ ଜିଲ୍ଲାର ଡାକ୍ତରଖାନାରେ ମୃତ୍ୟୁବରଣ କରୁଥିବା ଲୋକ ହେଉ କିମ୍ବା ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ଶବ ସଂରକ୍ଷଣ କରିବା ଏବେ ଆହୁରି ସୁବ୍ୟବସ୍ଥିତ ହୋଇ ପାରିବ । ଏଥିପାଇଁ ତାଳଚେର...
ଭିନ୍ନ ଢଙ୍ଗରେ ଗୁରୁ ଦିବସ ପାଳନ କଲେ ସରପଞ୍ଚ
ଛେଣ୍ଡିପଦା - ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଟାଙ୍ଗିରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ଏକ ଭିନ୍ନ ଢଙ୍ଗରେ ମଙ୍ଗଳବାର ଗୁରୁ ଦିବସ ପାଳନ କରିଛନ୍ତି । ଯୁବ ସରପଞ୍ଚ ଅମରେଶ ନାଥ ଗୁରୁ ଦିବସ...
ଅନୁଗୁଳର ପୁଅ ସ୍ୱାଧୀନଙ୍କୁ ମିଳିଲା ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ
ଅନୁଗୁଳ - ରାଜ୍ୟ ସରକାରଙ୍କ ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ମଙ୍ଗଳବାର ଜାତୀୟ କ୍ରୀଡ଼ା ଦିବସ ଅବସରରେ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉପସ୍ଥିତ ରହି...
ବନ୍ତଳା ଅଗ୍ନିଶମ ସେବା କେନ୍ଦ୍ର ପାଇଁ ୧୫ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଅନୁଗୁଳ - ଅନୁଗୁଳ ଜିଲ୍ଲା ବନ୍ତଳା ଠାରେ ନୂତନ ଭାବେ ସ୍ଥାପିତ ଅଗ୍ନିଶମ ସେବା କେନ୍ଦ୍ର ପାଇଁ ବିଭିନ୍ନ ବର୍ଗର ୧୫ଟି ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ଏଠାରେ ସୁଚନା ଯୋଗ୍ଯ...
ଚନ୍ଦ୍ରଯାନ ମିଶନ-୩ ସଫଳ ପଛରେ ରହିଛି ତାଳଚେର ବୈଜ୍ଞାନିକ ଶରତ ଦାସଙ୍କ ହାତ
  ଅନୁଗୁଳ - ଗତକାଲି ସଫଳ ହୋଇଛି ଚନ୍ଦ୍ରଯାନ ମିଶନ-୩ । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିଛି ଚନ୍ଦ୍ରଯାନ-୩ । ଚନ୍ଦ୍ରପୃଷ୍ଠରେ ରୋଭର ପ୍ରଜ୍ଞାନ ବର୍ତ୍ତମାନ ବିଚରଣ କରୁଥିବାବେଳେ ତଥ୍ୟ ସଂଗ୍ରହ...
ପବିତ୍ର ମୋହନ ସେତୁ ନାମରେ ନାମିତ ହେଲା କଣିହାଁ ସ୍ଥିତ ବ୍ରାହ୍ମଣୀ ନଦୀ ସେତୁ
ଭୁବନେଶ୍ୱର- ଅନୁଗୁଳ ଜିଲ୍ଲା କଣିହଁ ଠାରେ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ସେତୁକୁ ରାଜ୍ୟ ସରକାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପ୍ରଜାମଣ୍ଡଳ ନେତା ତଥା ଓଡିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ...
ତାଳଚେରର ହାଣ୍ଡିଧୂଆ ସରକାରୀ ସ୍କୁଲକୁ ୧.୧୦ କୋଟି ଟଙ୍କା ମଞ୍ଜୁର
  ଭୁବନେଶ୍ୱର - ସ୍କୁଲ ଶିକ୍ଷା ସହ ଭିତ୍ତିଭୂମିକୁ ମଜଭୂତ୍ କରିବା ଦିଗରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଷ୍ଟାର୍ସ ତଥା ଅନ୍ୟ ଯୋଜନା ଅନ୍ତର୍ଗତ ଓଡ଼ିଶାର ୧୪ଟି ସ୍କୁଲକୁ ୨୦୨୩-୨୪ ଆର୍ଥିକ ବର୍ଷ...
ଜିଲ୍ଲାର ପର୍ଯ୍ଯଟନ କ୍ଷେତ୍ର ପାଇଁ ୫ କୋଟି ଟଙ୍କାର ଅନୁଦାନ
ଅନୁଗୁଳ -  ଶିଳ୍ପନଗରୀ ଅନୁଗୁଳ ଜିଲ୍ଲାର ଧର୍ମାନୁଷ୍ଠାନ ଓ ପର୍ଯ୍ୟଟନ କ୍ଷେତ୍ର ବିକଶିତ ହେବ । ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ଙ୍କ ଗସ୍ତ ପରେ ଏଥି ପାଇଁ ପ୍ରଚୁର ଅନୁଦାନ ମିଳିଛି...
ଓଡ଼ିଶା ସିଭିଲ ସର୍ଭିସ୍‌ ପରୀକ୍ଷାରେ ଜିଲ୍ଲାର ଛାତ୍ର ଛାତ୍ରୀଙ୍କ ସଫଳତା
  ଅନୁଗୋଳ - ଓପିଏସ୍‌ସି ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ୍‌ ପରୀକ୍ଷାରେ ଅନୁଗୋଳ ଜିଲ୍ଲାର ଅନେକ ଝିଅ ଓ ପୁଅଣ୍କୁ ସଫଳତା ମିଳିଛି । ଶିମିଳିପଡାର ଆଶାଜ୍ୟୋତି ସାହୁ ୬୨ ରାଙ୍କ ରଖି ସଫଳତା...
ଓଡ଼ିଶା ସିଭିଲ ସର୍ଭିସ ରେଜଲ୍ଟରେ ୬୨ ରାଙ୍କ ରଖିଲେ ଅନୁଗୋଳର ଆଶାଜ୍ଯୋତି
  ଅନୁଗୋଳ - ସଦ୍ୟ ପ୍ରକାଶିତ ଓଏଏସ ପରୀକ୍ଷାରେ ଅନୁଗୋଳ ସହର ଶିମିଳିପଡାର ଆଶାଜ୍ୟୋତି ସାହୁ ୬୨ ରାଙ୍କ ରଖି ସଫଳତା ହାସଲ କରିଛନ୍ତି । ବାପା ଦିକାକର ସାହୁ ରାଉରକେଲାରେ ବ୍ଯବସାୟ କରୁଥିବା...
ଅନୁଗୋଳ ଜିଲ୍ଲାକୁ ଭାରତ ସରକାରଙ୍କ ଦ୍ୱାରା ଭୂମି ସମ୍ମାନ
  ଅନୁଗୋଳ - ଅନୁଗୋଳ ଜିଲ୍ଲାକୁ ମିଳିଛି ଭୂମି ସମ୍ମାନ । ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନ ପରିସରରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫରୁ ଜମିଜମା କମ୍ପ୍ୟୁଟରୀକରଣରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭୂମି...
ଇକୋପାର୍କରେ ହେବ ମ୍ୟୁଜିକାଲ ଫାଉଣ୍ଟନ – ଅକ୍ଷୟ ସାମନ୍ତ
  ଅନୁଗୋଳ - ଅନୁଗୋଳ ପୌରପାଳିକାର ଉନ୍ନତି ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି । ଏହା ଭିତରେ ପ୍ରଥମେ ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆ ଯାଇଥିବା ବେଳେ ପିଇବା ପାଣି ,...
ସ୍ୱାତି ସାଗରିକା ଆଚାର୍ଯ୍ୟ ଅନୁଗୋଳ ସରକାରୀ କଲେଜ ବିଜ୍ଞାନ ଟପର
ଅନୁଗୋଳ - ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଆଜି ପୂର୍ବାହ୍ନ ୧୧ଟାରେ ଯୁକ୍ତ ଦୁଇ ବିଜ୍ଞାନ ଓ...

Sponsored

On Top

Recent Stories

ଖେଳ ଓ ଖେଳାଳି

ଅନୁଗୁଳର ପୁଅ ସ୍ୱାଧୀନଙ୍କୁ ମିଳିଲା ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ

ଅନୁଗୁଳ – ରାଜ୍ୟ ସରକାରଙ୍କ ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ମଙ୍ଗଳବାର ଜାତୀୟ କ୍ରୀଡ଼ା ଦିବସ ଅବସରରେ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉପସ୍ଥିତ ରହି

Read More »
ଭଲ ଖବର

ବନ୍ତଳା ଅଗ୍ନିଶମ ସେବା କେନ୍ଦ୍ର ପାଇଁ ୧୫ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଠାରେ ନୂତନ ଭାବେ ସ୍ଥାପିତ ଅଗ୍ନିଶମ ସେବା କେନ୍ଦ୍ର ପାଇଁ ବିଭିନ୍ନ ବର୍ଗର ୧୫ଟି ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ଏଠାରେ ସୁଚନା ଯୋଗ୍ଯ

Read More »
ଭଲ ଖବର

ଚନ୍ଦ୍ରଯାନ ମିଶନ-୩ ସଫଳ ପଛରେ ରହିଛି ତାଳଚେର ବୈଜ୍ଞାନିକ ଶରତ ଦାସଙ୍କ ହାତ

  ଅନୁଗୁଳ – ଗତକାଲି ସଫଳ ହୋଇଛି ଚନ୍ଦ୍ରଯାନ ମିଶନ-୩ । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିଛି ଚନ୍ଦ୍ରଯାନ-୩ । ଚନ୍ଦ୍ରପୃଷ୍ଠରେ ରୋଭର ପ୍ରଜ୍ଞାନ ବର୍ତ୍ତମାନ ବିଚରଣ କରୁଥିବାବେଳେ ତଥ୍ୟ ସଂଗ୍ରହ

Read More »
ଭଲ ଖବର

ପବିତ୍ର ମୋହନ ସେତୁ ନାମରେ ନାମିତ ହେଲା କଣିହାଁ ସ୍ଥିତ ବ୍ରାହ୍ମଣୀ ନଦୀ ସେତୁ

ଭୁବନେଶ୍ୱର- ଅନୁଗୁଳ ଜିଲ୍ଲା କଣିହଁ ଠାରେ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ସେତୁକୁ ରାଜ୍ୟ ସରକାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପ୍ରଜାମଣ୍ଡଳ ନେତା ତଥା ଓଡିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ

Read More »
ଭଲ ଖବର

ତାଳଚେରର ହାଣ୍ଡିଧୂଆ ସରକାରୀ ସ୍କୁଲକୁ ୧.୧୦ କୋଟି ଟଙ୍କା ମଞ୍ଜୁର

  ଭୁବନେଶ୍ୱର – ସ୍କୁଲ ଶିକ୍ଷା ସହ ଭିତ୍ତିଭୂମିକୁ ମଜଭୂତ୍ କରିବା ଦିଗରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଷ୍ଟାର୍ସ ତଥା ଅନ୍ୟ ଯୋଜନା ଅନ୍ତର୍ଗତ ଓଡ଼ିଶାର ୧୪ଟି ସ୍କୁଲକୁ ୨୦୨୩-୨୪ ଆର୍ଥିକ ବର୍ଷ

Read More »
ଭଲ ଖବର

ଜିଲ୍ଲାର ପର୍ଯ୍ଯଟନ କ୍ଷେତ୍ର ପାଇଁ ୫ କୋଟି ଟଙ୍କାର ଅନୁଦାନ

ଅନୁଗୁଳ –  ଶିଳ୍ପନଗରୀ ଅନୁଗୁଳ ଜିଲ୍ଲାର ଧର୍ମାନୁଷ୍ଠାନ ଓ ପର୍ଯ୍ୟଟନ କ୍ଷେତ୍ର ବିକଶିତ ହେବ । ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ଙ୍କ ଗସ୍ତ ପରେ ଏଥି ପାଇଁ ପ୍ରଚୁର ଅନୁଦାନ ମିଳିଛି

Read More »
ଭଲ ଖବର

ଓଡ଼ିଶା ସିଭିଲ ସର୍ଭିସ୍‌ ପରୀକ୍ଷାରେ ଜିଲ୍ଲାର ଛାତ୍ର ଛାତ୍ରୀଙ୍କ ସଫଳତା

  ଅନୁଗୋଳ – ଓପିଏସ୍‌ସି ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ୍‌ ପରୀକ୍ଷାରେ ଅନୁଗୋଳ ଜିଲ୍ଲାର ଅନେକ ଝିଅ ଓ ପୁଅଣ୍କୁ ସଫଳତା ମିଳିଛି । ଶିମିଳିପଡାର ଆଶାଜ୍ୟୋତି ସାହୁ ୬୨ ରାଙ୍କ ରଖି ସଫଳତା

Read More »
ଭଲ ଖବର

ଓଡ଼ିଶା ସିଭିଲ ସର୍ଭିସ ରେଜଲ୍ଟରେ ୬୨ ରାଙ୍କ ରଖିଲେ ଅନୁଗୋଳର ଆଶାଜ୍ଯୋତି

  ଅନୁଗୋଳ – ସଦ୍ୟ ପ୍ରକାଶିତ ଓଏଏସ ପରୀକ୍ଷାରେ ଅନୁଗୋଳ ସହର ଶିମିଳିପଡାର ଆଶାଜ୍ୟୋତି ସାହୁ ୬୨ ରାଙ୍କ ରଖି ସଫଳତା ହାସଲ କରିଛନ୍ତି । ବାପା ଦିକାକର ସାହୁ ରାଉରକେଲାରେ ବ୍ଯବସାୟ କରୁଥିବା

Read More »
ଭଲ ଖବର

ଅନୁଗୋଳ ଜିଲ୍ଲାକୁ ଭାରତ ସରକାରଙ୍କ ଦ୍ୱାରା ଭୂମି ସମ୍ମାନ

  ଅନୁଗୋଳ – ଅନୁଗୋଳ ଜିଲ୍ଲାକୁ ମିଳିଛି ଭୂମି ସମ୍ମାନ । ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନ ପରିସରରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫରୁ ଜମିଜମା କମ୍ପ୍ୟୁଟରୀକରଣରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭୂମି

Read More »
ଭଲ ଖବର

ଇକୋପାର୍କରେ ହେବ ମ୍ୟୁଜିକାଲ ଫାଉଣ୍ଟନ – ଅକ୍ଷୟ ସାମନ୍ତ

  ଅନୁଗୋଳ – ଅନୁଗୋଳ ପୌରପାଳିକାର ଉନ୍ନତି ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି । ଏହା ଭିତରେ ପ୍ରଥମେ ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆ ଯାଇଥିବା ବେଳେ ପିଇବା ପାଣି ,

Read More »
ଭଲ ଖବର

ସ୍ୱାତି ସାଗରିକା ଆଚାର୍ଯ୍ୟ ଅନୁଗୋଳ ସରକାରୀ କଲେଜ ବିଜ୍ଞାନ ଟପର

ଅନୁଗୋଳ – ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଆଜି ପୂର୍ବାହ୍ନ ୧୧ଟାରେ ଯୁକ୍ତ ଦୁଇ ବିଜ୍ଞାନ ଓ

Read More »
ଭଲ ଖବର

ଅନୁଗୁଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୋଡ଼ି ହେବ ଇଣ୍ଟିଗ୍ରେଟେଡ୍ ଲ” ପାଠ୍ୟକ୍ରମ

ଅନୁଗୋଳ – ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ପାଇଁ ଖୁସି ଖବର । ପ୍ରଥମଥର ପାଇଁ କଲେଜ ଶିକ୍ଷା ବ୍ୟବସ୍ଥାରେ ‘ଆଇନ୍‌’ ପାଠ୍ୟକ୍ରମ ଯୋଡ଼ି ହେବାକୁ ଯାଉଛି । ଏଠାରେ ପାଞ୍ଚ ବର୍ଷିଆ ଇଣ୍ଟିଗ୍ରେଟେଡ୍

Read More »
ଭଲ ଖବର

ଆଠମଲ୍ଲିକରେ ହେବ ଅତ୍ୟାଧୁନିକ ବସଷ୍ଟାଣ୍ଡ

ଆଠମଲ୍ଲିକ – ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ସହରରେ ନିର୍ମାଣ ହେବ ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡ । ଏଥିପାଇଁ ସରକାରଙ୍କ ମଞ୍ଜୁରୀ ମିଳିଛି । ବସଷ୍ଟାଣ୍ଡ ନିର୍ମାଣରେ ପ୍ରାୟ ୩ କୋଟି ୧୩ ଲକ୍ଷ ଟଙ୍କା

Read More »
ଭଲ ଖବର

ଜମିଜମା ରେକର୍ଡ କମ୍ପୁଟରୀକରଣରେ ଅନୁଗୁଳକୁ ମିଳିବ ଜାତୀୟ ପ୍ଲାଟିନମ ପୁରସ୍କାର

ଭୁବନେଶ୍ୱର – ରାଜ୍ୟରେ ଜମିଜମା ରେକର୍ଡ କମ୍ପୁଟରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ଓଡ଼ିଶାର ୧୯ ଟି ଜିଲ୍ଲା ଜାତୀୟ ପୁରଷ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ମୁଖ୍ୟ ଶାସନ ସଚିବ ଶ୍ରୀ

Read More »
ଭଲ ଖବର

ମେହେନ୍ଦୀରେ ୱାର୍ଲଡ଼ କପ ହକିକୁ ସ୍ୱାଗତ କଲେ ତାଳଚେର ଛାତ୍ରୀ – ଉଚ୍ଚ ଶିକ୍ଷା ବିଭାଗର ଟ୍ୱିଟ

ଅନୁଗୁଳ – ହକି ୱାର୍ଲଡ଼ କପକୁ ନେଇ ସବୁଠି ଉତ୍ସାହ ଭରି ରହିଛି । ଦ୍ଵିତୀୟ ଥର ପାଇଁ ଓଡ଼ିଶାରେ ହେଉଥିବା ଏହା ହକି ମହାକୁମ୍ଭ ପାଇଁ ସମଗ୍ର ଓଡିଶା ଏକ ପ୍ରକାର ଉତ୍ସବ

Read More »

Social Media

Get The Latest Updates

Subscribe To Our Weekly Newsletter

No spam, notifications only about new products, updates.

Sponsored

On Trend

Most Popular Stories

ଖଗେଶ୍ୱର ବେହେରା ବିଜେଡ଼ି ଛାଡିଲେ

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡି ଛାଡିଛନ୍ତି । ସେ ଏ ନେଇ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫାପତ୍ର ପଠାଇଛନ୍ତି । ସେ

ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ

ଅନୁଗୁଳ – ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ କାରାଦଣ୍ଡ । ୧୫/୦୨/୧୫ ମସିହାରେ ଅନୁଗୁଳ ଶାବଳଭଙ୍ଗା ଗାଁରେ ଏହି ହତ୍ୟାକାଣ୍ଡ ଘଟିଥିଲା । ସ୍ତ୍ରୀ ରଶ୍ମିତା ବିଶ୍ୱାଳକୁ ତଣ୍ଟି ଚିପି ହତ୍ୟା କରିଥିଲା ସ୍ୱାମୀ ବାବୁଲାଲ

ବିଜେପି ସରକାର ଆସିଲେ ବେନାମୀ ସମ୍ପତ୍ତି ଥିବା ଲୋକଙ୍କ ସ୍ଥାନ ଜେଲ – ଧର୍ମେନ୍ଦ୍ର

ଆଠମଲ୍ଲିକ  –  ଚଳିତବର୍ଷ ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ବିଜେପି ସରକାର ହେବ । ଓଡ଼ିଶାରେ ସର୍ବାଧିକ ସିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ

ଟ୍ରକ ଲୁଟ ଉଦ୍ୟମ ବେଳେ ୫ ଡକାୟତଙ୍କୁ ଗିରଫ କଲା ପୁଲିସ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୋଲିସ ଦ୍ଵାରା ୫ ଆନ୍ତଜିଲ୍ଲା ଲୁଟେରା ଗିରଫ । ଜାତୀୟ ରାଜପଥ ୧୪୯ ସନ୍ଥପଡା ନିକଟରେ ୯ ଜଣ ଯୁବକ ମାରଣାସ୍ତ୍ର ଧରି ଟ୍ରକ ଗୁଡ଼ିକୁ ଅଟକାଇ