ସାଇନ ୧00 ର ବଜାର ପ୍ରବେଶ

ଅନୁଗୋଳ - ଅନୁଗୋଳ Honda Motorcycle & Scooter India ର ଅଧିକୃତ ବିକ୍ରେତା Laxmi Honda ଠାରେ Honda ର ବହୁ ପ୍ରତିକ୍ଷିତ Motorcycle Shine 100 ର ବଜାର ପ୍ରବେଶ ହୋଇଯାଇଅଛି । ଏହି ବଜାର ପ୍ରବେଶ ମୁଖ୍ୟ…

Continue Reading ସାଇନ ୧00 ର ବଜାର ପ୍ରବେଶ

ଦୁର୍ଘଟଣାରେ ତିନି ମୃତ

ଅନୁଗୋଳ - ଅନୁଗୋଳ ଜିଲ୍ଲାରେ ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ତିନି ଜଣଙ୍କର ମୃତ୍ଯୁ ହୋଇଛି । ଅନୁଗୋଳ ସଦର ଥାନା ଅନ୍ତର୍ଗତ ରନ୍ତଲୋଇଠାରେ ସୋମବାର ବିଳମ୍ବିତ ରାତିରେ ଏକ ଟ୍ରକ୍ ତଳେ ଚାପିହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି।…

Continue Reading ଦୁର୍ଘଟଣାରେ ତିନି ମୃତ

ହାତୀ ଆକ୍ରମଣରେ ଯୁବକ ମୃତ

ଅନୁଗୋଳ - ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ଜୀବନ ଯାଇଛି । ମୃତ ଯୁବକ ଜଣଙ୍କ ହେଲେ ପୁରୁଣାଗଡ଼ ବଡଦାଣ୍ଡସାହିର ଲିଟୁ ଖଟୁଆ । ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ପୁରୁଣାଗଡ଼ ଗାଁ ନିକଟକୁ ହାତୀ ପଲ ଆସିଥିବା…

Continue Reading ହାତୀ ଆକ୍ରମଣରେ ଯୁବକ ମୃତ

୧୭ ଗ୍ରାମ ବ୍ରାଉନସୁଗାର ଜବତ – ୫ ଗିରଫ

ଅନୁଗୋଳ - ଅନୁଗୋଳ ଜିଲ୍ଲା ପୁଲିସ ଆଜି ଦୁଇଟି ଭିନ୍ନ ଭିନ୍ନ ଜାଗାରୁ ପ୍ରାୟ ୧୫ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଅନୁଗୋଳ ପୁଲିସ ବ୍ରାଉନ୍‌ସୁଗାର ନେଇ ଯାଉଥିବା ୩…

Continue Reading ୧୭ ଗ୍ରାମ ବ୍ରାଉନସୁଗାର ଜବତ – ୫ ଗିରଫ

ବିପୁଳ ପରିମାଣର ଗଞ୍ଜେଇ ସହ ୩ ଜଣଙ୍କୁ ଗିରଫ କଲା ଏସ.ଟି.ଏଫ

ଅନୁଗୋଳ - ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳରେ ଏସ.ଟି.ଏଫ. ଚଢ଼ାଉ କରି ୧୬୧ କେଜି ଗଞ୍ଜେଇ ଜବତ କରିବା ସହ ବେଆଇନ ଗଞ୍ଜେଇ ମହଜୁଦ ରଖିବା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଆଠମଲ୍ଲିକ…

Continue Reading ବିପୁଳ ପରିମାଣର ଗଞ୍ଜେଇ ସହ ୩ ଜଣଙ୍କୁ ଗିରଫ କଲା ଏସ.ଟି.ଏଫ

ପ୍ରେସ କ୍ଲବକୁ ନିଜ ଦଖଲକୁ ନେବା ସହ ସରକାରୀ ଜମିରେ ବୁଲଡୋଜର ବୁଲାଇଲା ପ୍ରଶାସନ

ଅନୁଗୋଳ - ଅନୁଗୋଳ ପୌରପାଳିକା ଅଞ୍ଚଳରେ ସରକାରୀ ଜାଗାରେ ବେଆଇନ ଭାବେ ତିଆରି ହୋଇଥିବା ଘର ଓ ଦୋକାନ ଘରକୁ ବୁଲଡ଼ୋଜର ଲାଗାଇ ଉଚ୍ଛେଦ କରାଯାଇଛି । ଏହା ସହ ଗୋପବନ୍ଧୁ ପାର୍କ ପଛ ପାର୍ଶ୍ଵରେ ଥିବା ପ୍ରେସ୍ କ୍ଲବକୁ ନିଜ…

Continue Reading ପ୍ରେସ କ୍ଲବକୁ ନିଜ ଦଖଲକୁ ନେବା ସହ ସରକାରୀ ଜମିରେ ବୁଲଡୋଜର ବୁଲାଇଲା ପ୍ରଶାସନ

୨୯ ତମ ରାଜ୍ୟ ଉଷୁ ଚମ୍ପିୟାନସିପ ଉଦଯାପିତ

ଅନୁଗୋଳ - ଅନୁଗୋଳ ଜିଲ୍ଲା ସଦର ମହକୁମାର ଇଣ୍ଡୋର ହଲଠାରେ ଉଷୁ ଆସୋସିଏସନ୍ ଅଫ୍ ଅନୁଗୋଳ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡ଼ିୟମରେ ଚାଲିଥିବା ୨୯ ତମ ରାଜ୍ୟ ଉଷୁ ଚମ୍ପିୟନ୍‌ସିପ୍ ଉଦ୍‌ଯାପିତ ହୋଇଯାଇଛି ।…

Continue Reading ୨୯ ତମ ରାଜ୍ୟ ଉଷୁ ଚମ୍ପିୟାନସିପ ଉଦଯାପିତ

ଜଙ୍ଗଲ ବିଭାଗ ଭୂଲ୍ ତଥ୍ୟ ଦେଉଥିବା ଅଭିଯୋଗ – ଆଇନର ଆଶ୍ରୟ ନେବେ ଗ୍ରାମବାସୀ

ଅନୁଗୋଳ - ଜଙ୍ଗଲ ସୁରକ୍ଷା ଓ ପରିଚାଳନା ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀଙ୍କୁ ନିୟୋଜିତ କରାଯାଉଅଛି । ଗ୍ରାମବାସୀ ସାମୂହିକ ଭାବେ ପାରମ୍ପରିକ ଜ୍ଞାନ କୈାଶଳ ସହିତ ସାମାଜିକ ବ୍ୟବସ୍ଥାରେ ଠେଙ୍ଗା ପାଳି କରି ଜଙ୍ଗଲ ସୁରକ୍ଷା ଦେଇ ସଫଳତା ଆଣିଛନ୍ତି…

Continue Reading ଜଙ୍ଗଲ ବିଭାଗ ଭୂଲ୍ ତଥ୍ୟ ଦେଉଥିବା ଅଭିଯୋଗ – ଆଇନର ଆଶ୍ରୟ ନେବେ ଗ୍ରାମବାସୀ

ବିଜେପି ନେତା ସଂଗ୍ରାମ ମହାପାତ୍ରଙ୍କ ନାକିଚିରେ କାର୍ଯ୍ୟକର୍ତ୍ତା ସମ୍ମିଳନୀ

କିଶୋରନଗର - ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ନାକିଚି ଆମ୍ବତଟା ଠାରେ ମୋଦି ଜି ଙ୍କର ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟ ବ୍ୟାପି ଚାଲିଥିବା ମହା ଜନ ସଂପର୍କ ଅଭିଯାନ ଅବସରରେ ବିଜେପି ନେତା ସଂଗ୍ରାମ ମହାପାତ୍ରଙ୍କ ପକ୍ଷରୁ ଏକ…

Continue Reading ବିଜେପି ନେତା ସଂଗ୍ରାମ ମହାପାତ୍ରଙ୍କ ନାକିଚିରେ କାର୍ଯ୍ୟକର୍ତ୍ତା ସମ୍ମିଳନୀ

ଶ୍ରମିକ କାର୍ଡ କରାଇବା ନେଇ ଲକ୍ଷାଧିକ ଟଙ୍କା ଠକେଇ

ଛେଣ୍ଡିପଦା - ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଗୋହିରାପଶି ଗ୍ରାମର ଜଣେ ଯୁବକ ଶ୍ରମିକ କାର୍ଡ କରାଇଦେବା କହି ଲକ୍ଷାଧିକ ଟଙ୍କା ହଡପ କରିଥିବା ଛେଣ୍ଡିପଦା ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା…

Continue Reading ଶ୍ରମିକ କାର୍ଡ କରାଇବା ନେଇ ଲକ୍ଷାଧିକ ଟଙ୍କା ଠକେଇ

୧୦୨ କେଜି ଗଞ୍ଜେଇ ଜବତ – ଉତ୍ତରପ୍ରଦେଶର ତିନି ଯୁବକ ଗିରଫ

  ଅନୁଗୋଳ - ଅନୁଗୋଳ ଜିଲା ଅବକାରୀ ବିଭାଗ ଏକ ଆନ୍ତରାଜ୍ୟ ଗଞ୍ଜେଇ ମାଫିଆ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଚାଲାଣ କରୁଥିବା ଗାଡିକୁ ଜବତ କରିଛି ।…

Continue Reading ୧୦୨ କେଜି ଗଞ୍ଜେଇ ଜବତ – ଉତ୍ତରପ୍ରଦେଶର ତିନି ଯୁବକ ଗିରଫ

ସାଙ୍ଗ ବାପାଙ୍କ ମୃତ୍ୟୁରେ ସହାନୁଭୂତି ଜଣାଇବାକୁ ଯିବା ବେଳେ ଚାପିଦେଲା ଟ୍ରକ

ଅନୁଗୋଳ - ସାଙ୍ଗର ବାପାଙ୍କ ମୃତ୍ୟୁର ଦୁଃଖ ସମୟରେ ସାଙ୍ଗକୁ ସହାନୁଭୂତି ଜଣାଇବାକୁ ଯାଉଥିଲେ । କିନ୍ତୁ ରାସ୍ତାରେ ଦୁର୍ଘଟଣା ଘଟି ମୃତ୍ୟୁ ହୋଇଗଲା । ଖନ୍ଦାନାଳୀ ନିକଟରେ ଦୁର୍ଘଟଣାରେ ଅକେଶ ପାଣ୍ଡେ ନାମକ ଜଣେ ୧୯ ବର୍ଷୀୟ ଯୁବକଙ୍କ ମୃତ୍ୟୁ…

Continue Reading ସାଙ୍ଗ ବାପାଙ୍କ ମୃତ୍ୟୁରେ ସହାନୁଭୂତି ଜଣାଇବାକୁ ଯିବା ବେଳେ ଚାପିଦେଲା ଟ୍ରକ

ବିଭିନ୍ନ ସ୍ଥାନରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ

ଅନୁଗୋଳ - ଅନୁଗୋଳ ସହରର ବଜାରରେ ବିଭିନ୍ନ ସ୍ଥାନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଡାକ୍ତର ଧନଞ୍ଜୟ ବେହେରାଙ୍କ ନେତୃତ୍ଵରେ ଖାଦ୍ୟ ସୁରକ୍ଷା ଅଧିକାରୀ ହର ପ୍ରିୟା ବେହେରା, ଏମ୍ଏସ୍…

Continue Reading ବିଭିନ୍ନ ସ୍ଥାନରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ

ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ନାଗରିକ ମଞ୍ଚ ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ

ପାଲଲହଡା - ଅନୁଗୋଳ ଜିଲ୍ଲା ପାଲଲହଡା ଉପଖଣ୍ଡରେ ବିଦ୍ୟୁତ ବିଭାଗ ଏକ ପ୍ରକାର ଅକାମି ହୋଇପଡିଛି । ବାରମ୍ବାର ଆଘୋଷିତ ବିଦ୍ୟୁତ କାଟ ସହିତ ଲୋ ଭୋଲ୍ଟେଜ ପାଇଁ ଅଞ୍ଚଳ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ତାପମାତ୍ରା ବୃଦ୍ଧି…

Continue Reading ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ନାଗରିକ ମଞ୍ଚ ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ

ଅଂଶୁଘାତରେ ମୃତ୍ୟୁ ସନ୍ଦେହ

ଅନୁଗୋଳ - ଅନୁଗୋଳ ଜିଲ୍ଲା ମହିଧରପୁର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ କୁମୁରିସିଂହା , ବଡ଼ବାହାଳ ଅଞ୍ଚଳର ୪୨ ବର୍ଷୀୟ ପ୍ରଦ୍ୟୁମ୍ନ ସ୍ୱାଇଁ । ସୂଚନା ଅନୁସାରେ ପ୍ରଦ୍ୟୁମ୍ନ…

Continue Reading ଅଂଶୁଘାତରେ ମୃତ୍ୟୁ ସନ୍ଦେହ