କାନ୍ଥ ଖୋଳି ଗହଣା ଦୋକାନରୁ ଲକ୍ଷାଧିକ ଟଙ୍କାର ଗହଣା ଲୁଟ

ପାଲଲହଡା - ଅନୁଗୁଳ ଜିଲ୍ଲା ପାଲଲହଡା ବଜାର ଉପରେ ଥିବା ଏକ ଗହଣା ଦୋକାନର କାନ୍ଥ ଖୋଲି ଲକ୍ଷାଧିକ ଟଙ୍କା ମୂଲ୍ୟର ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସକାଳେ ଦୋକାନ ଖୋଲିବାକୁ ଆସି ଚୋରି ହୋଇଥିବା ଜାଣିବା ପରେ ଦୋକାନ…

Continue Reading କାନ୍ଥ ଖୋଳି ଗହଣା ଦୋକାନରୁ ଲକ୍ଷାଧିକ ଟଙ୍କାର ଗହଣା ଲୁଟ

ଉତ୍କଳ ବି ୧ ଏବଂ ବି ୨ କୋଇଲା ଖଣି ପାଇଁ ଆରପିଡ଼ିଏସି ବୈଠକ ଅନୁଷ୍ଠିତ

ଅନୁଗୁଳ - ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ଉତ୍କଳ ବି୧ ଏବଂ ବି୨ କୋଇଲା ଖଣି ପାଇଁ ଥଇଥାନ ଓ ପାରିପାର୍ଶ୍ଵିକ ଉନ୍ନୟନ ପରାମର୍ଶଦାତା କମିଟି ବୈଠକ ଆଜି ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡ. ସୁରେଶ ଚନ୍ଦ୍ର ଦଲାଇ, ଆଇଏଏସ୍,…

Continue Reading ଉତ୍କଳ ବି ୧ ଏବଂ ବି ୨ କୋଇଲା ଖଣି ପାଇଁ ଆରପିଡ଼ିଏସି ବୈଠକ ଅନୁଷ୍ଠିତ

ହାତୀ ଆକ୍ରମଣରେ ଦୁଇ ମୃତ – ଜଣେ ଗୁରୁତର

ଅନୁଗୁଳ - ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଦୁଇ ଜଣଙ୍କ ଜୀବନ ଯାଇଛି । ବନ୍ତଳା ବନାଞ୍ଚଳ ତଲଗଡ଼ ଗାଁରେ ହାତି ଆକ୍ରମଣ କରିବା ଫଳରେ ଜଣେ ମହିଳାଙ୍କ ଜୀବନ ଯାଇଥିବା ବେଳେ ତାଙ୍କ ସ୍ୱାମୀ ମଧ୍ୟ ଆହତ ହୋଇଥିବା…

Continue Reading ହାତୀ ଆକ୍ରମଣରେ ଦୁଇ ମୃତ – ଜଣେ ଗୁରୁତର

୧ ତାରିଖ ଦୁଇ ଘଣ୍ଟିଆ ରାଜପଥ ଅବରୋଧ କରିବ ବିଜେଡି

ଅନୁଗୁଳ - ଆସନ୍ତା ୧ ତାରିଖରେ ଆନ୍ଦୋଳନକୁ ଓଲ୍ହାଇବ ବିଜେଡି । ମୁଖ୍ୟତଃ ଜାତୀୟ ରାଜପଥ ଗୁଡିକର ଦୁରବସ୍ଥା ଓ ଏମ୍ ସି ଏଲ ବିସ୍ଥାପନ ନେଇ କରୁଥିବା ଟାଳଟୁଳ ନୀତି ବିରୁଦ୍ଧରେ ଜିଲ୍ଲା ବିଜେଡି ଆନ୍ଦୋଳନ ସ୍ୱରୂପ ଦୁଇ ଘଣ୍ଟିଆ…

Continue Reading ୧ ତାରିଖ ଦୁଇ ଘଣ୍ଟିଆ ରାଜପଥ ଅବରୋଧ କରିବ ବିଜେଡି

ପ୍ରାଣୀ ସମ୍ପଦ ସେବା ନିମନ୍ତେ ଭ୍ରାମ୍ଯମାଣ ପଶୁ ସମ୍ପଦ ଆମ୍ବୁଲାନ୍ସର ଶୁଭାରମ୍ଭ

ଅନୁଗୁଳ - ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଏବଂ ଜେଏସପି ଫାଉଣ୍ଡେସନ ଅଧ୍ୟକ୍ଷl ଶ୍ରୀମତୀ ଶାଲୁ  ଜିନ୍ଦଲ ଏକ ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ଭ୍ରାମ୍ଯମାଣ ପଶୁ ସମ୍ପଦ ଆମ୍ବୁଲାନ୍ସକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ…

Continue Reading ପ୍ରାଣୀ ସମ୍ପଦ ସେବା ନିମନ୍ତେ ଭ୍ରାମ୍ଯମାଣ ପଶୁ ସମ୍ପଦ ଆମ୍ବୁଲାନ୍ସର ଶୁଭାରମ୍ଭ

ଜ୍ୱାଇଁ ହତ୍ୟାକାରୀ ଶଶୁରକୁ ଆଜୀବନ କାରାଦଣ୍ଡ

ଅନୁଗୁଳ - ଜ୍ୱାଇଁ ହତ୍ୟାକାରୀ ଶଶୁରକୁ ଆଜୀବନ କାରାଦଣ୍ଡ । ୨୨ ଜଣ ସାକ୍ଷୀ ଓ ବୟାନ ଆଧାରରେ ଆଜୀବନ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜୋରିମନା କାରାଦଣ୍ଡାଦେଶ ଅନୁଗୁଳ ଅତିରିକ୍ତ ଜିଲ୍ଲ ଦୌରା ଜଜ ଦେଇଛନ୍ତି  । ସୁଚନା…

Continue Reading ଜ୍ୱାଇଁ ହତ୍ୟାକାରୀ ଶଶୁରକୁ ଆଜୀବନ କାରାଦଣ୍ଡ

ମୋବାଇଲ ଚୋରି ଗ୍ଯାଙ୍ଗ ଗିରଫ

ଅନୁଗୁଳ - ସହରର ବିଭିନ୍ନ ସ୍ଥାନରୁ ମୋବାଇଲ ଫୋନ୍‌ ଚୋରି ଗ୍ଯାଙ୍ଗର ୪ ଜଣଙ୍କୁ ଓ କିଣିଥିବା ଜଣଙ୍କୁ ଅନୁଗୁଳ ସଦର ଥାନା ପୁଲିସ ଗିରଫ କରିଛି ।  ସେମାନଙ୍କ ନିକଟରୁ ୧୨ଟି ମୋବାଇଲ ଫୋନ ଓ ୨ଟି ମୋଟରସାଇକେଲ ଜବତ…

Continue Reading ମୋବାଇଲ ଚୋରି ଗ୍ଯାଙ୍ଗ ଗିରଫ

ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ – ତଦନ୍ତ ନିର୍ଦେଶ ଦେଲେ ଅଧ୍ୟକ୍ଷ

ଅନୁଗୁଳ - ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ । କେବଳ ପ୍ରେମ ନିବେଦନ ଯେ ତା ନୁହେଁ , ଫୋନ୍‌ରେ ଅନେକ ଆପତ୍ତିଜନକ ମେସେଜ ପଠାଇଛନ୍ତି । ଶେଷରେ ଅତିଷ୍ଠ ହୋଇ ଛାତ୍ରୀ ଜଣଙ୍କ କଲେଜ କର୍ତ୍ତୃପକ୍ଷଙ୍କ…

Continue Reading ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ – ତଦନ୍ତ ନିର୍ଦେଶ ଦେଲେ ଅଧ୍ୟକ୍ଷ

ଚାକିରୀ ନାଁରେ ଠକେଇ , ଜଣେ ଗିରଫ

ଅନୁଗୁଳ - ଚାକିରୀ ଦେବାକୁ କହି ଜଣେ ଯୁବତୀଙ୍କ ଠାରୁ ଟଙ୍କା ଠକି ନେବା ଅଭିଯୋଗରେ ଜଣେ ଯୁବକକୁ ଅନୁଗୁଳ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ଅନୁଗୁଳ ତାଳମୂଳ ଗାଁର ପୁଲକ ପ୍ରସାଦ…

Continue Reading ଚାକିରୀ ନାଁରେ ଠକେଇ , ଜଣେ ଗିରଫ

ନିଦ ଭାଙ୍ଗିଲା ନାହିଁ ବୋଲି ଛାତ୍ରଙ୍କୁ ନିସ୍ତୁକ ମାଡ – ପ୍ରଶାସନର ତଦନ୍ତ

ଛେଣ୍ଡିପଦା - ଭୋରରୁ ଉଠିଲେ ନାହିଁ , କି ପାଠ ପଢିଲେ ନାହିଁ । ଏଥିପାଇଁ ରାଗିଗଲେ କୋଚିଂ ସେଣ୍ଟରର ମାଲିକ । ଆଉ ଛାତ୍ରଙ୍କୁ ଜଣ ଜଣ କରି ନିର୍ଧୁମ ମାଡ଼ ମାରିଲେ । ଏହି ମାଡ଼ ମାରିବାର ଭିଡ଼ିଓ…

Continue Reading ନିଦ ଭାଙ୍ଗିଲା ନାହିଁ ବୋଲି ଛାତ୍ରଙ୍କୁ ନିସ୍ତୁକ ମାଡ – ପ୍ରଶାସନର ତଦନ୍ତ

ସ୍କୁଟି-ବୁଲେଟ ଧକ୍କା – ଜଣେ ମୃତ

ଅନୁଗୁଳ - ଅନୁଗୁଳ ସହରର ନରାୟଣ ସାଗର ସମ୍ମୁଖ ହେଲଥ କରିଡର ରାସ୍ତାରେ ସ୍କୁଟି-ବୁଲେଟ ମଧ୍ୟରେ ଧକ୍କା ହେବା ଫଳରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ଖଲାରୀ ଗ୍ରାମର ହେମନ୍ତ ସାହୁ । ସୂଚନା ଅନୁସାରେ, ସହରର…

Continue Reading ସ୍କୁଟି-ବୁଲେଟ ଧକ୍କା – ଜଣେ ମୃତ

ସାହାଯ୍ୟ ଆଳରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଲୁଟ

ଅନୁଗୁଳ - ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାହାଯ୍ୟ ଆଳରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଜଣେ ଦୁର୍ବୃତ୍ତ ଟଙ୍କା ଓ ମୋବାଇଲ ଲୁଟି ନେଇଛି । ଗରିବ , ନିଃସହାୟ ମହିଳାଙ୍କୁ ଇସ୍ୟୁରାନ୍ସ କରାଇ ଦେବାର ପ୍ରଲୋଭନ ଦେଖାଇ ବିଳମ୍ବିତ ରାତିରେ ତାଙ୍କ…

Continue Reading ସାହାଯ୍ୟ ଆଳରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଲୁଟ

ସୁଭଦ୍ରା ଖୋଲାମୁହଁ କୋଇଲା ଖଣି ନିମନ୍ତେ ପରିବେଶ ସମ୍ବନ୍ଧିୟ ଜନଶୁଣାଣୀ

ଛେଣ୍ଡିପଦା - ଅନୁଗୁଳ ଜିଲ୍ଲ ଛେଣ୍ଡିପଦା ତହସିଲର କଙ୍କରାଇ ଗ୍ରାମ ପଂଚାୟତର ପିଢଖମଣ ଠାରେ ଗୁରୁବାର ପ୍ରସ୍ତାବିତ ସୁଭଦ୍ରା ଖୋଲାମୁହଁ କୋଇଲା ଖଣି ନିମନ୍ତେ ପ୍ରଦୂଷଣ ବିଭାଗ ପକ୍ଷରୁ ପରିବେଶ ସମ୍ବନ୍ଧିୟ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ମେସର୍ସ ମହାନଦୀ କୋଲ…

Continue Reading ସୁଭଦ୍ରା ଖୋଲାମୁହଁ କୋଇଲା ଖଣି ନିମନ୍ତେ ପରିବେଶ ସମ୍ବନ୍ଧିୟ ଜନଶୁଣାଣୀ

ବନ୍ତଳା ଅଗ୍ନିଶମ ସେବା କେନ୍ଦ୍ର ପାଇଁ ୧୫ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଅନୁଗୁଳ - ଅନୁଗୁଳ ଜିଲ୍ଲା ବନ୍ତଳା ଠାରେ ନୂତନ ଭାବେ ସ୍ଥାପିତ ଅଗ୍ନିଶମ ସେବା କେନ୍ଦ୍ର ପାଇଁ ବିଭିନ୍ନ ବର୍ଗର ୧୫ଟି ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ଏଠାରେ ସୁଚନା ଯୋଗ୍ଯ ଯେ , ବନ୍ତଳା ଅଞ୍ଚଳରେ ମୁଖ୍ୟମନ୍ତ୍ରୀ…

Continue Reading ବନ୍ତଳା ଅଗ୍ନିଶମ ସେବା କେନ୍ଦ୍ର ପାଇଁ ୧୫ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଡାକ୍ତରଖାନା ନିକଟସ୍ଥ ପୋଖରୀରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ଛେଣ୍ଡିପଦା - ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟ୍ଟା ସ୍ୱାସ୍ଥ୍ୟ କେନ୍ଦ୍ର ନିକଟସ୍ଥ ପୋଖରୀରେ ବୁଡି ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ମୃତ ବୃ୍ଦ୍ଧା ଜଣଙ୍କ ବାଲିପଟା ଗ୍ରାମର ଜିରା ସେଠୀ ବୋଲି ଜଣା ପଡିଛି । ଘଟଣାରୁ ପ୍ରକାଶ…

Continue Reading ଡାକ୍ତରଖାନା ନିକଟସ୍ଥ ପୋଖରୀରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର