ଇନସପେକ୍ଟର ସ୍ତରରେ ଅଦଳବଦଳ

ଅନୁଗୁଳ - ଅନୁଗୁଳ ଜିଲ୍ଲା ପୁଲିସର ଇନସପେକ୍ଟର ସ୍ତରରେ ଅଦଳବଦଳ ହୋଇଛି । ଅନୁଗୁଳ ଏସପିଙ୍କ ନିର୍ଦେଶ ଅନୁସାରେ କିଆକଟା ଥାନା ଅଧିକାରି ଭାବେ କାର୍ଯ୍ୟରତ ଇନସପେକ୍ଟର ଅନାମ ଲାକ୍ରାଙ୍କୁ ରେଙ୍ଗାଳି ଥାନା ବଦଳି କରା ଯାଇଛି । ସେହିଭଳି ରେଙ୍ଗାଳି…

Continue Reading ଇନସପେକ୍ଟର ସ୍ତରରେ ଅଦଳବଦଳ

ଗୁଳିମାଡରେ ଯୁବକ ଆହତ ଘଟଣା – ଗୁଳି କରିଥିବା ଯୁବକ ଗିରଫ

ଅନୁଗୁଳ - ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବଡକନ୍ତକୁଳ ଗାଁରେ ବୁଧବାର ବିଳମ୍ବିତ ରାତିରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ଜଣଙ୍କୁ ପୁଲିସ ଗିରଫ କରିଛି । ତାଙ୍କ ନିକଟରୁ ଗୁଳି କରା ଯାଇଥିବା ବନ୍ଧୁକ ମଧ୍ୟ ଜବତ କରା ଯାଇଥିବା ଜଣା…

Continue Reading ଗୁଳିମାଡରେ ଯୁବକ ଆହତ ଘଟଣା – ଗୁଳି କରିଥିବା ଯୁବକ ଗିରଫ

ଗୁଳିମାଡରେ ଯୁବକ ଆହତ

ଅନୁଗୁଳ - ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବଡକନ୍ତକୁଳ ଗାଁରେ ଆଜି ରାତି ପ୍ରାୟ ୧୦ ତା ପରେ ଏକ ଗୁଳିକାଣ୍ଡ ଘଟିଥିବା ବେଳେ ଗୁଳି ମାଡରେ ଜଣେ ଯୁବକ ଆହତ ହୋଇଛନ୍ତି । ଆହତ ଯୁବକ ଅଖିଳ ବେହେରା (୩୩)ଙ୍କୁ…

Continue Reading ଗୁଳିମାଡରେ ଯୁବକ ଆହତ

ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣା – ଅଭିଯୁକ୍ତକୁ କୋର୍ଟ ଚାଲାଣ

ଛେଣ୍ଡିପଦା - ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ କରିବା ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଛେଣ୍ଡିପଦା ନିଉ ଉମା ହୋଟେଲର ମାଲିକ ସୁକାନ୍ତ କୁମାର…

Continue Reading ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣା – ଅଭିଯୁକ୍ତକୁ କୋର୍ଟ ଚାଲାଣ

ଅତ୍ୟାଧୂନିକ ଦୈନିକ ପରିବା ବଜାର ଓ ସ୍ଥାୟୀ ପାର୍କିଂ ପାଇଁ ପ୍ରସ୍ତାବ

ଅନୁଗୁଳ - ଅନୁଗୁଳ ଜିଲ୍ଲାରେ ବ୍ୟାପକ ଶିଳ୍ପାୟନ ଓ ଖଣିଖାଦାନ ପାଇଁ ଅନୁଗୁଳ ସହରର ଜନସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ସେହି ଅନୁପାତରେ ଅନୁଗୁଳ ସଦରର ବଜାର , ପାରିବା ବଜାରରେ ନାହିଁ ନଥିବା ଭିଡ ହେଉଛି…

Continue Reading ଅତ୍ୟାଧୂନିକ ଦୈନିକ ପରିବା ବଜାର ଓ ସ୍ଥାୟୀ ପାର୍କିଂ ପାଇଁ ପ୍ରସ୍ତାବ

ତାଳଚେର ସାର କାରଖାନା କାମ ଶୀଘ୍ର ସାରିବା ଉପରେ ଗୁରୁତ୍ବ ଦେଲେ ପରିଚାଳନା ନିର୍ଦେଶକ

ତାଳଚେର - ଅନୁଗୁଳ ଜିଲ୍ଲା ତାଳଚେର ସାର କାରଖାନା ପୁନଃରୁଦ୍ଧାର କାମର ଅଗ୍ରଗତି ନେଇ ଏକ ଉଚ୍ଚସ୍ତରୀୟ ଟିମ୍ ସମୀକ୍ଷା କରିଛି । ସୂଚନା ଅନୁସାରେ ତାଳଚେର ଫର୍ଟିଲାଇଜର ପରିଚାଳନା ନିର୍ଦେଶକ ସଚ୍ଚିଦାନନ୍ଦ ଯାଦବଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ଟିମ୍ ଆଜି…

Continue Reading ତାଳଚେର ସାର କାରଖାନା କାମ ଶୀଘ୍ର ସାରିବା ଉପରେ ଗୁରୁତ୍ବ ଦେଲେ ପରିଚାଳନା ନିର୍ଦେଶକ

ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଅଭିଯୋଗ – ଯୁବକ ଅଟକ

ଛେଣ୍ଡିପଦା - ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଏକ ଲଜ୍ୟାଜନକ ଘଟଣା ଘଟି ଯାଇଛି । ଅଞ୍ଚଳର ଜଣେ ମହିଳା ଡାକ୍ତରଙ୍କୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି । ଖାଇବା ନେଇ ଦେଇଥିବା ବେଳେ ଡାକ୍ତରଙ୍କୁ…

Continue Reading ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଅଭିଯୋଗ – ଯୁବକ ଅଟକ

ରାସ୍ତା ଉପରେ ଜଳିଗଲା ବୁଲେଟ

ଅନୁଗୁଳ - ରାସ୍ତା ଉପରେ ଜଳିଗଲା ବୁଲେଟ । ଆଉ ନିମିଷକ ମଧ୍ୟରେ ହୁତୁହୁତୁ ହୋଇ ଜଳି ପାଉଁଶ ପାଲଟିଗଲା । ଦେଖଣାହାରୀ ହୋଇ ରହିଗଲେ ଗାଡି ମାଲିକ ଆଉ ସ୍ଥାନୀୟ ଲୋକ । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ…

Continue Reading ରାସ୍ତା ଉପରେ ଜଳିଗଲା ବୁଲେଟ

ବିରଳ ରକ୍ତଦାନ କରି ଦେବଦୂତ ସାଜିଲେ ରଜତ

ଅନୁଗୁଳ - କୌଣସି ରକ୍ତ ସମ୍ପର୍କ ନାହିଁ । ହେଲେ ରକ୍ତ ଦେଇ ଜୀବନ ବଞ୍ଚାଇବାକୁ ସୁଦୂର ରାଉରକେଲାରୁ ଆସିଲେ ଅନୁଗୁଳ । ଆଉ ବିରଳ ଗ୍ରୁପ୍‌ର ରକ୍ତଦାନ କରି ଜଣେ ଗର୍ଭବତୀ ମହିଳାଙ୍କୁ ନୂଆ ଜୀବନ ଦେଇଗଲେ । ସୋମବାର…

Continue Reading ବିରଳ ରକ୍ତଦାନ କରି ଦେବଦୂତ ସାଜିଲେ ରଜତ

କ୍ରୀଡାବିତଙ୍କ ସ୍ଵପ୍ନ ହେଲା ପୂରଣ – ପୁଲିସରେ ମିଳିଲା ନିଯୁକ୍ତି

ତାଳଚେର - ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳର ଯୁବ କ୍ରୀଡ଼ାବିତ୍ ରାକେଶ ଭୁକ୍ତାଙ୍କୁ ରାଜ୍ୟ ପୁଲିସ ବିଭାଗରେ ନିଯୁକ୍ତି ମିଳିଛି । ତାଙ୍କ ଘର ତାଳଚେର ବ୍ଲକ ଅନ୍ତର୍ଗତ ଅନନ୍ତବେରେଣୀ ଗ୍ରାମରେ । ରାଜ୍ୟ ସରକାରଙ୍କ ଦ୍ୱାରା ୩୯ ଜଣ କ୍ରୀଡାବିତଙ୍କୁ…

Continue Reading କ୍ରୀଡାବିତଙ୍କ ସ୍ଵପ୍ନ ହେଲା ପୂରଣ – ପୁଲିସରେ ମିଳିଲା ନିଯୁକ୍ତି

ଶତକ ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା

ଅନୁଗୁଳ - ଅନୁଗୁଳ ଜିଲ୍ଲାରେ ଦୈନିକ କରୋନା ସଂକ୍ରମଣଙ୍କ ସଂଖ୍ୟା ଶହେ ତଳକୁ ଖସିଛି । ଆଜି ଜିଲ୍ଲାରେ ମୋଟ ୯୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଜିଲ୍ଲାରେ ଗତ ୨୦ ତାରିଖରୁ…

Continue Reading ଶତକ ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା

୩ ବର୍ଷ ପରେ ହତ୍ୟାକାଣ୍ଡର ପର୍ଦାଫାସ – ୩ ଗିରଫ

ଛେଣ୍ଡିପଦା - ବିଳମ୍ବ ହେଲେ ମଧ୍ୟ ଦୀର୍ଘ ୩ ବର୍ଷ ପରେ ଜରପଡା ପୁଲିସକୁ ଏକ ହତ୍ୟାକାଣ୍ଡ ପର୍ଦାଫାସ କରିବା ସହ ଅଭିଯୁକ୍ତ ମାଙ୍କୁ ଧରିବାର ସଫଳତା ମିଳିଛି  । ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନୁଗୁଳ-ଜରପଡା ୫୫ନଂ ଜାତୀୟ ରାଜପଥ…

Continue Reading ୩ ବର୍ଷ ପରେ ହତ୍ୟାକାଣ୍ଡର ପର୍ଦାଫାସ – ୩ ଗିରଫ

ସିମ ବ୍ଲକ ହୋଇଯିବ କହି ଠକିନେଲେ ଏକ ଲକ୍ଷ ୨୫ ହଜାର

ଅନୁଗୁଳ  - କେୱାଇସିରେ ତୁଟି ଯୋଗୁଁ ସିମ୍ ବ୍ଳକ୍ ହୋଇଯିବ କହି ଅନୁଗୁଳ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଜଣେ କର୍ମଚାରୀଙ୍କୁ ଟାର୍ଗେଟ କରିଥିଲେ ସାଇବର ଠକ । ଆଉ ଛଳନାପୂର୍ଣ୍ଣ କଥା କହି ଠକି ନେଲେ ଲକ୍ଷାଧିକ ଟଙ୍କା । ସୂଚନା…

Continue Reading ସିମ ବ୍ଲକ ହୋଇଯିବ କହି ଠକିନେଲେ ଏକ ଲକ୍ଷ ୨୫ ହଜାର

କୋଭିଡ ନିୟମକୁ ଫୁ କରି ବିଧାୟକଙ୍କ ସଭା – କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ପାଲଲହଡା - ପ୍ରଶାସନର ନାକ ତଳେ କରୋନା ଗାଇଡଲାଇନର ଖୋଲାଖୋଲି ଉଲ୍ଲଂଘନ । ତା ପୁଣି ଖୋଦ ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ହୋଇଥିବା ଅଭିଯୋଗ ହୋଇଛି । ଶାସକ ବିଜେଡି ପକ୍ଷରୁ ଏଭଳି କରା ଯାଇଥିବା ବିଜେପି…

Continue Reading କୋଭିଡ ନିୟମକୁ ଫୁ କରି ବିଧାୟକଙ୍କ ସଭା – କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ସ୍ବପ୍ନର ଅନୁଗୁଳ – ସବୁଜ ଅନୁଗୁଳ ଲକ୍ଷ୍ୟରେ ଚାରା ରୋପଣ ଆରମ୍ଭ

ଅନୁଗୁଳ - ଅନୁଗୁଳର ସାମାଜିକ ସଙ୍ଗଠନ " ଆମ ଅନୁଗୁଳ " ତରଫରୁ ସବୁଜ ସୁନ୍ଦର ଅନୁଗୁଳ ଗଠନ କରିବା ପାଇଁ  " ସ୍ବପ୍ନର ଅନୁଗୁଳ - ସବୁଜ ଅନୁଗୁଳ " କାର୍ଯ୍ୟକ୍ରମ କରାଯାଇଛି । ଏହି ଅବସରରେ ଆଜି ସଙ୍ଗଠନ…

Continue Reading ସ୍ବପ୍ନର ଅନୁଗୁଳ – ସବୁଜ ଅନୁଗୁଳ ଲକ୍ଷ୍ୟରେ ଚାରା ରୋପଣ ଆରମ୍ଭ