ଅନୁଗୁଳ ବନ୍ଦ – ସାଧାରଣ ଜୀବନଯାତ୍ରା ଠପ

ଅନୁଗୁଳ - ଆଜି ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ । ତାଳଚେର ଟିଟିପିଏସ ପ୍ଲାଣ୍ଟକୁ ଯେଉଁଭଳି ଭାବରେ ବନ୍ଦ କରିଦିଆଗଲା , ତାହା ଅନୁଗୁଳ ତଥା ଓଡିଶା ପାଇଁ ଦୁର୍ଭାଗ୍ୟଜନକ । ପ୍ରଦୂଷଣର ଆଳ ଦେଖାଇ କେନ୍ଦ୍ର ସରକାର ଏହାକୁ ବନ୍ଦ…

Continue Reading ଅନୁଗୁଳ ବନ୍ଦ – ସାଧାରଣ ଜୀବନଯାତ୍ରା ଠପ

ଓଡିଶା ସାଇନିଂ ଆଇକନ ସିଜିନ-୩ରେ ଚମକିଲେ ଜିଲ୍ଲାର ୫ ପ୍ରତିଯୋଗୀ

ଅନୁଗୁଳ - ଓଡିଶା ସାଇନିଂ ଆଇକନ ସିଜିନ-୩, ୨୦୨୧ ରେ ନିଜର ଫ୍ୟାସନର ଯାଦୁ ଦେଖାଇଛନ୍ତି ଅନୁଗୁଳ ଜିଲ୍ଲାର ପ୍ରତିଯୋଗି । ରାଉରକେଲା ଠାରେ ଆୟୋଜିତ ପ୍ରତିଯୋଗିତାରେ ଭାଗ ନେଇ ଜିଲ୍ଲାର ୫ ଜଣ ପ୍ରତିଯୋଗି ନିଜର ଶ୍ରେଷ୍ଠତା ପଦର୍ଶନ କରିଛନ୍ତି…

Continue Reading ଓଡିଶା ସାଇନିଂ ଆଇକନ ସିଜିନ-୩ରେ ଚମକିଲେ ଜିଲ୍ଲାର ୫ ପ୍ରତିଯୋଗୀ

ବୁଧବାର ହେବ ନାହିଁ ମଦ ଦୋକାନ ପାଇଁ ଲଟେରୀ

ଅନୁଗୁଳ - ମଦ ଦୋକାନ ପାଇଁ ହେବାକୁ ଥିବା ଲଟେରୀ ଉଠାଣ ଆସନ୍ତା କାଲି( ବୁଧବାର) ପରିବର୍ତ୍ତେ ଗୁରୁବାର ଦିନ ହେବ । ଅନୁଗୁଳ ଜିଲ୍ଲାରେ ଥିବା ୫୭ ଟି ବିଦେଶୀ ଠିପି ବନ୍ଦ ମଦ ଦୋକାନ ମଧ୍ୟରୁ ୫୬ ଟି…

Continue Reading ବୁଧବାର ହେବ ନାହିଁ ମଦ ଦୋକାନ ପାଇଁ ଲଟେରୀ

ଏସୟୁସିଆଇ କମ୍ୟୁନିଷ୍ଟର ଅନୁଗୁଳ ବନ୍ଦ ଡାକରା

ତାଳଚେର - ଅନୁଗୁଳ ଜିଲ୍ଲା ତାଳଚେର ଟିଟିପିଏସ ପ୍ଲାଣ୍ଟ ବନ୍ଦକୁ ବିରୋଧ ବଢିବାରେ ଲାଗିଛି । ଏହାକୁ ବିରୋଧ କରି ଶାସକ ବିଜେଡି ଦଳ ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ ଡାକରା ଦେଇଥିବା ବେଳେ ଆଜି ଏସୟୁସିଆଇ କମ୍ୟୁନିଷ୍ଟ ପକ୍ଷରୁ ମଧ୍ୟ ଅନୁଗୁଳ…

Continue Reading ଏସୟୁସିଆଇ କମ୍ୟୁନିଷ୍ଟର ଅନୁଗୁଳ ବନ୍ଦ ଡାକରା

ଟିଟିପିଏସ ବନ୍ଦର ପ୍ରତିବାଦ, ତାଳଚେରରେ ଅର୍ଥନୈତିକ ଅବରୋଧ

ତାଳଚେର - ଅନୁଗୁଳ ଜିଲ୍ଲା ତାଳଚେର ଥର୍ମାଲ ପ୍ଲାଣ୍ଟ ବନ୍ଦ ପ୍ରତିବାଦରେ ଆଜି ତାଳଚେରରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ନେତୃତ୍ୱରେ ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚାରି ଘଣ୍ଟିଆ ଅର୍ଥନୈତିକ ଅବରୋଧ କରାଯାଇଥିଲା । ଏଥିଯୋଗୁଁ ଉଭୟ ଟ୍ରକ ଓ ରେଳ…

Continue Reading ଟିଟିପିଏସ ବନ୍ଦର ପ୍ରତିବାଦ, ତାଳଚେରରେ ଅର୍ଥନୈତିକ ଅବରୋଧ

ବୁଧବାର ଅନୁଗୁଳ ବନ୍ଦ

ଅନୁଗୁଳ - ଆସନ୍ତା ୭ ତାରିଖ (ବୁଧବାର) ଅନୁଗୁଳ ବନ୍ଦ । ଅନୁଗୁଳ ଜିଲ୍ଲା ବିଜେଡି ପକ୍ଷରୁ ଟିଟିପିଏସ ବନ୍ଦ ପ୍ରତିବାଦରେ ବୁଧବାର ଦିନ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆ ଯାଇଛି । ଆଜି ଦଳ ପକ୍ଷରୁ ଏକ ସାମ୍ବାଦିକ…

Continue Reading ବୁଧବାର ଅନୁଗୁଳ ବନ୍ଦ

ଘର ଭିତରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର – ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ଅନୁଗୁଳ - ଅନୁଗୁଳ କୁମଣ୍ଡ ଗାଁର ଗାଣ୍ଡୁ ପଡ଼ିଆର ଏକ ଘର ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ହେଲେ ମାମି ଗୋଛାୟତ । ତାଙ୍କ ସ୍ଵାମୀ ଧୁର୍ବ ଗୋଛାୟତ ମହାରାଷ୍ଟ୍ରରେ କାମ କରୁଥିବା ବେଳେ…

Continue Reading ଘର ଭିତରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର – ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ବାପାଙ୍କ ସମୟରେ ଏଫସିଆଇ , ପୁଅ ସମୟରେ ଟିଟିପିଏସ ବନ୍ଦ – ଉଚିତ ଜବାବ ଦେବ କଂଗ୍ରେସ

ଅନୁଗୁଳ - ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ସ୍ଥାନୀୟ କଂଗ୍ରେସ ଭବନଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ତାଳଚେର ଥର୍ମାଲ ପ୍ଳାଣ୍ଟକୁ ଯେଉଁଭଳି ରାଜନୈତିକ ଚକ୍ରାନ୍ତ କରି ବନ୍ଦ କରି ଦିଆ ଯାଇଛି , ତାର ଘୋର ବିରୋଧ କରିବା…

Continue Reading ବାପାଙ୍କ ସମୟରେ ଏଫସିଆଇ , ପୁଅ ସମୟରେ ଟିଟିପିଏସ ବନ୍ଦ – ଉଚିତ ଜବାବ ଦେବ କଂଗ୍ରେସ

ରାଜପଥ କଡରୁ ଯାଯାବରଙ୍କୁ ହଟାଇଲା ପ୍ରଶାସନ

ଅନୁଗୁଳ - ଅନୁଗୁଳ ଷ୍ଟାଡିୟମ ସାମ୍ନା ଜାତୀୟ ରାଜପଥ ୫୫ ପାର୍ଶ୍ବରେ ଆଧିପତ୍ୟ ବିସ୍ତାର କରୁଥିବା କେତେକ ଯାଯାବର ପରିବାରକୁ ପ୍ରଶାସନ ଉଚ୍ଛେଦ କରିଛି । ସହର ସୌନ୍ଦର୍ଯ୍ୟକରଣ ପାଇଁ ପୌରପାଳିକା ପକ୍ଷରୁ ରାସ୍ତା ପାର୍ଶ୍ଵରୁ ଜବରଦଖଲ ହଟାଯାଇ ସେଠାରେ ବାଡ଼…

Continue Reading ରାଜପଥ କଡରୁ ଯାଯାବରଙ୍କୁ ହଟାଇଲା ପ୍ରଶାସନ

ଗୋଟିଏ ସ୍ଥାନରୁ ୫୨ ସାପ ଉଦ୍ଧାର

ଅନୁଗୁଳ - ଅନୁଗୁଳ ସହର ନିକଟସ୍ଥ ତୁରଙ୍ଗ ଗ୍ରାମ କେନାଲ ସାହିରୁ ୫୨ ଟି ପାଣିଧଣ୍ଢ ସାପ ଛୁଆ ଉଦ୍ଧାର କରାଯାଇଅଛି । କେନାଲ ସାହି ବିଦେଶୀ ବେହେରାଙ୍କ ଘର ପଛ ପାଖ ବାଡିରେ ଏକ ଆଜବେଷ୍ଟସ ତଳୁ ଗତ ୧୩…

Continue Reading ଗୋଟିଏ ସ୍ଥାନରୁ ୫୨ ସାପ ଉଦ୍ଧାର

ବିଜେପିର ମିଶ୍ରଣ ପର୍ବ – ଅନ୍ୟ ଦଳରୁ ୪୦୦ରୁ ଊର୍ଦ୍ଧ୍ଵ କର୍ମୀ ଦେଲେ ଯୋଗ

ଛେଣ୍ଡିପଦା - ଅନୁଗୁଳ ଜିଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିପଟା ହାଟପଡିଆ ଠାରେ ଶୁକ୍ରବାର ବିଜେପିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଛେଣ୍ଡିପଦା ବିଜେପିର ବିଧାୟକ ପ୍ରାର୍ଥୀ ଅଗସ୍ତୀ  ବେହାରାଙ୍କ ପୈାରହିତ୍ୱରେ…

Continue Reading ବିଜେପିର ମିଶ୍ରଣ ପର୍ବ – ଅନ୍ୟ ଦଳରୁ ୪୦୦ରୁ ଊର୍ଦ୍ଧ୍ଵ କର୍ମୀ ଦେଲେ ଯୋଗ

ଟ୍ରେନରେ ଠିକା ଶ୍ରମିକଙ୍କ ମୃତ

ତାଳଚେର - ଅନୁଗୁଳ ଜିଲ୍ଲା ତାଳଚେର ଡେରା ଗାଁ ପାଖରେ ଥିବା ଅନନ୍ତ କୋଇଲା ଖଣିର ୫ ଓ ୬  ରେଲୱେ ସାଇଡିଂରେ ଟ୍ରେନରେ କଟି ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ରାଜୁ ବାବାଙ୍ଗା…

Continue Reading ଟ୍ରେନରେ ଠିକା ଶ୍ରମିକଙ୍କ ମୃତ

ତଣ୍ଟି ଚିପି ପିଇସିକୁ ହତ୍ୟା କଲା ପୁତୁରା , ହତ୍ୟା ପରେ କଲା ଆତ୍ମସମର୍ପଣ

ପାଲଲହଡା - ଶୁକ୍ରବାର ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡର ଉପାନ୍ତ ଅଞ୍ଚଳ ନଗିରା ପଞ୍ଚାୟତ ତନଗୁଳା ଗାଁରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ନିଜ ପିଇସିକୁ ଜଣେ ପୁତୁରା ତଣ୍ଟି ଚିପି ହତ୍ୟା କରିଛି । ପରେ ଅଭିଯୁକ୍ତ…

Continue Reading ତଣ୍ଟି ଚିପି ପିଇସିକୁ ହତ୍ୟା କଲା ପୁତୁରା , ହତ୍ୟା ପରେ କଲା ଆତ୍ମସମର୍ପଣ

ଜିଲ୍ଲାରେ ଆରମ୍ଭ ହେଲା ପିଙ୍କ ପେଟ୍ରୋଲିଂ – ମହିଳାଙ୍କ କରିବ ସୁରକ୍ଷା

ଅନୁଗୁଳ - ଅନୁଗୁଳ ଜିଲ୍ଲା ପୁଲିସ ମହିଳାଙ୍କ ସୁରକ୍ଷା ପାଇଁ ଜିଲ୍ଲାରେ ପିଙ୍କ ପେଟ୍ରୋଲିଂ ବ୍ୟବସ୍ଥା ଆରମ୍ଭ କରିଛି । ଦିନକୁ ଦିନ ମହିଳା ମାନେ  ଲୁଟ, ଛିନତାଇ ଓ ଦୁର୍ବ୍ୟବହାରର ସମ୍ମୁଖୀନ ହେଉଥିବାରୁ ଏହାର ପ୍ରତିହତ ପାଇଁ ଜିଲା ପୁଲିସ…

Continue Reading ଜିଲ୍ଲାରେ ଆରମ୍ଭ ହେଲା ପିଙ୍କ ପେଟ୍ରୋଲିଂ – ମହିଳାଙ୍କ କରିବ ସୁରକ୍ଷା

ନକଲି ମଦ କାରଖାନା ଠାବ

ଅନୁଗୁଳ - ଅନୁଗୁଳ ଅବକାରୀ ବିଭାଗକୁ ମିଳିଛି ଏକ ବଡ ସଫଳତା । ଜିଲ୍ଲା ସଦର ମହକୁମା ଉପକଣ୍ଠ ରେ ଚାଲିଥିବା ଏକ ନକଲି ମଦ ଫ୍ୟାକ୍ଟେରି ଉପରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ମଦ , ଠିପି ,…

Continue Reading ନକଲି ମଦ କାରଖାନା ଠାବ