‛ସୁନ୍ଦରୀ’ର ବାହୁଡା ପ୍ରକ୍ରିୟା ଆରମ୍ଭ – ପହଞ୍ଚିଲେ ମଧ୍ୟପ୍ରଦେଶ ଟିମ

ଅନୁଗୁଳ - ଆଜି ଠାରୁ ସାତକୋଶିଆରୁ ବାଘୁଣୀ ‛ସୁନ୍ଦରୀ’ର ବାହୁଡା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଥି ପାଇଁ ରବିବାର ଅପରାହ୍ନରେ ମଧ୍ୟପ୍ରଦେଶର କାହ୍ନା ଜାତୀୟ ବ୍ୟାଘ୍ର ଅଭୟାରଣ୍ୟରୁ ଆସିଥିବା ଏକ ଟିମ ସାତକୋଶିଆର ରାଇଗୁଡାରେ ପହଞ୍ଚିଛନ୍ତି । ଏହି ଟିମରେ…

Continue Reading ‛ସୁନ୍ଦରୀ’ର ବାହୁଡା ପ୍ରକ୍ରିୟା ଆରମ୍ଭ – ପହଞ୍ଚିଲେ ମଧ୍ୟପ୍ରଦେଶ ଟିମ

ପାଗଳା କୁକୁର ଆତଙ୍କ – ୨୭ ରୁ ଉର୍ଦ୍ଧ ଗ୍ରାମବାସୀକୁ ଗୁରୁତର

ଅନୁଗୁଳ - ଅନୁଗୁଳ ଜିଲ୍ଲା ତଳଗଡ଼ ଗାଁରେ ପାଗଳା କୁକୁର ଆତଙ୍କ । ଏହି ପାଗଳା କୁକୁର ଗାଁର ୨୭ ରୁ ଉର୍ଦ୍ଧ ଲୋକଙ୍କୁ କାମୁଡି ଆହତ କରିଥିବା ଜଣା ପଡିଛି । ଆଉ ଏଭଳି ଘଟଣା ସମଗ୍ର ବନ୍ତଳା ଅଞ୍ଚଳରେ…

Continue Reading ପାଗଳା କୁକୁର ଆତଙ୍କ – ୨୭ ରୁ ଉର୍ଦ୍ଧ ଗ୍ରାମବାସୀକୁ ଗୁରୁତର

ଦୁର୍ଘଟଣାରେ ପୁଣି ଦୁଇ ମୃତ – ଗୋଟିଏ ଦିନରେ ଦୁର୍ଘଟଣା ନେଲା ୭ ଜୀବନ

ଅନୁଗୁଳ - ଅନୁଗୁଳ ଜିଲ୍ଲା କଣିହାଁ ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥର ଏକ ଢ଼ାବା ନିକଟରେ ଗୋଟିଏ ଟ୍ରକ ( ଓଡି-୩୫-୦୪୩୪) ଓ ମୋଟରସାଇକେଲ  (ଓଡି-୧୯-ଏସ-୯୬୭୫) ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି…

Continue Reading ଦୁର୍ଘଟଣାରେ ପୁଣି ଦୁଇ ମୃତ – ଗୋଟିଏ ଦିନରେ ଦୁର୍ଘଟଣା ନେଲା ୭ ଜୀବନ

ଆମ୍ବୁଲାନ୍ସ- ଗ୍ୟାସ୍‌ ଟ୍ୟାଙ୍କର୍‌ ମୁହାଁମୁହିଁ ଧକ୍କା , ରୋଗୀ ସମେତ ୪ ମୃତ

ଅନଗୁଳ - ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ଜରପଡାଠାରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ହୋଇଛି । ଆଜି ସକାଳ ପ୍ରାୟ ୭ଟା ବେଳେ ଜରପଡ଼ା ବସ୍‌ଷ୍ଟାଣ୍ଡ୍‌ ନିକଟରେ ଏକ ଆମ୍ବୁଲାନ୍‌ସ୍‌ ଏବଂ ଗୋଟାଏ ଗ୍ୟାସ୍‌…

Continue Reading ଆମ୍ବୁଲାନ୍ସ- ଗ୍ୟାସ୍‌ ଟ୍ୟାଙ୍କର୍‌ ମୁହାଁମୁହିଁ ଧକ୍କା , ରୋଗୀ ସମେତ ୪ ମୃତ

ବ୍ରାଉନ୍‌ସୁଗାର ବ୍ୟବସାୟୀ ଗିରଫ

ନାଲକୋ ନଗର - ଅନୁଗୁଳ ଜିଲ୍ଲା ନାଲକୋ ଆଦର୍ଶ ଥାନା ଅଞ୍ଚଳର ଜଣେ ଯୁବକ ଧଳା ଜହର ବ୍ୟବସାୟ କରୁଥିବା ଅଭିଯୋଗରେ ନାଲକୋ ପୁଲିସ ଗିରଫ କରିଛି । ସୂଚନା ନାଲକୋ ପୁଲିସ ଆଜି ସକାଳ ୧୦ଘଟିକା ସମୟରେ ବିଶେଷ ସୂତ୍ରରୁ…

Continue Reading ବ୍ରାଉନ୍‌ସୁଗାର ବ୍ୟବସାୟୀ ଗିରଫ

ସୁଦିପଙ୍କୁ ନଗର କଂଗ୍ରେସ ସଭାପତି ଦାୟିତ୍ଵ

ଅନୁଗୁଳ - ଅନୁଗୁଳ ଜିଲ୍ଲାର ଉଦୀୟମାନ ଯୁବ ନେତା ସୁଦିପ୍ ମିଶ୍ର (ଲାଟା) ଙ୍କ ଗୁରୁତ୍ୱ କଂଗ୍ରେସ ଦଳରେ ବଢିବାକୁ ଲାଗିଛି । ସୁଦିପ୍ ପୁର୍ବରୁ ଛାତ୍ର ଓ ଯୁବ କଂଗ୍ରେସର ବହୁ ଗୁରୁତ୍ୱପୁର୍ଣ ଦାଇତ୍ୱ ନେଇଥିଲେ ଏବଂ ୨୦୧୮ ମସିହା…

Continue Reading ସୁଦିପଙ୍କୁ ନଗର କଂଗ୍ରେସ ସଭାପତି ଦାୟିତ୍ଵ

ଫେରିଯିବ ବାଘୁଣୀ ସୁନ୍ଦରୀ

ଅନୁଗୁଳ - ଅନୁଗୁଳ ସାତକୋଶିଆରେ ବନ୍ଦୀ ଜୀବନ କାଟୁଥିବା ବାଘୁଣୀ , ସୁନ୍ଦରୀ ମଧ୍ୟପ୍ରଦେଶ ଫେରିଯିବ । ସାତକୋଶିଆ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ଆସିଥିବା ବାଘୁଣୀ ପୁଣି ମଧ୍ୟପ୍ରଦେଶକୁ ଫେରାଇ ନେବାକୁ ମଧ୍ୟପ୍ରଦେଶରୁ ଏକ ୬ ଜଣିଆ ବିଶେଷଜ୍ଞ…

Continue Reading ଫେରିଯିବ ବାଘୁଣୀ ସୁନ୍ଦରୀ

ଚାକିରି ନାଁରେ ବାପ-ପୁଅ ଚଳାଇଥିଲେ ରାକେଟ – ଛାତ୍ରଛାତ୍ରୀଙ୍କୁ କରୁଥିଲେ ଟାର୍ଗେଟ

ଅନୁଗୁଳ - ଚାକିରି ଦେବା ନାଁରେ ଠକେଇ କରିଥିବା ବାପ-ପୁଅଙ୍କ ଚେର ଲମ୍ବା ରହିଛି । ଏହି ରାକେଟରେ ବାପ-ପୁଅଙ୍କ ବ୍ୟତୀତ ଆହୁରି ଅନେକ ଲୋକଙ୍କ ସମ୍ପୃକ୍ତି ଥିବା ପୁଲିସ ଜାଣିବାକୁ ପାଇଛି । ଘଟଣାରେ ପୁଣି ଦୁଇଜଣଙ୍କୁ ପୁଲିସ ଗିରଫ…

Continue Reading ଚାକିରି ନାଁରେ ବାପ-ପୁଅ ଚଳାଇଥିଲେ ରାକେଟ – ଛାତ୍ରଛାତ୍ରୀଙ୍କୁ କରୁଥିଲେ ଟାର୍ଗେଟ

ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଗଲା ଚାଷୀଙ୍କ ଜୀବନ – ଟ୍ରାନ୍ସଫର୍ମରରେ ଲାଗି ମୃତ

ଅନୁଗୁଳ - ଅନୁଗୁଳ ସଦର ଥାନା ମୁଷାପାପୁଲି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ରେ ଲାଗି ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ମୂଷାପାପୁଲି ଗ୍ରାମର ପ୍ରକାଶ ସାହୁ(୪୨)ଙ୍କ …

Continue Reading ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଗଲା ଚାଷୀଙ୍କ ଜୀବନ – ଟ୍ରାନ୍ସଫର୍ମରରେ ଲାଗି ମୃତ

ଖସି ପଡିଲା ବ୍ରିଟିସ ଅମଳର ପୋଲ – ଲୁହା ଚୋରି ଓ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଭୁଷୁଡିଲା

ଛେଣ୍ଡିପଦା -  ଅନୁଗୁଳ ଜିଲା ଅନୁଗୁଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର କୋଶଳା ଗ୍ରାମ ନିକଟରେ ସିଙ୍ଗିଡା ନଦୀରେ ସ୍ୱାଧିନତା ପୂର୍ବରୁ ନିର୍ମିତ ପୋଲ ଭୁସୁଡି ପଡିଛି । ଗତ କିଛି ଦିନ ତଳେ ଏହି ପୋଲର ଲୁହା ସବୁ ଚୋର କାଟି…

Continue Reading ଖସି ପଡିଲା ବ୍ରିଟିସ ଅମଳର ପୋଲ – ଲୁହା ଚୋରି ଓ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଭୁଷୁଡିଲା

୧୫ ବେଆଇନ କୋଇଲା ଖଣିରେ ଚଢାଉ

ଛେଣ୍ଡିପଦା - ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାହାଳସାହି ଅଞ୍ଚଳରେ ଖଣି ବିଭାଗ ଓ ପୁଲିସ ପକ୍ଷରୁ ଚଢ଼ାଉ କରି ୧୫ରୁ ଉର୍ଦ୍ଧ୍ବ ବେଆଇନ ଚୋରା ଖଣିରୁ ବିପୁଳ ପରିମାଣରେ କୋଇଲା ଜବତ ସହ ବେଆଇନ ଖଣି ଗୁଡିକୁ ପୋତି ଦିଆଯାଇଛି…

Continue Reading ୧୫ ବେଆଇନ କୋଇଲା ଖଣିରେ ଚଢାଉ

ଓକିଲ ସଂଘର ନୂତନ କର୍ମକର୍ତା ଚୟନ

ଛେଣ୍ଡିପଦା - ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଓକିଲ ସଂଘର ନୁତନ କର୍ମକର୍ତା ଚୟନ ହୋଇଯାଇଛି । ଆଇନଜୀବୀ ଲକ୍ଷ୍ମୀଧର ପ୍ରଧାନଙ୍କ ଅଧକ୍ଷତାରେ ସୋମବାର ଛେଣ୍ଡିପଦା ବାର ଆସୋସିଏସନ ଠାରେ ନୁତନ କର୍ମକର୍ତା ଚୟନ କରାଯାଇଥିଲା । ସଂଘର ସଭାପତି ଭାବେ ଆଇନଜୀବୀ…

Continue Reading ଓକିଲ ସଂଘର ନୂତନ କର୍ମକର୍ତା ଚୟନ

ସର୍ବଭାରତୀୟ ବନ୍ଧୁକ ଚାଳନା ପ୍ରତିଯୋଗିତା – ତନିଷ୍କାଙ୍କ ସଫଳତା

ତାଳଚେର - ପଶ୍ଚିମବଙ୍ଗର ଆସାନସୋଲଠାରେ ଚାଲିଥିବା ତିନିଦିନିଆ ସର୍ବଭାରତୀୟ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ତାଳଚେରର ଝିଅ ତନିଷ୍ଠା ସାମନ୍ତ ସଫଳତା ପାଇ ରାଜ୍ୟବାସୀଙ୍କ ପାଇଁ ସୁନାମ ଆଣିଛନ୍ତି । ତନିଷ୍କା ଗୋଟିଏ ରୌପ୍ୟ ଓ ଦୁଇଟି ବ୍ରୋଞ୍ଜ ପଦକ ପାଇବାରେ ଓଡ଼ିଶାରୁ…

Continue Reading ସର୍ବଭାରତୀୟ ବନ୍ଧୁକ ଚାଳନା ପ୍ରତିଯୋଗିତା – ତନିଷ୍କାଙ୍କ ସଫଳତା

ସହି ପାରିଲା ନାହିଁ ମମତା – ଶିଶୁକୁ କୋଳେଇ ନେଲେ ହୋମଗାର୍ଡ

ତାଳଚେର - ଅନୁଗୁଳ ଜିଲ୍ଲା ତାଳଚେର ବାଇପାସ ଟ୍ରାଫିକ ପୋଷ୍ଟ ପାଖରେ ଜଣେ ଅଜଣା ମହିଳା ଅଚେତ ଅବସ୍ଥାରେ ପଡିଥିଲେ । ପାଖରେ ଥିଲେ ଦୁଇଟି ୩-୪ ବର୍ଷୀୟ ଶିଶୁ ଓ ଅନ୍ୟ ଏକ ଦୁଇ ମାସର ନବଜାତ ଶିଶୁ ।…

Continue Reading ସହି ପାରିଲା ନାହିଁ ମମତା – ଶିଶୁକୁ କୋଳେଇ ନେଲେ ହୋମଗାର୍ଡ

୪ ଡକାୟତ ଗିରଫ

ତାଳଚେର - ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ୪ ଡ଼କାୟତଙ୍କୁ ଗିରଫ କରିଛି  । ଏହି ଚାରିଜଣ ଡକାୟତଙ୍କୁ ପୁଲିସ ଗିରଫ କରିବାସହ ତାଙ୍କଠାରୁ ୨୧ହଜାର ଟଙ୍କା , ଗୋଟିଏ ଭୁଜାଲି ଓ କାତି ଜବତ କରିଛି । ସୂଚନା ଅନୁସାରେ…

Continue Reading ୪ ଡକାୟତ ଗିରଫ