ଚଣାଗଛ ପାଇଁ ଜଳିଗଲା ଚଳନ୍ତା କାର

ଅନୁଗୁଳ - ଅନୁଗୁଳ ଜିଲ୍ଲା ଜାମୁଣ୍ଡା ଗାଁରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରାସ୍ତାରେ ଶୁଖା ଯାଇଥିବା ଚଣା ଗଛ ଲାଗି ଏକ ଚଳନ୍ତା କାରରେ ନିଆଁ ଲାଗି ଗାଡିର ଇଞ୍ଜିନ ସମ୍ପୂର୍ଣ୍ଣ ଜଳିଯାଇଥିବା ଜଣାପଡିଛି ।…

Continue Reading ଚଣାଗଛ ପାଇଁ ଜଳିଗଲା ଚଳନ୍ତା କାର

ଡୋରରେ ଚାପି ହୋଇ ଚାଳକ ମୃତ

ଅନୁଗୁଳ - ଗାଡି ଡୋରରେ ଚାପି ହୋଇ ଚାଳକ ମୃତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ କରଡ଼ାଗାଡିଆ ସ୍ଥିତ ଏକ ଠିକା କ୍ୟାମ୍ପରେ । ମୃତ ଟିପର ଚାଳକ ଜଣଙ୍କ ହେଲେ ଠାକୁରଗଡ଼ ଥାନା ସିଆରିମାଳିଆ ଗ୍ରାମର…

Continue Reading ଡୋରରେ ଚାପି ହୋଇ ଚାଳକ ମୃତ

ସାଂସଦଙ୍କ ବାସଭବନରୁ ଚୋରି

ପାଲଲହଡ଼ା - ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ବାସଭବନରୁ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ତାଙ୍କ ପାଲଲହଡା ଥାନା ପେଣ୍ଡେରାବସା ସ୍ଥିତ ବାସଭବନରୁ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ତାଲା ଭାଙ୍ଗି ଗୋଟିଏ L C D ଟିଭି…

Continue Reading ସାଂସଦଙ୍କ ବାସଭବନରୁ ଚୋରି

ଚାକିରି ନାଁରେ ଠକେଇ , ସ୍ଵାମୀ-ସ୍ତ୍ରୀ ମିଶି କରିଥିଲେ ଠକେଇ

ଅନୁଗୁଳ - ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ପୁଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଅନୁଗୁଳ ରାଜକିଶୋରପଡ଼ା ରଞ୍ଜନ କୁମାର ତ୍ରିପାଠୀ ଓ ତାଙ୍କ ସ୍ତ୍ରୀ ମିତାଲି ତ୍ରିପାଠୀ ଏବଂ ରେଙ୍ଗାଳି ଥାନା ଇଲାକାର…

Continue Reading ଚାକିରି ନାଁରେ ଠକେଇ , ସ୍ଵାମୀ-ସ୍ତ୍ରୀ ମିଶି କରିଥିଲେ ଠକେଇ

ହାତ ଛାଡିଲେ କଂଗ୍ରେସ ସଭାନେତ୍ରୀ – ଦାୟୀ କଲେ ସଭାପତିଙ୍କୁ

ଅନୁଗୁଳ - ଅନୁଗୁଳ ଜିଲ୍ଲା ମହିଳା କଂଗ୍ରେସ କମିଟିର ସଭାନେତ୍ରୀ ସବିତା ରାଣୀ ଧୀର ଆଜି (ଶୁକ୍ରବାର) ସଭାନେତ୍ରୀ ପଦ ଏବଂ କଂଗ୍ରେସ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରଦେଶ ମହିଳା କମିଟି ସଭାନେତ୍ରୀ ଏବଂ ରାଜ୍ୟ କଂଗ୍ରେସ…

Continue Reading ହାତ ଛାଡିଲେ କଂଗ୍ରେସ ସଭାନେତ୍ରୀ – ଦାୟୀ କଲେ ସଭାପତିଙ୍କୁ

ପୂର୍ବତନ ଅଧ୍ୟକ୍ଷ ତଥା ଟାଣୁଆ କଂଗ୍ରେସ ନେତାଙ୍କ ପରଲୋକ

ଅନୁଗୁଳ - ଅନୁଗୁଳ ଜିଲ୍ଲା ବନ୍ତଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ବଂଶୀଧର ପ୍ରଧାନଙ୍କର ଗୁରୁବାର ରାତିରେ ପରଲୋକ ଘଟିଛି । ଗତ କିଛିଦିନ ହେଲା ସେ ଅସୁସ୍ଥ ଥିବାରୁ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ…

Continue Reading ପୂର୍ବତନ ଅଧ୍ୟକ୍ଷ ତଥା ଟାଣୁଆ କଂଗ୍ରେସ ନେତାଙ୍କ ପରଲୋକ

ପ୍ରଥମେ ଡିଇସି ବଟିକା ଖାଇଲେ ଜିଲ୍ଲାପାଳ – ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ କଲେ ଉଦଘାଟନ

ଅନୁଗୁଳ - ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତାଲିମ ଗୃହରେ ଚଳିତ ମାସ୨୫  ତାରିଖରେ  ଆରମ୍ଭ  ହେବାକୁ ଯାଉଥିବା ବାତଜ୍ୱର ନିରାକରଣ ନିମନ୍ତେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଛି । ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର…

Continue Reading ପ୍ରଥମେ ଡିଇସି ବଟିକା ଖାଇଲେ ଜିଲ୍ଲାପାଳ – ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ କଲେ ଉଦଘାଟନ

ସରକାରଙ୍କ କୋଭିଡ ନିୟମ ଆଗରେ ମୁଣ୍ଡ ନୁଆଁଇଲେ ବେସରକରୀ ସ୍କୁଲ୍ – ଛାଡ ହେଵ ଫିସ

ତାଳଚେର - ମହାମାରୀ କରୋନାରେ ଅଭିଭାବକଙ୍କୁ ମାତ୍ରାଧିକ  ଫି ନେଇ ଜୁଲମ କରୁଥିବା ଘରୋଇ ସ୍କୁଲ ଗୁଡ଼ିକୁ ପ୍ରଶାସନର ଛାଟ ପଡିଛି । ଆଜି ଏ ସଂକ୍ରାନ୍ତରେ  ତାଳଚେର ଉପଜିଲ୍ଲପାଳଙ୍କ ସଭାପତିତ୍ବରେ ଏକ ଉଚ୍ଚ ସ୍ତରୀୟ ଵୈଠକରେ ଅନୁଷ୍ଠିତ ହୋଇ ଯାଇଛି…

Continue Reading ସରକାରଙ୍କ କୋଭିଡ ନିୟମ ଆଗରେ ମୁଣ୍ଡ ନୁଆଁଇଲେ ବେସରକରୀ ସ୍କୁଲ୍ – ଛାଡ ହେଵ ଫିସ

ଦୁଇ ଲକ୍ଷ ଲୁଟିଥିବା ସାଇବର ଅପରାଧୀକୁ ଗିରଫ କଲା ପୁଲିସ

ଅନୁଗୁଳ - ଅନୁଗୁଳ ଜିଲ୍ଲା କଣିହାଁ ଏନ୍‌ଟିପିସି ସିଆଇଏସ୍‌ଏଫ୍ ୟୁନିଟ୍‌ର ଜଣେ ହେଡ୍ କନେଷ୍ଟବଳ ସଞ୍ଜୟ ନାରଜିନାରିଙ୍କ ଠାରୁ କିଛିଦିନ ତଳେ ସାଇବର ଲୁଟେରା ମାନେ ଦୁଇ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିଲେ । ଏହି ଲୁଟ ଘଟଣାରେ ଅନୁଗୁଳ…

Continue Reading ଦୁଇ ଲକ୍ଷ ଲୁଟିଥିବା ସାଇବର ଅପରାଧୀକୁ ଗିରଫ କଲା ପୁଲିସ

ପୁଲିସର ଦବଙ୍ଗଗିରି – ହେଲମେଟ ନାହିଁ ବୋଲି ରାସ୍ତା ଉପରେ ବସଉଠ

ଅନୁଗୁଳ - ହେଲମେଟ ନାହିଁ ବୋଲି ବସଉଠ ହେବାକୁ ପଡିଲା ଯୁବକଙ୍କୁ । ପୁଲିସ ବାବୁ ମାଡ଼ ଭୟ ଦେଖାଇ ବିଚ ରାସ୍ତାରେ ଜଣେ ଯୁବକକୁ ବସଉଠ କରାଉଥିବା ଘଟଣା ଆଜି ଅନୁଗୁଳ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ…

Continue Reading ପୁଲିସର ଦବଙ୍ଗଗିରି – ହେଲମେଟ ନାହିଁ ବୋଲି ରାସ୍ତା ଉପରେ ବସଉଠ

ବାର ଲକ୍ଷ ଲୋକ ଖାଇବେ ଏହି ବଟିକା

ଅନୁଗୁଳ - ଅନୁଗୁଳ ଜିଲ୍ଲାରୁ ଫାଇଲେରିଆ ରୋଗର ସମ୍ପୂର୍ଣ୍ଣ ନିରାକରଣ ପାଇଁ  ଆସନ୍ତା ଫେବୃଆରୀ ୨୫ ତାରିଖରୁ ମାର୍ଚ୍ଚ ୬ ଯାଏ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆଜି ଗଣମାଧ୍ୟମ ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ…

Continue Reading ବାର ଲକ୍ଷ ଲୋକ ଖାଇବେ ଏହି ବଟିକା

ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ରଣହୁଙ୍କାର

ଅନୁଗୁଳ - ତୈଳ ଦରରେ ଆହେତୁକ ବୃଦ୍ଧି ପ୍ରତିବାଦରେ ଅନୁଗୁଳ କଂଗ୍ରେସ ରଣହୁଙ୍କାର ଦେଇଛି । ଜିଲ୍ଲାର ସମସ୍ତ ପେଟ୍ରୋଲ ପମ୍ପରେ ବିକ୍ଷୋଭ କରିଛନ୍ତି କଂଗ୍ରେସ କର୍ମକର୍ତ୍ତା । ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଓ ଅନୁଗୁଳ ଜିଲ୍ଲା…

Continue Reading ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ରଣହୁଙ୍କାର

ସାଇବର ଲୁଟେରାଙ୍କ ଠାରୁ ୩ ଲକ୍ଷ ଉଦ୍ଧାର କଲା ପୁଲିସ

ଭୁବନେଶ୍ବର - ଦିନକୁ ଦିନ ସାଇବର ଲୁଟ୍ ଅପରାଧ ବୃଦ୍ଧି ପାଉଥିବା ବେଳେ ପୁଲିସକୁ ଏକ ବଡ ସଫଳତା ମଧ୍ୟ ମିଳିଛି । ପୁଲିସର ଉଦ୍ୟମ ହେତୁ ସାଇବର ଲୁଟେରାଙ୍କ ଏକ ତରିକା ଫେଲ ମାରିଛି , ଆଉ ଅନଲାଇନ୍ ଲୁଟେରାଙ୍କ…

Continue Reading ସାଇବର ଲୁଟେରାଙ୍କ ଠାରୁ ୩ ଲକ୍ଷ ଉଦ୍ଧାର କଲା ପୁଲିସ

କସ୍ତୁରଵା ଥିଲେ ମହାତ୍ମା ଗାନ୍ଧୀଜୀଙ୍କର ଅହିଂସାର ମୁଳସୁତ୍ର

ଅନୁଗୁଳ - ରାଷ୍ଟ୍ରମାତା କସ୍ତୁରବା ଗାନ୍ଧୀଜୀଙ୍କର ୭୭ ତମ ପୂଣ୍ୟ ତିଥି କାଙ୍ଗୁଲା ସ୍ଥିତ ଉଜ୍ଜଵଳା ଅନୁଷ୍ଠାନ ରେ ପାଳିତ ହୋଇଯାଇଛି । ଦକ୍ଷିଣ ଆଫ୍ରିକାରୁ ମୋହନଦାସ କରମଚାନ୍ଦ ଗାନ୍ଧୀରୁ ମହାତ୍ମା ଗାନ୍ଧୀ ପର୍ଯ୍ୟନ୍ତ ଉତ୍ତରଣ ଯାତ୍ରା ସହିତ ତାଳ ଦେଇ…

Continue Reading କସ୍ତୁରଵା ଥିଲେ ମହାତ୍ମା ଗାନ୍ଧୀଜୀଙ୍କର ଅହିଂସାର ମୁଳସୁତ୍ର

ମଣ୍ଡି ଦାବିରେ ଦାବିପତ୍ର

ଅନୁଗୁଳ - ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧାନ ବିକ୍ରି (ଟୋକନ) ବ୍ୟବସ୍ଥାର ଅନିୟମିତତା ହୋଇଥିବା ଅଭିଯୋଗ କରି କଂଗ୍ରେସ ପକ୍ଷରୁ ଆଜି ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରା ଯାଇଛି । କ୍ଙ୍ଗ୍ରେସା ପକ୍ଷରୁ କୁହା ଯାଇଛି ଯେ…

Continue Reading ମଣ୍ଡି ଦାବିରେ ଦାବିପତ୍ର