କେୱାଇସି ଅପଡେଟ୍‌ କରିବା ନାଁରେ ୧ ଲକ୍ଷ ୭୪ ହଜାର ଟଙ୍କା ଲୁଟ

ଅନୁଗୁଳ - ବ୍ୟାଙ୍କ୍‌ ଖାତାର କେୱାଇସି ଅପଡେଟ୍‌ କରିବା ନାଁରେ ୧ ଲକ୍ଷ ୭୪ ହଜାର ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ । ଅନୁଗୁଳ ସହର ଶିମିଳିପଡ଼ାର ଜର୍ଜ ଭର୍ଗିସ୍‌ ନାମକ ଜଣେ ବ୍ଯକ୍ତି ଏଭଳି ଠକାମିର ଶୀକାର ହୋଇଛନ୍ତି…

Continue Reading କେୱାଇସି ଅପଡେଟ୍‌ କରିବା ନାଁରେ ୧ ଲକ୍ଷ ୭୪ ହଜାର ଟଙ୍କା ଲୁଟ

ରେଳ ଫାଟକ ନିକଟରେ ଦୁଇ ଯୁବକଙ୍କୁ ଆକ୍ରମଣ କରି କାର ଭାଙ୍ଗିଦେଲେ ଦୁର୍ବୃତ୍ତ

  ତାଳଚେର - ରେଳ ଫାଟକ ନିକଟରେ ଗାଡି ଅଟକିଥିବା ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଗାଡି ମାଲିକ ଆହତ ହୋଇଥିବା ବେଳେ ଦୁର୍ବୃତ୍ତ ମାନେ କାର ଭାଙ୍ଗି ଦେଇଛନ୍ତି । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ତାଳଚେର ଷ୍ଟେସନ ନିକଟରେ ଘଟିଛି…

Continue Reading ରେଳ ଫାଟକ ନିକଟରେ ଦୁଇ ଯୁବକଙ୍କୁ ଆକ୍ରମଣ କରି କାର ଭାଙ୍ଗିଦେଲେ ଦୁର୍ବୃତ୍ତ

ଇକୋ ପାର୍କରେ ଉଦଘାଟନ ପରେ ଫଳକ ଭଙ୍ଗା – ପୁଲିସର ଛାନଭିନ

  ଅନୁଗୁଳ - ସ୍ବାଧୀନତା ଦିବସ ଅବସରରେ ଅନୁଗୁଳ ଇକୋ ପାର୍କରେ ମ୍ୟୁଜିକାଲ ଫାଉଣ୍ଟେନ ଉଦ୍‌ଘାଟିତ ହୋଇଥିଲା । ଏଥିପାଇଁ ଅତିଥିଙ୍କ ନାମ ଥାଇ ଏକ ଫଳକ ଲଗାଯାଇଥିଲା । ଶିଳ୍ପ , ସୂକ୍ଷ୍ମ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ…

Continue Reading ଇକୋ ପାର୍କରେ ଉଦଘାଟନ ପରେ ଫଳକ ଭଙ୍ଗା – ପୁଲିସର ଛାନଭିନ

ବ୍ରାଉନସୁଗାର ଜବତ – ଦୁଇ ଯୁବକ ଗିରଫ

ଅନୁଗୁଳ - ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଇଲାକାରୁ ପୁଣି ବ୍ରାଉନସୁଗାର ଜବତ ହୋଇଛି । ନାଲକୋନଗର ଥାନା ପୁଲିସ ଆଜି କୁଲାଡ଼ ଗାଁରେ ଚଢାଉ କରି ୬.୨୪୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଦୁଇ ଜଣ ଯୁବକଙ୍କୁ ଗିରଫ…

Continue Reading ବ୍ରାଉନସୁଗାର ଜବତ – ଦୁଇ ଯୁବକ ଗିରଫ

କେନାଲରେ ବୁଡି ଶିଶୁ ମୃତ

ଅନୁଗୁଳ - ଅନୁଗୋଳ ସହର ଉପକଣ୍ଠ ହେମସୁରପଡା କେନାଲରେ ବୁଡି ଆଜି ଜଣେ ଶିଶୁର ମୃତ୍ଯୁ ହୋଇଛି । ହେମସୁରପଡା କେନାଲ ହୁଡାରେ ଦୁଇ ଶିଶୁ ଖେଳୁଥିବା ବେଳେ ଉଭୟ କେନାଲରେ ଖସି ପଡିଥିଲେ । ସୌଭାଗ୍ଯ ବସତଃ ଜଣେ ଶିଶୁ…

Continue Reading କେନାଲରେ ବୁଡି ଶିଶୁ ମୃତ

୧୮ ତାରିଖ ସ୍ୱାଧୀନତା ଦିବସ – ଚିଠି ଲେଖି ନିମନ୍ତ୍ରଣ କଲେ ପ୍ରଧାନ ଶିକ୍ଷୟତ୍ରୀ

ଅନୁଗୁଳ - ୧୮ ତାରିଖ ସ୍ୱାଧୀନତା ଦିବସ । ଏଭଳି ଲେଖି ନିମନ୍ତ୍ରଣ କଲେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ । ଯାହାକୁ ନେଇ ଏବେ ଚର୍ଚ୍ଚା ଧରିଛି । ସୁଚନା ଅନୁସାରେ ଚଳିତ ବର୍ଷ ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ…

Continue Reading ୧୮ ତାରିଖ ସ୍ୱାଧୀନତା ଦିବସ – ଚିଠି ଲେଖି ନିମନ୍ତ୍ରଣ କଲେ ପ୍ରଧାନ ଶିକ୍ଷୟତ୍ରୀ

ବିଲରେ ଚାଷୀଙ୍କୁ ଦଳିଦେଲା ହାତୀ

ଅନୁଗୁଳ - ଧାନ ବିଲରେ କାମ କରୁଥିବା ବେଳେ ଦଳି ମାରିଲା ଦନ୍ତI ହାତୀ I ଏଭଳି ଅଭାବନୀୟ ଘଟଣା ଘଟିଛି, ଅନଗୁଳ ଜିଲ୍ଲା ପାଳଲହଡା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ବାରକୋଟିଆ ଗ୍ରାମ ନିକଟରେ I ମିଳିଥିବା ସୂଚନା ଅନୁଯାଇ…

Continue Reading ବିଲରେ ଚାଷୀଙ୍କୁ ଦଳିଦେଲା ହାତୀ

ଓଡ଼ିଆ ସାଇନ୍ ବୋର୍ଡ ନ ଥିବାରୁ ୫ଟି ଦୋକାନକୁ କାରଣ ଦର୍ଶାଅ ନୋଟିସ୍

ଅନୁଗୁଳ - ଅନୁଗୁଳ ଜିଲ୍ଲା, ପୌରପାଳିକା ଅଞ୍ଚଳରେ ଯାଞ୍ଚ ବେଳେ ଓଡ଼ିଆ ସାଇନ୍ ବୋର୍ଡ ପ୍ରଦର୍ଶିତ ନ ହୋଇଥିବାରୁ ୫ଟି ଦୋକାନକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ସମସ୍ତ ଅନୁଷ୍ଠାନ ଓଡିଆରେ ସାଇନ୍ ବୋର୍ଡ ଲେଖିବାକୁ ବାଧ୍ଯତାମୁଳକ ଥିବା…

Continue Reading ଓଡ଼ିଆ ସାଇନ୍ ବୋର୍ଡ ନ ଥିବାରୁ ୫ଟି ଦୋକାନକୁ କାରଣ ଦର୍ଶାଅ ନୋଟିସ୍

ସାବତ ମା ପ୍ରରୋଚନାରେ ନାବାଳକକୁ ଚେଙ୍କ ଦେଲା ବାପା

ଅନୁଗୁଳ - ସ୍କୁଲ ଗଲା ନାହିଁ ବୋଲି ନାବାଳକକୁ ଚେଙ୍କ । ପୁଣି ସାବତ ମା ପ୍ରବଚନାରେ ପଡି ବାପା ଦେଲା ଚେଙ୍କ । ଏଭଳି ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ ହଟିଆନାଳି ଗାଁରେ ଦେଖିବାକୁ ମିଳିଛି…

Continue Reading ସାବତ ମା ପ୍ରରୋଚନାରେ ନାବାଳକକୁ ଚେଙ୍କ ଦେଲା ବାପା

ବ୍ରାଉନସୁଗାର ବେପାର ମାମଲାରେ ନବବିବାହିତା ଯୁବତୀ ଗିରଫ

ଅନୁଗୁଳ - ବାହାଘରର ଅଲ୍ପ କେତେଦିନ ହୋଇଛି , ପୁଲିସ ହାତରେ ବନ୍ଧା ହୋଇ ଜେଲ ଗଲା ସ୍ତ୍ରୀ । ବାହାଘର ପୁର୍ବରୁ ସ୍ଵାମୀ ଜାଣି ନଥିଲା ବ୍ରାଉନସୁଗାର ଭଳି ଧଳା ଜହରର କଳା ବେପାରୀ ସ୍ତ୍ରୀ ଥିଲା ବୋଲି ।…

Continue Reading ବ୍ରାଉନସୁଗାର ବେପାର ମାମଲାରେ ନବବିବାହିତା ଯୁବତୀ ଗିରଫ

ଜିଲ୍ଲାର ପର୍ଯ୍ଯଟନ କ୍ଷେତ୍ର ପାଇଁ ୫ କୋଟି ଟଙ୍କାର ଅନୁଦାନ

ଅନୁଗୁଳ -  ଶିଳ୍ପନଗରୀ ଅନୁଗୁଳ ଜିଲ୍ଲାର ଧର୍ମାନୁଷ୍ଠାନ ଓ ପର୍ଯ୍ୟଟନ କ୍ଷେତ୍ର ବିକଶିତ ହେବ । ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ଙ୍କ ଗସ୍ତ ପରେ ଏଥି ପାଇଁ ପ୍ରଚୁର ଅନୁଦାନ ମିଳିଛି । ପ୍ରଥମେ ଜିଲ୍ଲାର ଛୋଟ ଛୋଟ…

Continue Reading ଜିଲ୍ଲାର ପର୍ଯ୍ଯଟନ କ୍ଷେତ୍ର ପାଇଁ ୫ କୋଟି ଟଙ୍କାର ଅନୁଦାନ

ଗ୍ରାମବାସୀଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର - ଅନୁଗୁଳ ଜିଲ୍ଲା ତାଳଚେର ପବିତ୍ରନଗର ନୂଆବସ୍ତିରେ ଥିବା ବିସ୍ଥାପିତ ପରାବିଲ ଗ୍ରାମବାସୀଙ୍କୁ ସ୍ଥାୟୀ ପଟ୍ଟାପ୍ରଦାନ କରି ସେମାନଙ୍କୁ ଥଇଥାନ କରିବା ସହ ଭୂମି ଅଧିଗ୍ରହଣ ସମୟରେ ନଷ୍ଟ ହୋଇ ଯାଇଥିବା ପାଣିହତାର ପୁନରୁଦ୍ଧାର ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ…

Continue Reading ଗ୍ରାମବାସୀଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ

ସ୍ୱାଧିନତା ଦିବସରେ ଅନୁଗୋଳର ଚାଷୀଙ୍କୁ ଦିଲ୍ଲୀରୁ ନିମନ୍ତ୍ରଣ

ଅନୁଗୁଳ - ଘାସ ଚାଷୀଙ୍କୁ ଦିଲ୍ଲୀରେ ପାଳିତ ହେବାକୁ ଥିବା ସ୍ୱାଧୀନତା ଦିବସରେ ଅତିଥି ଭାବେ ନିମନ୍ତ୍ରଣ । ଆସନ୍ତା ସ୍ବାଧୀନତା ଦିବସରେ ଅନୁଗୁଳ ଜିଲ୍ଲାର ଚାଷୀ ବିଭୁପ୍ରସାଦ ପ୍ରଧାନ ଓ ତାଙ୍କ ସ୍ତ୍ରୀଙ୍କୁ ନିମନ୍ତ୍ରଣ କରା ଯାଇଛି । ଯାହାକୁ…

Continue Reading ସ୍ୱାଧିନତା ଦିବସରେ ଅନୁଗୋଳର ଚାଷୀଙ୍କୁ ଦିଲ୍ଲୀରୁ ନିମନ୍ତ୍ରଣ

ପଚାଷ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ଡେପୁଟି ଏକ୍ସକ୍ୟୁଟିଭ ଇଞ୍ଜିନିୟର

ଅନୁଗୁଳ - ଭିଜିଲାନ୍ସ ଜାଲରେ ଅନୁଗୁଳ ଲିଫ୍ଟ ଇରିଗେସନ ଡିପାର୍ଟମେଣ୍ଟର ଡେପୁଟି ଏକ୍ସକ୍ୟୁଟିଭ ଇଞ୍ଜିନିୟର ଶରତ କୁମାର ପ୍ରଧାନ ।ଦୁଇଟି ଲିଫ୍ଟ ଇରିଗେସନର ଇଲେକ୍ଟ୍ରିକାଲ ଏଷ୍ଟିମେଟ ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ତାଙ୍କ ଅଫିସରେ କାବୁ କଲା ଭିଜିଲାନ୍ସ…

Continue Reading ପଚାଷ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ଡେପୁଟି ଏକ୍ସକ୍ୟୁଟିଭ ଇଞ୍ଜିନିୟର

କ୍ୱାକ କରୁଛନ୍ତି ଚିକିତ୍ସା – ସ୍ୱାସ୍ଥ୍ୟ ପ୍ରଶାସନ ନିରବ

  ଅନୁଗୁଳ - କ୍ୱାକଙ୍କ ଚିକିତ୍ସା ଯୋଗୁଁ ଲୋକଙ୍କ ଜୀବନ ଯାଉଛି । ଏହାର ସଦ୍ୟ ଉଦାହରଣ ହେଉଛି ରବିବାର ଅନୁଗୁଳ ଜିଲ୍ଲା ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ବନ୍ତୁଲ ଗାଁର ଜଣେ ଯୁବକଙ୍କ ମୃତ୍ୟୁ । ବସନ୍ତ ସାହୁଙ୍କ ପୁଅ…

Continue Reading କ୍ୱାକ କରୁଛନ୍ତି ଚିକିତ୍ସା – ସ୍ୱାସ୍ଥ୍ୟ ପ୍ରଶାସନ ନିରବ