ବ୍ରାଉନସୁଗାର ଜବତ – ସୁନୀଲ ସେଠୀ ଗିରଫ

ତାଳଚେର - ଅନୁଗୁଳ ଜିଲ୍ଲା ତାଳଚେର କୋଳିୟାରୀ ପୁଲିସ ହାଣ୍ଡିଧୂଆଁ ନିକଟରୁ ଜଣଙ୍କୁ ଗିରଫ କରିବା ସହ ତା ନିକଟରୁ ୨୦ ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ କରିଛି । ସୂଚନା ଅନୁସାରେ କୋଳିୟାରୀ ଥାନା ଏସଆଇ ବିକାଶ ଗିରି ଗତକାଲି…

Continue Reading ବ୍ରାଉନସୁଗାର ଜବତ – ସୁନୀଲ ସେଠୀ ଗିରଫ

ଥାନା ସ୍ଥାନାନ୍ତରକୁ ନେଇ ପ୍ରତିବାଦ ସଭା

ଛେଣ୍ଡିପଦା - ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଧିନସ୍ଥ ବାଗଡିଆ ବିଟ ହାଉସକୁ ଏକ ନୂତନ ଥାନାରେ ରୂପାନ୍ତରିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିବା ସହ ଶୀଘ୍ର ଥାନା ନିର୍ମାଣ କରି ସକ୍ଷମ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ତେବେ…

Continue Reading ଥାନା ସ୍ଥାନାନ୍ତରକୁ ନେଇ ପ୍ରତିବାଦ ସଭା

ବରିଷ୍ଠ ସାମ୍ବାଦିକଙ୍କ ପରଲୋକ

ଅନୁଗୁଳ - ଅନୁଗୁଳର ବରିଷ୍ଠ ସାମ୍ବାଦିକ ସନ୍ତୋଷ ତ୍ରିପାଠୀଙ୍କ ଆଜି ତାଙ୍କ ଅମଲାପଡ଼ା ସ୍ଥିତ ବାସଭବନରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା । ସେ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଦେଇ…

Continue Reading ବରିଷ୍ଠ ସାମ୍ବାଦିକଙ୍କ ପରଲୋକ

ଅବନୀକାନ୍ତ ସାହୁ ହେଲେ ତାଳଚେର-ଅନୁଗୋଳ-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ(ତାମଡ଼ା) ଅଧ୍ୟକ୍ଷ

ଅନୁଗୁଳ - ତାଳଚେର-ଅନୁଗୋଳ-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ(ତାମଡ଼ା) ଅଧ୍ୟକ୍ଷ ଭାବେ ଅବନୀକାନ୍ତ ସାହୁଙ୍କୁ ଚୟନ ହୋଇଛନ୍ତି । ପୂର୍ବତନ ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟ୍ଟନାୟକଙ୍କ ଦାୟିତ୍ୱ ସରିବା ପରେ ଅନେକ ଦିନ ହେଲା ଏହି ପଦବୀ ଖାଲି ପଡିଥିଲା । ଆଜି ଅବନୀକାନ୍ତ…

Continue Reading ଅବନୀକାନ୍ତ ସାହୁ ହେଲେ ତାଳଚେର-ଅନୁଗୋଳ-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ(ତାମଡ଼ା) ଅଧ୍ୟକ୍ଷ

୧୫ ଏୟୁସିସିବି ନିର୍ଦ୍ଦେଶକ ପଦ ନିର୍ବାଚନ ୪୬ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଅନୁଗୁଳ - ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ୍ ( ଏୟୁସିସିବି ) ନିର୍ଦ୍ଦେଶକ ପଦ ପାଇଁ ଆସନ୍ତା ୩୦ ତାରିଖରେ ନିର୍ବାଚନ ହେବାକୁ ଅଛି । ଏଥିପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଥିବା ବେଳେ ମୋଟ ୧୫…

Continue Reading ୧୫ ଏୟୁସିସିବି ନିର୍ଦ୍ଦେଶକ ପଦ ନିର୍ବାଚନ ୪୬ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ସାଉଁଟିଲେ ଭିନ୍ନକ୍ଷମ ସତ୍ୟବ୍ରତ

ଅନୁଗୁଳ - ଓଡିଶା ପ୍ରଶାସନିକ ସେବା ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ ଅନୁଗୁଳର ସତ୍ୟବ୍ରତ ମହାପାତ୍ର ୨୭୯ ରାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଯେଉଁଥିପାଇଁ ସତ୍ୟବ୍ରତଙ୍କ ପରିବାରରେ ଖୁସିର ଲହରୀ ଖେଳି ଯାଇଛି । ସତ୍ୟବ୍ରତଙ୍କ ବାପା…

Continue Reading ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ସାଉଁଟିଲେ ଭିନ୍ନକ୍ଷମ ସତ୍ୟବ୍ରତ

ଯା ଦେବୀ ସର୍ବଭୂତେଷୁ – ବିଭିନ୍ନ ସ୍ଥାନରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି (ଫଟୋରେ ଖବର)

ଅନୁଗୁଳ ସହରର ବିଭିନ୍ନ ସ୍ଥାନର ଦଶହରା ମେଢ଼ ଫଟୋ - ସିଲୁ ଷ୍ଟୁଡିଓ  

Continue Reading ଯା ଦେବୀ ସର୍ବଭୂତେଷୁ – ବିଭିନ୍ନ ସ୍ଥାନରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି (ଫଟୋରେ ଖବର)

ଅବସର ପରେ ଶିକ୍ଷକଙ୍କୁ ନିଆରା ବିଦାୟୀ ସମ୍ବର୍ଦ୍ଧନା

ଅନୁଗୁଳ - ବାଜା ବାଜୁଛି , ପଟୁଆର ଚାଲିଛି । ଶୋଭାଯାତ୍ରା ବେଳେ ଖୋଲା ଜିପରେ ବୁଲୁଛନ୍ତି । ବେଳେ ବେଳେ ଲୋକେ କାନ୍ଧରେ ଉଠାଇ ନେଉଛନ୍ତି । କିଏ ଆସି ମୁଣ୍ଡିଆ ବି ମାରୁଛନ୍ତି । ହେଲେ ଏ ବ୍ୟକ୍ତି…

Continue Reading ଅବସର ପରେ ଶିକ୍ଷକଙ୍କୁ ନିଆରା ବିଦାୟୀ ସମ୍ବର୍ଦ୍ଧନା

ଦୁଇ ମୋଟରସାଇକେଲ ଧକ୍କା – ବସ ଚକ ତଳେ ପଡି ଜଣେ ମୃତ

ଛେଣ୍ଡିପଦା - ଅନୁଗୁଳ ଜିଲ୍ଲା ଅନୁଗୁଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର ଫୁଲଝରୀ ଛକ ନିକଟରେ ଦୁଇ ମୋଟରସାଇକେଲ ମଧ୍ୟରେ ଧକ୍କା ହେବା ସହିତ ଏକ ଯାତ୍ରୀବାହି ବସରେ ବାଡେଇ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ…

Continue Reading ଦୁଇ ମୋଟରସାଇକେଲ ଧକ୍କା – ବସ ଚକ ତଳେ ପଡି ଜଣେ ମୃତ

ବିପର୍ଯ୍ୟସ୍ତ ଅବସ୍ଥାରେ ୭୧ବର୍ଷର ପୌରପାଳିକା – ଝାଡୁ ମାରିଲେ ପୌରାଧ୍ୟକ୍ଷ

ତାଳଚେର - ୭୧ବର୍ଷରେ ପାଦ ଥାପିଛି ତାଳଚେର ପୌରପରିଷଦ । ତେବେ ୭୧ବର୍ଷ ପୁରି ଯାଇଥିଲେ ମଧ୍ୟ ପୌରପରିଷଦର ୨୧ଗୋଟି ୱାର୍ଡ଼ରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି । ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି…

Continue Reading ବିପର୍ଯ୍ୟସ୍ତ ଅବସ୍ଥାରେ ୭୧ବର୍ଷର ପୌରପାଳିକା – ଝାଡୁ ମାରିଲେ ପୌରାଧ୍ୟକ୍ଷ

ତୀର୍ଥଯାତ୍ରା ହେଲା ଶେଷଯାତ୍ରା – ବସ ଦୁର୍ଘଟଣା ହୋଇ ଜିଲ୍ଲାର ଦୁଇ ମୃତ

ଅନୁଗୁଳ - ତୀର୍ଥଯାତ୍ରା କରିବାକୁ ଯାଇଥିବା ବେଳେ ବସ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟ ଅନୁଗୁଳ ଜିଲ୍ଲା କଣିହାଁ ଅଞ୍ଚଳର ଦୁଇଜଣ ଥିବା ସ୍ପଷ୍ଟ ହୋଇଛି । ସୂଚନା ଅନୁସାରେ ଓଡିଶାରୁ ପ୍ରାୟ…

Continue Reading ତୀର୍ଥଯାତ୍ରା ହେଲା ଶେଷଯାତ୍ରା – ବସ ଦୁର୍ଘଟଣା ହୋଇ ଜିଲ୍ଲାର ଦୁଇ ମୃତ

ବଦଳିଲେ ଡିଆଇଜି ସାର୍ଥକ ଷଡଙ୍ଗୀ

ଅନୁଗୁଳ - ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ସାର୍ଥକ ଷଡଙ୍ଗୀଙ୍କ ବଦଳି ହୋଇଛି । ଗୃହ ବିଭାଗର ଚିଠି ଅନୁସାରେ ଉତ୍ତର-କେନ୍ଦ୍ରାଞ୍ଚଳ ଡ଼ିଆଇଜି ତଥା ଅନୁଗୁଳ ପୋଲିସ ଟ୍ରେନିଂ ସେଣ୍ଟରରୁ ସାର୍ଥକ ଷଡଙ୍ଗୀଙ୍କୁ କଟକସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟର ଡିଆଜି ଭାବେ ବଦଳି କରାଯାଇଛି…

Continue Reading ବଦଳିଲେ ଡିଆଇଜି ସାର୍ଥକ ଷଡଙ୍ଗୀ

କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା

ଅନୁଗୁଳ - ଅନୁଗୁଳ ସହର ଉପକଣ୍ଠର ସୁସୁଡା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଜଣେ କଲେଜ ଛାତ୍ରୀ ବେକରେ ରଶି ଦେଇ ଆତ୍ମହତ୍ୟା କରିଛନ୍ତି । ମୃତ କଲେଜ ଛାତ୍ରୀ ସେହି ଗ୍ରାମର ଯୋଗେନ୍ଦ୍ର ନାଏକଙ୍କ ଝିଅ ଦେବସ୍ମିତା ନାଏକ ବୋଲି ଜଣାପଡ଼ିଛି…

Continue Reading କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା

ଡିପ୍ଲୋମା ସ୍କୁଲରୁ ଯନ୍ତ୍ରାଂଶ ଚୋରି – ଚୋରଙ୍କୁ କାବୁ କରି ପୁଲିସରେ ଦେଲେ ଲୋକେ

ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ବନ୍ଦ ହୋଇ ପଡିଥିବା କାଇମେଟ ଡିପ୍ଲୋମା ବିଦ୍ୟାଳୟରୁ ଲୁହା ଚୋରୀକରି ଏକ ପିକଅପ ଭ୍ୟାନ କବାଡିରେ ବିକ୍ରିକରି ଫେରୁଥିବା ବେଳେ ପିକଅପ ଭ୍ୟାନ ସହିତ ୩ ଜଣ ଯୁବକଙ୍କୁ ଅଟକ ରଖି ଛେଣ୍ଡିପଦା ପୁଲିସର…

Continue Reading ଡିପ୍ଲୋମା ସ୍କୁଲରୁ ଯନ୍ତ୍ରାଂଶ ଚୋରି – ଚୋରଙ୍କୁ କାବୁ କରି ପୁଲିସରେ ଦେଲେ ଲୋକେ

ହାତୀ କଙ୍କାଳ ଉଦ୍ଧାର

ଅନୁଗୁଳ - ଅନୁଗୁଳ ଜିଲ୍ଲାରେ ପୁଣି ଏକ ହାତୀର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ଜଙ୍ଗଲ ଭିତରେ ଏକ ହାତୀ କେବେଠାରୁ ମରି ପଡିଥିବା ବେଳେ ଆଜି ବନ ବିଭାଗକୁ ହାତୀର ହାଡ଼ କଙ୍କାଳ ମିଳିଛି । ସୂଚନା ଅନୁସାରେ…

Continue Reading ହାତୀ କଙ୍କାଳ ଉଦ୍ଧାର