ଆସନ୍ତାକାଲି ୧୨ ଘଣ୍ଟିଆ ତାଳଚେର ବନ୍ଦ

ତାଳଚେର - ଆସନ୍ତାକାଲି(ବୁଧବାର) ତାଳଚେର ବନ୍ଦ ଡାକରା ଦେଇଛି ତାଳଚେର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି । ତାଳଚେରକୁ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଦେବା ଦାବିରେ ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆ ଯାଇଛି…

Continue Reading ଆସନ୍ତାକାଲି ୧୨ ଘଣ୍ଟିଆ ତାଳଚେର ବନ୍ଦ

୨୯ ତମ ଓଡ଼ିଶା ରାଜ୍ୟ ଉଷୁ ଚମ୍ପିୟନ୍‌ସିପ୍ ହେବ ଅନୁଗୋଳରେ

ଅନୁଗୋଳ - ଅନୁଗୋଳ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ୨୯ ତମ ଓଡ଼ିଶା ରାଜ୍ୟ ଉଷୁ ଚମ୍ପିୟନ୍‌ସିପ୍ - ୨୦୨୩ ଆସନ୍ତା ୯ ତାରିଖରୁ ଅନୁଷ୍ଠିତ ହେବ । ତିନି ଦିନ ଧରି ହେବାକୁ ଥିବା ଏହି ଚମ୍ପିୟାନସିପ ୧୧ ତାରିଖ ପର୍ଯ୍ୟନ୍ତ…

Continue Reading ୨୯ ତମ ଓଡ଼ିଶା ରାଜ୍ୟ ଉଷୁ ଚମ୍ପିୟନ୍‌ସିପ୍ ହେବ ଅନୁଗୋଳରେ

ହାତୀ ଆକ୍ରମଣରେ ଜଣେ ମୃତ ଜଣେ ଗୁରୁତର

ଅନୁଗୋଳ: - ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ହମାମିରା ଗାଁ ନିକଟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣା ପଡ଼ିଛି । ମୃତକ ହେଲେ ହମାମିରା ଗ୍ରାମର ଚମ୍ପାବତୀ ସାହୁ (…

Continue Reading ହାତୀ ଆକ୍ରମଣରେ ଜଣେ ମୃତ ଜଣେ ଗୁରୁତର

ଟ୍ରକ ଧକ୍କାରେ ମୋଟରସାଇକେଲ ଆରୋହି ମୃତ

ପାଲଲହଡା - ଅନଗୋଳ ଜିଲ୍ଲା ପାଳଲହଡା ୧୪୯ ନମ୍ବର ଜାତୀୟ ରାଜପଥ ବାଇପାସ ଛକ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକ ଏବଂ ମୋଟରସାଇକେଲ ମଧ୍ୟରେ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ…

Continue Reading ଟ୍ରକ ଧକ୍କାରେ ମୋଟରସାଇକେଲ ଆରୋହି ମୃତ

ଦୁଇ ମୋବାଇଲ ଫୋନ ଚୋର ଗିରଫ

ଅନୁଗୋଳ - ଅନୁଗୋଳ ଥାନା ଅନ୍ତର୍ଗତ ହୁଲୁରିସିଂହା ଅଞ୍ଚଳରେ ମୋବାଇଲ ଚୋରୀ ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ହୋଇଥିବା ଦୁଇ ଜଣ ଯୁବକ ହେଲେ ହୁଲୁରିସିଂହା ଆମ୍ବେଦକର ନଗରର ଅର୍ଜୁନ ମୁଖୀ…

Continue Reading ଦୁଇ ମୋବାଇଲ ଫୋନ ଚୋର ଗିରଫ

ବିଶ୍ଵ ପରିବେଶ ଦିବସ ୨୦୨୩ ପାଳିତ

ଅନୁଗୋଳ - ନିରନ୍ତରତାର ମୂଳ ମନ୍ତ୍ର ନେଇ  ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର  ପକ୍ଷରୁ ବିଶ୍ଵ ପରିବେଶ ଦିବସ ୨୦୨୩ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଏବଂ ବ୍ୟାପକ ବୃକ୍ଷରୋପଣ ସହ ପାଳନ ହୋଇଛି । ଚଳିତ ବର୍ଷର ବିଶ୍ଵ ପରିବେଶ…

Continue Reading ବିଶ୍ଵ ପରିବେଶ ଦିବସ ୨୦୨୩ ପାଳିତ

ଦୁଇ ଗଛ ଫାଙ୍କରେ ଫସି ଆହତ ମାଇ ହାତୀ ଚିକିତ୍ସା ପାଇଁ କପିଳାସ ଗଲା

ଅନୁଗୋଳ - ଆହତ ମାଈ ହାତୀକୁ ଚିକିତ୍ସା ପାଇଁ କପିଳାସ ନିଆଗଲା । ସେଠାରେ ତାର ଚିକିତ୍ସା କରାଯିବ । ସୂଚନା ଅନୁସାରେ ଗତ ମେ ମାସ ୯ ତାରିଖରେ ଆମ୍ବ ଖାଇବାକୁ ଆସି ଦୁଇ ଗଛ ମଧ୍ୟରେ ଏକ ମାଈ…

Continue Reading ଦୁଇ ଗଛ ଫାଙ୍କରେ ଫସି ଆହତ ମାଇ ହାତୀ ଚିକିତ୍ସା ପାଇଁ କପିଳାସ ଗଲା

ମହିଳା ବ୍ଯବସୟୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍

ଅନୁଗୋଳ - ଅନୁଗୋଳ ସହରରେ ଲୁଟ୍ , ଛିନତାଇର ଆତଙ୍କ ଧିରେ ଧିରେ ବଢ଼ିବାରେ ଲାଗିଛି । ପ୍ରତ୍ୟେକ ଦିନ ଜିଲ୍ଲାର କେଉଁଠି ନା କେଉଁଠି ଏଭଳି ଦୁର୍ବୃତ୍ତଙ୍କ ଲୁଟ୍ ର ଶିକାର ହେଉଛନ୍ତି ସାଧାରଣ ଲୋକ । ତେବେ ଅନୁଗୋଳ…

Continue Reading ମହିଳା ବ୍ଯବସୟୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍

ରେଳ ଦୁର୍ଘଟଣା ଆହତଙ୍କ ପାଇଁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ଅନୁଗୋଳ - ବାଲେଶ୍ଵର ଜିଲା ବାହାନଗା ଠାରେ ଶୁକ୍ରବାର ବିଳମ୍ବିତ ରାତିରେ କରମଣ୍ଡଳ ଏକ୍ସପ୍ରେସ ଏକ ମାଲବାହି ରେଳ ସହ ଧକ୍କା ହେବା ଫଳରେ ଅନେକ ଲୋକଙ୍କ ପ୍ରାଣହାନୀ ହୋଇଛି । ଘଟଣାର ଭୟବହତା ଏତେ ମାତ୍ରାରେ ଅଧିକ ଥିଲା ଯେ…

Continue Reading ରେଳ ଦୁର୍ଘଟଣା ଆହତଙ୍କ ପାଇଁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ଡିକି ଭାଙ୍ଗି ଟଙ୍କା ଲୁଟ ବେଳେ କାବୁ କରି ଉତ୍ତମ ମଧ୍ୟମ ପରେ ପୁଲିସ ଜିମା ଦେଲେ ଲୋକେ

ଅନୁଗୋଳ - ଅନୁଗୋଳ ସହର ନୁଆଁ ବସଷ୍ଟାଣ୍ଡ ନିକଟରେ ଡିକି ଭାଙ୍ଗି ଟଙ୍କା ଲୁଟିବାକୁ ଚେଷ୍ଟା କରୁଥିବା ବେଳେ ଜଣେ ଦୁର୍ବୃତ୍ତକୁ ଲୋକ କାବୁ କରିଥିବା ବେଳେ ଅନ୍ୟ ଜଣେ ସହଯୋଗୀ ଚମ୍ପଟ ମାରିବାକୁ ସଫଳ ହୋଇଛି । ଧରା ପଡିଥିବା…

Continue Reading ଡିକି ଭାଙ୍ଗି ଟଙ୍କା ଲୁଟ ବେଳେ କାବୁ କରି ଉତ୍ତମ ମଧ୍ୟମ ପରେ ପୁଲିସ ଜିମା ଦେଲେ ଲୋକେ

ବଜ୍ରପାତରେ କଲେଜ ଛାତ୍ର ମୃତ

ପାଲଲହଡା - ବଜ୍ରାଘାତରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଅନଗୋଳ ଜିଲ୍ଲା ପାଳଲହଡା ବ୍ଲକ ଖମାର ଥାନା ଅନ୍ତର୍ଗତ ଜେନାପଡା ଗ୍ରାମରେ ଘଟିଛି । ସୂଚନା ଅନୁସାରେ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ଦଣ୍ଡାସିଙ୍ଗା…

Continue Reading ବଜ୍ରପାତରେ କଲେଜ ଛାତ୍ର ମୃତ

ଜିଲ୍ଲା ଆଇଆଇସି ଓ ଏସ୍ଆଇ ସ୍ତରରେ ଅଦଳବଦଳ

ଅନୁଗୋଳ - ଅନୁଗୋଳ ଜିଲ୍ଲା ଆଇଆଇସି ଓ ଏସ୍ଆଇ ସ୍ତରରେ ଗୁରୁବାର ଏକ ବଡ଼ ଧରଣର ଅଦଳବଦଳ ହୋଇଛି । ନୂଆ ବର୍ଷରେ ନୂଆ ଏସ୍ପି ଭାବେ ସୁଧାଶୁଂ ମିଶ୍ର ଯୋଗଦାନ କରିବାପରେ ଏହା ପ୍ରଥମ ଅଦଳବଦଳ । ଜନସାଧାରଣଙ୍କ ସେବା…

Continue Reading ଜିଲ୍ଲା ଆଇଆଇସି ଓ ଏସ୍ଆଇ ସ୍ତରରେ ଅଦଳବଦଳ

ଡ୍ରେନରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଅନୁଗୋଳ - ଅନୁଗୋଳ ସହର ଆରଡି କଲୋନୀର ଡ୍ରେନରୁ ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ଆଁକୁଲା ଗାଁର ଅକ୍ରୁର ସାହୁ ବୋଲି ଜଣା ପଡିଥିବା ବେଳେ ସେ ସେହି ଅଞ୍ଚଳରେ ଘର…

Continue Reading ଡ୍ରେନରୁ ଯୁବକଙ୍କ ମୃତଦେହ ଉଦ୍ଧାର

ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଅନୁଗୁଳ - ନାବାଳିକା ଦୁଷ୍କର୍ମ କରିଥିବା ଜଣେ ଅଭିଯୁକ୍ତ ଆଜି ଅନୁଗୋଳର ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ବତନ୍ତ୍ର ପକ୍‌ସୋ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଛି । ତାଳଚେର କୋଲିୟାରୀ ଥାନା ସେଣ୍ଟ୍ରାଲ କଲୋନୀର ଅଭିଯୁକ୍ତ ସୁଶୀଲ ନାଏକ(୨୬)କୁ ଅଦାଲତ…

Continue Reading ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଦିନିକିଆ ତାଳଚେର ଗସ୍ତରେ ମହିଳା ଶିଶୁବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ

ତାଳଚେର - ଦିନିକିଆ ତାଳଚେର ଗସ୍ତରେ ଆସିଛନ୍ତି ଓଡିଶା ସରକାରଙ୍କର ମହିଳା ଶିଶୁବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ।ଏହି ପରିପ୍ରେକ୍ଷୀରେ ତାଳଚେର ଠାରେ ନୂତନ ଭାବେ ନିର୍ମିତ ହୋଇଥିବା ମିଶନ ଶକ୍ତି ଗୃହକୁ ଉଦଘାଟନ କରିଛନ୍ତି ।…

Continue Reading ଦିନିକିଆ ତାଳଚେର ଗସ୍ତରେ ମହିଳା ଶିଶୁବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ